ଜାତୀୟ

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା, ଦୈନିକ ସଂକ୍ରମଣ କମିଲା…

ନୂଆଦିଲ୍ଲୀ, ୨୨।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଏହି ସମୟ...

ସ୍ବାଧୀନତା ଆନ୍ଦୋଳନ ନୁହେଁ, ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯାଇଛନ୍ତି ଲାଲୁ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ଏବେ ରାଜନୀତି ସରଗରମ ରହିଛି। ଟୁଇଟରରେ ଲାଲୁଙ୍କୁ ନେଇ ଅନେକ ନେତା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଉତ୍ତମ ନଗର ଆସନରୁ ଆମ ଆଦମୀ...

‘ବିରୋଧୀଙ୍କୁ ବିସର୍ଜନ କରିଦିଅ’

ଲକ୍ଷ୍ନୌ,୨୨।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ବୁଧବାର ହେବ। ଏବେ ୧୭୨ଟି ଆସନ ପାଇଁ ମତଦାନ ହେବାକୁ ବାକି ଅଛି। ଏସବୁ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ...

ବାଣ କାରଖାନରେ ଭୟଙ୍କର ବିସ୍ଫୋରଣ; ୬ ମୃତ

ଶିମଲା,୨୨।୨: ହିମାଚଳପ୍ରଦେଶର ଉନା ଜିଲାର ବାଥଉ ଶିଳ୍ପାଞ୍ଚଳରେ ଥିବା ଏକ ବାଣ କାରଖାନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଫ୍ୟାକ୍ଟ୍ରିରେ ୧୧ ଜଣ ଫସିଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା...

୧୫ରୁ ବିଦେଶକୁ ନିୟମିତ ଉଡ଼ାଣ

ନୂଆଦିଲ୍ଲୀ,୨୨।୨: ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ନିୟମିତ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୦୨୦ରେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ବିମାନ...

କମିବ ଗ୍ରୀଷ୍ମକାଳୀନ ଛୁଟି

ରାୟପୁର,୨୨।୨: ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ଛତିଶଗଡ଼ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ୪୬ ଦିନ ପରିବର୍ତ୍ତେ ୩୨ ଦିନ ହେବ। ଅର୍ଥାତ୍‌ ଗ୍ରୀଷ୍ମ ଛୁଟିକୁ ୧୫ ଦିନ କମ୍‌ କରିଦିଆଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଛୁଟି...

ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଉଡାଣ ଭରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୨।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ଯୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରିଆସୁଛି। ତେବେ ଯୁଦ୍ଧ ଆଶଙ୍କା ମଧ୍ୟରେ ୟୁକ୍ରେନରେ ଫସିରହିଥିବା ଭାରତୀୟ...

ଖାଲକୁ ଖସିଲା ବରଯାତ୍ରୀ ଗାଡି: ଚାଲିଗଲା ୧୧ ଜୀବନ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡର ଚମ୍ପାବନରେ ଏକ ଅଭାବନୀୟ ଘଟଣା ଘଟିଛି। ବରାଯାତ୍ରୀଙ୍କୁ ନେଇ ଆସୁଥିବା ଗାଡି ହଠାତ୍‌ ରାସ୍ତା କଡରେ ଥିବା ଖାଲକୁ ଖସିପଡିଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଖବର...

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି। କାର୍‌ ଜଳୁଥିବା ସମୟରେ ସମୟରେ ସ୍ତ୍ରୀଙ୍କୁ ଭିଡିଓ କଲରେ ଲାଇଭ ଘଟଣା ଦେଖାଇଥିଲେ।...

ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଆଖିର ସଫଳ ଅସ୍ତ୍ରୋପଚାର ବେଳେ ୩ ଜୀବନ୍ତ ବଟଫ୍ଲାଇଜ (ପୋକ) ମିଳିଥିବା ଦିଲ୍ଲୀର...

ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ

ଚଣ୍ଡିଗଡ଼,୨୨।୨: ସବୁବେଳେ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ...

୮ ଯାଏ ବେଙ୍ଗାଲୁରୁରେ ଜାରି ରହିବ ୧୪୪ ଧାରା

ବେଙ୍ଗାଲୁରୁ,୨୨।୨: ହିଜାବକୁ ନେଇ ବିବାଦ ଲାଗି ରହିଥିବାରୁ ବେଙ୍ଗାଲୁରୁର ସ୍କୁଲ୍‌ କଲେଜ ନିକଟରେ ଲାଗୁ ହୋଇଥିବା ୧୪୪ ଧାରାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ହିଜାବ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଘଟେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri