ଜାତୀୟ

ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ୍‌

କୋଲକାତା, ୧୩।୦୮: ରାଜଧାନୀ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ୍‌ । ଅଭିଯୁକ୍ତର ନାମ ସଞ୍ଜୟ ରୟ ହୋଇଥିବା ବେଳେ ସେ...

ସରକାରଙ୍କ ବଡ଼ ଉପହାର: ଏଣିକି ଇଲେକ୍ଟ୍ରିକ୍‌ ଗାଡି ଉପରେ…

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ଇଭି ନୀତି ଅନୁଯାୟୀ, ହାଇବ୍ରିଡ ଯାନ ସହିତ ବୈଦ୍ୟୁତିକ ଯାନ (ଇଭି)ରେ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ଏକ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ରାଜ୍ୟରେ ପଞ୍ଜୀକରଣ ଶୁଳ୍କ ୮-୧୦ ପ୍ରତିଶତ ଅଟେ।...

ରାମ ରହିମଙ୍କୁ ମିଳିଲା ୨୧ ଦିନର ପାରୋଲ

ରୋହତକ,୧୩।୮: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି । ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମଙ୍କ...

ବଡ଼ ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ମୋଦି: ମନମୋହନଙ୍କ ପଛରେ ପକାଇବେ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଏକାଦଶ ଥର ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଏହା କରି ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପଛରେ ପକାଇବେ। ମନମୋହନ କ୍ରମାଗତ ୧୦ଥର ତ୍ରିରଙ୍ଗାକୁ ଉଡାଇଛନ୍ତି।...

ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ, ବ୍ୟବଚ୍ଛେଦ ରିପୋର୍ଟରେ ହେଲା ବଡ଼ ଖୁଲାସା

କୋଲକାତା,୧୩।୮: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନାହିଁ। ଏହି ସମୟରେ...

ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍‌ ଶିକ୍ଷୟିତ୍ରୀ

ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା...

ଶମ୍ଭୁ ସୀମା ଅବରୋଧମୁକ୍ତ କରିବାକୁ ଚାଷୀଙ୍କୁ ମନାଅ

କୋଲକାତା,୧୩ା୮: ଶମ୍ଭୁ ସୀମାରୁ ଅବରୋଧ ହଟାଇବା ପାଇଁ ଚାଷୀମାନଙ୍କୁ ମନାଇବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର ପଞ୍ଜାବର ଭଗଓ୍ବନ୍ତ ମାନ୍‌ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପାର୍କିଂ ପ୍ଲେସ୍‌ ନୁହେଁ। ଆମ୍ବୁଲାନ୍ସ, ଜରୁରୀ ଯାନ ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତ ଲାଗି...

ବ୍ରଡକାଷ୍ଟିଂ ବିଲ୍‌ ବଦଳିବ

ନୂଆଦିଲ୍ଲୀ,୧୩ା୮: ବ୍ରଡକାଷ୍ଟିଂ ସର୍ଭିସେସ୍‌ ରେଗୁଲେଶନ ବିଲ୍‌କୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସାନି ଚିଠା ବିଲ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏନେଇ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସୂଚନା ଦେଇଛି। ବ୍ରଡ୍‌କାଷ୍ଟିଂ ବିଲ୍‌ର କେତେକ ବ୍ୟବସ୍ଥାକୁ ନେଇ...

‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’

ନୂଆଦିଲ୍ଲୀ,୧୩ା୮(ପି.ଟି.): ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଅଫସୋର କମ୍ପାନୀରେ ପୁଞ୍ଜିନିବେଶ କରିଥିବା ସ୍ବୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ କନ୍‌ସଲ୍ଟିଂ ଫାର୍ମରେ ଗ୍ରାହକମାନଙ୍କ ସହ ଡିଲ୍‌ ସମ୍ପର୍କରେ ନିଜର ସ୍ବଚ୍ଛତା ପ୍ରମାଣିତ କରିବାକୁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ...

ଆଦାନୀ ତଦନ୍ତ ସିବିଆଇ କିମ୍ବା ଏସ୍‌ଆଇଟିକୁ ଦିଆଯାଉ

ନୂଆଦିଲ୍ଲୀ,୧୩ା୮(ପି.ଟି.): ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ଗମ୍ଭୀର ଅଭିଯୋଗ ଆଣିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି। ଆଦାନୀ ମାମଲାରେ ସେବି ସାଲିସ କରିବା...

ଶରଦଙ୍କୁ ବଡ଼ ଝଟକା, ଏହି ନେତାଙ୍କ ସହ ହଜାର ହଜାର କାର୍ଯ୍ୟକର୍ତ୍ତା ହେଲେ ଭାଜପାରେ ସାମିଲ

ମୁମ୍ବାଇ, ୧୨।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ସତାରାରେ ଭେଟେରାନ ନେତା ମାଣିକରାଓ ସୋନୱାଲକର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ସେ ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରଶେଖର...

କେଜ୍‌ରିଓ୍ବାଲଙ୍କ ସ୍ଥାନରେ ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସ୍ବାଧୀନତା ଦିବସରେ ମନ୍ତ୍ରୀ ଆତିଶୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବଦଳରେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri