ଜାତୀୟ

ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା ସେମାନଙ୍କ ପରିବାରର ଏବେ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସରକାର ଏବେ ଏକ ବଡ଼...

‘ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ’

ଭୋପାଳ,୧୭।୨: ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ନ ଦିଆଯିବାରୁ କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ବିବାଦ ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି। କର୍ନାଟକ ହାଇକୋର୍ଟରେ ଏହାର ଶୁଣାଣି ଚାଲିଥିବା ବେଳେ ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା...

ମୁଁ କଂଗ୍ରେସ ଛାଡୁନି, ଯଦି କେହି ଧକ୍କା ଦେଇ ବିଦା କରିବ ତେବେ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ମନୀଷ ତିୱାରୀ କଂଗ୍ରେସ ଛାଡିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଭାଜପାରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି, ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି, କିନ୍ତୁ...

ଚାରି ଦିନ ମଧ୍ୟରେ ତୃତୀୟ ଥର ପଞ୍ଜାବ ଗସ୍ତ କରିଛନ୍ତି ମୋଦି

ଚଣ୍ଡିଗଡ଼,୧୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପଞ୍ଜାବ ଗସ୍ତ କରିଛନ୍ତି । ୪ ଦିନ ମଧ୍ୟରେ ତୃତୀୟଥର ଲାଗି ସେ ପଞ୍ଜାବ ଗସ୍ତ କରିଛନ୍ତି । ଅବୋହରରେ ମୋଦି ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ କଂଗ୍ରେସ ଉପରେ...

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନୀରବତା ଭାଙ୍ଗିଛନ୍ତି। ଏକ ଭିଡ଼ିଓ ଜାରି କରିବା ସହିତ ସେ ବିଧାନସଭା...

‘ସ୍ବାଧୀନତା ସମୟରେ ମୋଦି ପ୍ରଧାନମନ୍ତ୍ରୀ ଥିଲେ, କରତାରପୁର କରିଡର୍‌ ଭାରତରେ ଥାନ୍ତା’

ଚଣ୍ଡିଗଡ,୧୭।୨:ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଫିରୋଜପୁରରେ ଏକ ନିର୍ବାଚନ ରାଲିରେ ଶାହା କହିଛନ୍ତି, ଯଦି ଭାରତର ସ୍ବାଧୀନତା ସମୟରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ କରତାରପୁର କରିଡର...

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ ଆଇନ ଉପରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରୋକକୁ ପ୍ରତ୍ୟାହାର କରିଛନ୍ତି।...

ହଠାତ୍‌ ଉଭେଇ ଗଲା ନଦୀ, ଶୁଖିଲାରେ ମାଛ ହେଲେ ଛଟପଟ…

ଶ୍ରୀନଗର,୧୭।୨ : ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପ୍ରସିଦ୍ଧ ପାହାଡି ନଦୀର ନାଳ ବ୍ରେଙ୍ଗୀରେ ହଠାତ୍‌ ଭୂସ୍ଖଳନ ହେତୁ ଏକ ଗଭୀର ସିଙ୍କହୋଲ ସୃଷ୍ଟି ହୋଇଥିଲା। ଫଳରେ ନଦୀ ଜଳ ଏହି ଗଭୀର ସିଙ୍କହୋଲରେ ପଡ଼ିବା ଆରମ୍ଭ କଲା। ଏହି...

ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ

ଗୟା,୧୭।୨: ବାଲି ଖଣି ଅକ୍‌ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ସହ ଲାଠି ମାଡ଼ କରାଯାଇଥିଲା। ଏହାପରେ ମହିଳା ବିକ୍ଷୋଭକାରୀଙ୍କ...

ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…

କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍‌ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ...

ଯବାନଙ୍କୁ ସଲାମ: ଆଣ୍ଠୁଏ ବରଫରେ କରୁଛନ୍ତି ପ୍ରାଟୋଲିଂ

ନୂଆଦିଲ୍ଲୀ,୧୭।୨: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ଯବାନମାନେ ଉତ୍ତରାଖଣ୍ଡ ହିମାଳୟର ଚାରିପାଖରେ ଶୂନ ଡିଗ୍ରୀ ତାପମାତ୍ରାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଯବାନମାନେ ୧୫,୦୦୦ ଫୁଟ ଉଚ୍ଚରେ ଜଗି ରହିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ କି?

ମୁମ୍ବାଇ,୧୭।୨: ପ୍ରଥମ ବିବାହର ଆଇନଗତ ସମାଧାନ ହୋଇ ନ ଥିଲେ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ ନାହିଁ। ବୁଧବାର ଏଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ପେନସନ ସୁବିଧାରୁ ବଞ୍ଚିତ କରିବାରୁ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri