ଜାତୀୟ

କରୋନା ମୃତ୍ୟୁ କ୍ଷତିପୂରଣ ମିଥ୍ୟା ଦାବି ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା...

ୟୁକ୍ରେନ ପ୍ରସଙ୍ଗରେ ବିବୃତି ରଖିବେ ଜୟଶଙ୍କର

ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍‌ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ ପ୍ରସଙ୍ଗ ଉପରେ ବିବୃତି ରଖିବେ। ଭାଜପା ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସଂସଦୀୟ...

ଟିଏମ୍‌ସି କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୪।୩: ତୃଣମୂଳ କଂଗ୍ରେସ (ଟିଏମ୍‌ସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମ୍ୟୁନିସିପାଲିଟିରେ ଗୁଳି କରି ହତ୍ୟା କରାଯାଇଛି। ପୂରା ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଛି। ଏହାକୁ ଅଧାର କରି ଶୁଟରଙ୍କୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଛି। ପାନିହାଟି ମ୍ୟୁନିସିପାଲିଟି ୮...

ଭାଜପାର ଚିନ୍ତା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୁଷ୍କର ସିଂ ଧାମି ହାରିଯିବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଭାଜପା ଉଦ୍ୟମ ଜାରି ରଖିଛି। ୭୦ ଆସନ...

ଶପଥ ଗ୍ରହଣ ଉତ୍ସବକୁ ହଳଦିଆ ପଗଡି ପିନ୍ଧି ଆସିବାକୁ ଅନୁରୋଧ କଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୪।୩:ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ ୧୬ରେ ଶପଥ ନେବେ ଆମ ଆଦମୀ ପାର୍ଟି ନେତା ଭଗଓ୍ବନ୍ତ ମାନ। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପଞ୍ଜାବର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ମାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଆସନ୍ତୁ...

‘ମୋଦି-ମୋଦି’ ସ୍ଲୋଗାନରେ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଲୋକ ସଭା ଓ ରାଜ୍ୟ ସଭାରେ ବଜେଟ ଉପରେ ଆଲୋଚନା ହେବ। ଅଧିବେଶନ ଆରମ୍ଭ ହେବା କ୍ଷଣି ଗୃହରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ...

ଟୁଇଟ୍‌ କରି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ପୋଲିସ…

ନୂଆଦିଲ୍ଲୀ,୧୪।୩ : ପରୀକ୍ଷାରେ ଖରାପ ହେବାରୁ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଯୁବକଙ୍କୁ ରାଜସ୍ଥାନ ପୋଲିସ ଉଦ୍ଧାର କରିଛନ୍ତି। ଯୁବକ ଜଣକ ଟୁଇଟ୍‌ କରି ସେ ଆତ୍ମହତ୍ୟା କରିବାକୁ ଯାଉଥିବା ସୂଚନା ଦେଇଥିଲେ। ତାଙ୍କର ଜଣେ ସାଙ୍ଗ ଏନେଇ ପୋଲିସକୁ...

କର୍ନାଟକ ଉପକୂଳରୁ ମିଳିଲା ଦୁର୍ଲଭ କାରପେଣ୍ଟର ଶାର୍କ

ବେଙ୍ଗାଲୁରୁ,୧୪।୩: କର୍ନାଟକର ମାଲପେରେ ମାଛ ଧରାଳୀଙ୍କ ଜାଲରେ ଲାଗିଛି ଏକ ଦୁର୍ଲଭ ମାଛ। ସମୁଦ୍ରରେ ମାଛ ଧରାଳୀମାନେ ୧୦ ଫୁଟ୍‌ ଲମ୍ବା କାରପେଣ୍ଟର ଶାର୍କକୁ କ୍ରେନ ସହାୟତାରେ କୂଳକୁ ଆଣିଥିଲେ। ବିରାଟ କାୟ ମାଛକୁ କ୍ରେନ ଉଠାଉଥିବା ଦୃଶ୍ୟ ଏବେ...

ନକ୍ସଲଙ୍କ ଆଇଡି ବିସ୍ଫୋରଣ: ଆଇଟିବିପି ଯବାନ ଶହୀଦ

ରାୟପୁର,୧୪।୩: ପୁଣି ଥରେ ନକ୍ସଲମାନଙ୍କ ଭୟଭୀତ କାର୍ଯ୍ୟ ସାମ୍ନାକୁ ଆସିଛି। ଛତିଶଗଡର ନାରାୟଣପୁରରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ଆଇଟିବିପି ଅଧିକାରୀ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ହେଡ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବିମାନ...

ଦଳ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୧୪।୩: କଂଗ୍ରେସ ଆନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପରିବାର ସଦସ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି)ରେ ଇସ୍ତଫା ପ୍ରସ୍ତାବ ଦେଇଥିଲେ। କିନ୍ତୁ ସିଡବ୍ଲ୍ୟୁସି ସର୍ବସମ୍ମତି କ୍ରମେ ଏହାକୁ...

ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କଲା ଭାରତ…

ନୂଆଦିଲ୍ଲୀ,୧୪।୩ : ଭାରତର ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ହଠାତ୍‌ ପାକିସ୍ତାନ ଅଞ୍ଚଳରେ ପଡ଼ିବା ନେଇ ବିବାଦ ମଧ୍ୟରେ ବି ଖୁସି ଖବର ଆସିଛି। ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର...

ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର କରୁଛି ଚାଇନା, ବାଂଲାଦେଶରେ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ନିର୍ମାଣ…

ନୂଆଦିଲ୍ଲୀ,୧୪।୩ : ବାଂଲାଦେଶକୁ ମୋହରା କରି ଚାଇନା ବର୍ତ୍ତମାନ ଭାରତ ବିରୋଧରେ ମାନସିକ ଚାପ ସୃଷ୍ଟି କରିବାରେ ଲାଗିଛି। ଏହା ବାଂଲାଦେଶରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପାଇଁ ଏକ ରକ୍ଷଣାବେକ୍ଷଣ କେନ୍ଦ୍ର ସ୍ଥାପନ କରିବାରେ ନିୟୋଜିତ ଅଛି। ଏହି ରକ୍ଷଣାବେକ୍ଷଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri