ଜାତୀୟ

ଭାରତରେ ପହଞ୍ଚିଲା ଆଉ ୩ ରାଫାଲ

ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୬୦,୦୦୦ କୋଟି ଟଙ୍କାର ଚୁକ୍ତି ବର୍ତ୍ତମାନ ଶେଷ ହେବାକୁ ଯାଉଛି। କାରଣ ଭାରତୀୟ...

ଝିଅକୁ ହତ୍ୟା ପରେ ମୃତଦେହକୁ ବଳାତ୍କାର କଲା ବାପା

ଗୁନା (ମଧ୍ୟପ୍ରଦେଶ),୨୩।୨: ଜଣେ ହାଣ୍ଡିକ୍ୟାପ୍‌ ବ୍ୟକ୍ତି ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ମୃତଦେହ ସହ ବଳାତ୍କାର କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗୁଣା ଜିଲାରୁ। ୪୦ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।...

ମାଲ୍ୟା, ମୋଦି, ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଫେରିପାଇଛି ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରାଯାଇଛି। ବେଆଇନ ଟଙ୍କା ନେଣଦେଣ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦିଆଯାଇଥିବା ଅତିରିକ୍ତ ଅଧିକାର ବିରୋଧରେ ଦାଖଲ...

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା ଏବଂ ଷ୍ଟକ ଅପଶନକୁ ବାତିଲ କରିବାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।...

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ସମୟ ସହିତ...

ପ୍ରଥମେ ପାଠପଢ଼ାରେ ମନ ଦିଅ, ପରେ ବିବାହ…

ଭୋପାଳ, ୨୩।୨ : ପାଠପଢ଼ା ପରେ ବିବାହ କାର୍ଯ୍ୟ ହେଲେ ଭଲ। ନାରୀ ନିକେତନରେ ଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପରାମର୍ଶ ପ୍ରଦାନ କରାଯାଇଛି। ଯୁବତୀ ଜଣକ ନିଜ ସମ୍ପ୍ରଦାୟ ବାହାରେ ଜଣଙ୍କୁ ବିବାହ କରିବାକୁ...

ଅଣ୍ଡରୱାର୍ଲଡ ସହ ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମନ୍ତ୍ରୀ ନଓ୍ବାବ ମଲିକ

ମୁମ୍ବାଇ,୨୩।୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ମୁମ୍ବାଇ ଅଣ୍ଡରଓ୍ବାଲର୍‌ଡ ସହ ବେଆଇନ ଟଙ୍କା ନେଣଦେଣ ମାମଲାରେ ବୁଧବାର ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ। ୬୨ ବର୍ଷୀୟ ମନ୍ତ୍ରୀଙ୍କୁ ଗିରଫ କରାଯିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)...

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପାଇଁ ପୋଲିସ ଘେରି

ନୂଆଦିଲ୍ଲୀ,୨୩।୨: ଶତାଧିକ ପୋଲିସ କର୍ମୀ, ପାରାମିଲିଟାରୀ ଯବାନଙ୍କ ଛାଉଣୀ ମଧ୍ୟରେ ବୁଧବାର ଉତ୍ତରପ୍ରଦେଶର ଲଖିମବୁର ଖେରି ନିର୍ବାଚନ ଲାଗି ଭୋଟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କେନ୍ଦ୍ରମନ୍ତ୍ରୀ ପୋଲିସ ଓ ସୁରକ୍ଷା...

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଘଟିଛି ବିହାରରେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପୀଡ଼ିତଙ୍କୁ...

ରାମସେତୁକୁ ଐତିହାସିକ ସ୍ମାରକୀ ମାନ୍ୟତା ମାମଲା, ମାର୍ଚ୍ଚ ୯ରେ ଶୁଣାଣି…

ନୂଆଦିଲ୍ଲୀ, ୨୩।୨ : ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରି ସୁରକ୍ଷା ଦାବି ଉପରେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ମାର୍ଚ୍ଚ ୯ରେ ଏହି ମାମଲାର ଶୁଣାଣି କରିବାକୁ ପ୍ରଧାନ ବିଚାରପତି...

ଅଫ୍‌ଲାଇନ୍‌ରେ ହେବ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା, ଅନ୍‌ଲାଇନ୍‌ ପରୀକ୍ଷା ଆବେଦନ ଖାରଜ…

ନୂଆଦିଲ୍ଲୀ, ୨୩।୨ : ଦଶମ ଏବଂ ଦ୍ୱାଦଶ ବୋର୍ଡର ଅଫଲାଇନ ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାୟ ପ୍ରଦାଦ କରିଛନ୍ତି। ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନଲାଇନରେ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ବୁଧବାର...

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ବ୍ୟକ୍ତିଙ୍କ ପରିଚୟ କେବଳ ତାଙ୍କର ନାମ ଅବା ମାତାପିତାଙ୍କ ଦ୍ୱାରା ହୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri