ଜାତୀୟ

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ହେଲେ...

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି ମିଶାଇଲ, ଗୁଳିଗୋଳା ଓ ବୋମା । ଥରି ଉଠିଛି ୟୁକ୍ରେନ୍ ମାଟି ।...

ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ

ଭାଗଲପୁର(ବିହାର),୫ା୩ (ପି.ଟି.): ବିହାରର ଭାଗଲପୁର ଜିଲାରେ ଏକ ବେଆଇନ ବାଣ କାରଖାନାରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଭୋର ସମୟରେ କାଜବାଲିଚକ ଅଞ୍ଚଳର...

ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି

ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ ପରିବାର ପକ୍ଷରୁ ସୁପ୍ରମିକୋର୍ଟରେ ଦାଏର ପିଟିଶନର ଶୁଣାଣି ମାର୍ଚ୍ଚ ୧୧ରେ କରାଯିବ। ଶୁକ୍ରବାର...

ଶ୍ୱେତା ସିଂଙ୍କ ଜାମିନ ଖାରଜ

ମୁମ୍ବାଇ, ୫ା୩: ବୁଲ୍ଳି ବାଈ ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କ ଫଟୋର ଦୁରୁପଯୋଗ କରି ଟଙ୍କା ଉପାର୍ଜନ ଅଭିଯୋଗରେ ଗିରଫ ହୋଇଥିବା ଶ୍ୱେତା ସିଂଙ୍କ ଜାମିନ ଶୁକ୍ରବାର ଖାରଜ ହୋଇଯାଇଛି। ଏଥରକୁ ମିଶାଇ ସେ ଦୁଇଥର ଜାମିନ ପାଇଁ ଆବେଦନ...

ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି

ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ ନାମ୍ନୀ ଜଣେ ୩୨ବର୍ଷୀୟା ମହିଳାଙ୍କୁ ଗତ ବୁଧବାର ଗିରଫ କରିଛି, ଯିଏ କି...

ମଣିପୁର ବିଧାନସଭା ଲାଗି ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଇମ୍ଫାଲ,୫ ।୩: ମଣିପୁର ବିଧାନସଭା ଲାଗି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ସକାଳୁ ଆରମ୍ଭ ହୋଇଛି । ଏଥର ୬ ଜିଲାର ୨୨ଟି ଆସନ ଲାଗି ୯୨ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ...

୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)...

ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ

ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍‌ ରୋଡ୍ରିଗୁଜ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର ପେଜ୍‌ରେ ସୂଚନା ଦିଆଯାଇଥିଲା। ଜେନେରାଲ ସୁନୀଥ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଆର୍ମି ମୁଖ୍ୟ...

ଦେଶରେ ୧୨-୧୭ ବର୍ଷ ବୟସର କିଶୋରଙ୍କ ଟିକାକରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୫ ।୩: କରୋନା ଟିକାକରଣକୁ ନେଇ ଦେଶ ବେଳକୁ ବେଳ ନୂଆ ସଫଳତା ହାସଲ କରିବାରେ ଲାଗିଛି । ଇତିମଧ୍ୟରେ ପିଲାମାନଙ୍କ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଡିସିଜିଆଇର ବିଶେଷ ବିଶେଷଜ୍ଞ ସମିତି ୧୨-୧୭ ବର୍ଷର...

ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଏସ୍‌ପି ସହ ହାତ ମିଳାଇପାରେ ଏଏପି: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫ା୩: ଉତ୍ତରପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଆବଶ୍ୟକ ପଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଜବାଦୀ ପାର୍ଟି ସହ ହାତ ମିଳାଇବାକୁ ପ୍ରସ୍ତୁତ। ଏଏପି ନେତା ସଞ୍ଜୟ ସିଂ ଏହା କହିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଏଏପି ସରକାର...

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଇମ୍ଫାଲ,୫ା୩(ପି.ଟି.): ମଣିପୁର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ ଜିଲାର ୨୨ ଆସନରେ ମତଦାନ ହେବ। ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୯୨ ପ୍ରାର୍ଥୀ ଅଛନ୍ତି। ୧,୨୪୭ ବୁଥ୍‌ରେ ସକାଳ ୭ରୁ ଅପରାହ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri