ଜାତୀୟ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୨।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୦୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦୬ ଜଣଙ୍କ ମୃତ୍ୟୁ...

ହିଜାବ ବିବାଦ ପାଇଁ କର୍ନାଟକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼

ବେଙ୍ଗାଲୁରୁ,୨୨।୨: ହିଜାବ କଟକଣା ବିରୋଧରେ କୋର୍ଟରେ ଆବେଦନ କରିଥିବା କର୍ନାଟକ ଉଡୁପି ଜିଲାର କଲେଜ ଛାତ୍ରୀ ହଜରା ଶିଫାଙ୍କ ଭାଇଙ୍କୁ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ଆକ୍ରମଣ କରିଛନ୍ତି। ତାଙ୍କର ହିଜାବ ପିନ୍ଧିବାର ନିଷ୍ପତ୍ତି ଯୋଗୁ ଭାଇଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ...

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଏଥିରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ସବୁଠାରୁ ଅଧିକ ଅପରାଧି ପ୍ରାର୍ଥୀ

ଲକ୍ଷ୍ନୌ,୨୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି । ଏବେ ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ପ୍ରାର୍ଥୀ ହୋଇଥିବା...

ହିଜାବ ଜରୁରୀ ଧର୍ମୀୟ ପ୍ରଥା ନୁହେଁ

ବେଙ୍ଗାଲୁରୁ,୨୨।୨: ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ହାଇକୋର୍ଟରେ ସୋମବାର ପୁଣିଥରେ ଦୋହରାଇଛନ୍ତି। ଧର୍ମୀୟ ନିର୍ଦ୍ଦେଶନାମା ଶିକ୍ଷାନୁଷ୍ଠାନ ବାହାରେ ରହିବା ଉଚିତ। ସମ୍ବିଧାନ ପ୍ରଣୟନ ସଭାରେ ଡ. ବି.ଆର୍‌, ଆମ୍ବେଡ୍‌କର ଏହା କହିଥିଲେ ବୋଲି...

ବାପା ଦୋଷୀ ସାବ୍ୟସ୍ତ ହେବାପରେ ପ୍ରବଳ ରାଗିଗଲେ ତେଜସ୍ବୀ

ନୂଆଦିଲ୍ଲୀ,୨୨।୨: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ...

ଖୋଲିବ ଶ୍ରୀନଗର- ଲେହ ଜାତୀୟ ରାଜପଥ

ଶ୍ରୀନଗର,୨୨।୨: ଲଦାଖକୁ ସଂଯୋଗ କରୁଥିବା ୪୩୪ କି.ମି ବିଶିଷ୍ଟ ଏକମାତ୍ରା ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି। ଭିଷଣ ବରଫପାତ କାରଣରୁ ଚଳିତବର୍ଷ ଜାନୁୟାରୀରୁ ଏହି ରାଜପଥ ବନ୍ଦ ଥିଲା। କିନ୍ତୁ ବର୍ତ୍ତମାନ ତୁଷାରପାତ କମିବା ଫଳରେ ସଡ଼କରେ...

ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ରାଜୀବ ଶକଧର ଏବଂ ଜଷ୍ଟିସ୍‌ ସି. ହରି ଶଙ୍କରଙ୍କ ଦ୍ୱାରା ଗଠିତ...

ରାମ ରହିମଙ୍କୁ ଜେଡ ପ୍ଲସ ସୁରକ୍ଷା

ଚଣ୍ଡିଗଡ଼,୨୨ ।୨: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂ ହତ୍ୟା ମାମଲରେ ସିଧା ସଳଖ ସମ୍ପୃକ୍ତ ନୁହେଁ । ସେ ବାସ୍ତବିକ ଭାବେ ହତ୍ୟା କରି ନାହାନ୍ତି । ହରିୟାଣା ସରକାର କହିଛନ୍ତି ରାମ ରହିମଙ୍କୁ...

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ନରେଲା ଅଞ୍ଚଳରେ ଏକ ଦୋକାନରୁ ୧୪ ବର୍ଷୀୟା ଝିଅଙ୍କ ଗଳିତ ମୃତଦେହ ମିଳିଛି। ଉକ୍ତ ନାବାଳିକାଙ୍କୁ ୯ ଦିନ ପୂର୍ବରୁ ଅପହରଣ କରାଯାଇଥିଲା। ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ମାମଲାରେ ସୋମବାର...

ବୁଧବାର କର୍ନାଟକ ବନ୍ଦ

ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର ଶବଯାତ୍ରା ସମୟରେ ଲୋକଙ୍କ ରାଗ ବଢିଯିବାରୁ ପଥରମାଡ କରାଯାଇଥିଲା । ଫଳରେ ଜଣେ...

ଯୋଗୀଙ୍କ ବିରୋଧରେ ୪୪୦ ଭୋଲ୍ଟ କରେଣ୍ଟ ପ୍ରବାହିତ ହେଉଛି: ଅଖିଳେଶ

ହାର୍ଦୋଇ,୨୨।୨: ଉତ୍ତରପ୍ରଦେଶରେ ଶାସକ ଭାଜପା ବିରୋଧରେ ୪୪୦ ଭୋଲ୍ଟର କରେଣ୍ଟ ପ୍ରବାହିତ ହେଉଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଡାକିଥିବାରୁ ଅଖିଳେଶ ଏହାର ସମାଲୋଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri