ଜାତୀୟ

ସ୍ୱଦେଶ ଫେରିଲେ ୧୨ ପାକିସ୍ତାନୀ ବନ୍ଦୀ

ଅମ୍ରିତସର,୧୮ ।୨: ଭାରତରେ ବନ୍ଦୀଥିବା ୧୨ ପାକିସ୍ତାନୀ ନାଗରିକ ଗୁରୁବାର ସ୍ୱଦେଶ ଫେରି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୬ଜଣ ମତ୍ସଜୀବି ରହିଛନ୍ତି । ଏମାନେ ସମସ୍ତେ ଅଟାରୀ-ୱାଘା ସୀମାଦେଇ ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି । ପ୍ରୋଟୋକଲ ଅଫିସର ଅରୁଣପାଳ...

ନେହେରୁଙ୍କ ଭାରତର ଅଧା ଏମ୍‌ପି ଦାଗୀ

ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍‌ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗ୍‌ଙ୍କ ଏଭଳି ଅବାଞ୍ଛିତ ମନ୍ତବ୍ୟ ପାଇଁ ନୂଆଦିଲ୍ଲୀ...

ପୂର୍ବତନ ଏନ୍‌ଏସ୍‌ଇ ସିଇଓଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୧୮।୨:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକ୍ରିଷ୍ଣାଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ୨୦୧୬ରେ ଏନ୍‌ଏସ୍‌ଇରୁ ଇସ୍ତଫା ଦେଇଥିବା ଚିତ୍ରା ବହୁ ବେଆଇନ କାର୍ଯ୍ୟରେ...

୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ

ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ ଇଟାୱାର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହା ରାଜ୍ୟର ରାଜନୀତିରେ ଚାପା...

ହାଜତରେ ମହିଳାଙ୍କ ମୃତ୍ୟୁ

ଅହମଦାବାଦ,୧୭।୨: ଗୁଜରାଟର ବାଲସାଦ ଜିଲାରେ ବିଦେଶୀ ମଦ ଚୋରା ଚାଲାଣ ବେଳେ ଗିରଫ ହୋଇଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କର ଭାପି ଥାନାରେ ମୃତ୍ୟୁ ଘଟିଛି। ସେ ରାଜ୍ୟ ପରିବହନ ବିଭାଗର ଏକ ବସ୍‌ରେ ମଦ ନେଇ ଯାଉଥିବା ବେଳେ...

ବଦଳିବ ଦେଶର ୧୩ ବିମାନବନ୍ଦରର ନାମ

ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ରର ଔରଙ୍ଗାବାଦ ସହର...

ଅମରିନ୍ଦରଙ୍କୁ ବହିଷ୍କାର କାରଣ କହିଲେ ରାହୁଲ

ଚଣ୍ଡିଗଡ଼,୧୭।୨: ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଜୋରଦାରରେ କରାଯାଇଛି। କଂଗ୍ରେସ, ଭାଜପା, ଏଏପି, ଅକାଲୀ ଦଳ ସମେତ ସମସ୍ତ ଦଳ ନିଜର ସମସ୍ତ ଶକ୍ତି...

ଦିଲ୍ଲୀ ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ

ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀ ସ୍ଥିତ ପୁରୁଣା ସୀମାପୁରୀ ଅଞ୍ଚଳରୁ ଗୁରୁବାର ମଧ୍ୟାହ୍ନରେ ସନ୍ଦେହଜନକ ଏକ ବ୍ୟାଗ ଜବତ ହୋଇଛି। ଉକ୍ତ ବ୍ୟାଗରେ ଆଇଇଡି ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଏନ୍‌ଏସ୍‌ଜି ଟିମ୍‌ ପହଞ୍ଚି ଛାନଭିନ...

ଆସନ୍ତାକାଲି ହିଜାବ ବିବାଦ ଶୁଣାଣି

ବେଙ୍ଗାଲୁରୁ,୧୭ା୨: ହିଜାବ ବିବାଦ ଉପରେ ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଆବେଦନ ଉପରେ କର୍ନାଟକ ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ହିଜାବ ବିବାଦ ଉପରେ ଆଡ୍‌ଭୋକେଟ ବିନୋଦ କୁଲକର୍ଣ୍ଣି...

‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’

ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା ଭାଜପା ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଏବେ ବି ଦେଶର ପ୍ରଥମ...

ଭାଜପାର ଅର୍ଥ ‘ଭାରତୀୟ ଝଗଡା ପାର୍ଟି’: ଅଖିଳେଶ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଯୋର ସୋରରେ ଚାଲିଛି । ପ୍ରାୟ ସବୁ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଅଛନ୍ତି । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ...

ନିର୍ବାଚନରେ ଜିତିଲେ ମାଗଣାରେ ୨ ଏଲପିଜି ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି ଦେବ ଭାଜପା

ଇମ୍ଫାଲ,୧୭ ।୨: ମଣିପୁର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ ପି ନଡ୍ଡା ଭାଜପାର ଘୋଷଣା ପତ୍ର ଜାରି କରିଛନ୍ତି । ସେ କହିଛନ୍ତି ସମସ୍ତଙ୍କୁ ଜଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri