ଜାତୀୟ

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ ଚିନ୍ତାରେ ପକାଇଦେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାରରୁ...

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ...

ୟୁପିରେ ଏକକ ସଂଖ୍ୟାରେ ସୀମିତ ରହିବ କଂଗ୍ରେସ

ନୂଆଦିଲ୍ଲୀ,୩।୧: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଭାଜପା ସହଜରେ ଜିତିବ। ଆଉ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଇତିହାସରେ ୧୯୮୫ଠାରୁ କୌଣସି ମୁଖ୍ୟମନ୍ତ୍ରୀ ଲଗାତାର ଦ୍ୱିତୀୟ ଥର ଜିତି ପାରିନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପୂର୍ବ ଥର...

ବାୟୁ ସେନା ଚପର ଦୁର୍ଘଟଣାର ତଦନ୍ତ ଶେଷ

ନୂଆଦିଲ୍ଲୀ,୨।୧: ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍‌ ଡିଫେନ୍ସ ଷ୍ଟାଫ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁ ସେନାର...

‘ଯୋଗୀ ଖାଲି ଶ୍ମଶାନ ଖୋଲିଲେ, ଆମେ ସ୍କୁଲ ଖୋଲିବୁ’

ଲକ୍ଷ୍ନୌ,୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ରବିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ମହାରାଲିରେ ତାଙ୍କ ଅଭିଭାଷଣରେ କେଜ୍‌ରିୱାଲ କହିଛନ୍ତି ଯେ, ଯୋଗୀ ସରକାର ୫ ବର୍ଷରେ...

ମହାରାଷ୍ଟ୍ରରେ ପୁଣି କରୋନା ଆତଙ୍କ

ମୁମ୍ବାଇ,୨।୧:ମହାରାଷ୍ଟ୍ରରେ ରବିବାର ୧୧,୮୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୮୦୬୩ ମାମଲା ଆସିଛି। ରାଜ୍ୟରେ ଗୋଟିଏ ଦିନରେ ୫୦ ଓମକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଓମିକ୍ରନ୍‌ର...

ସରକାରଙ୍କୁ ଖୋଲା ଧମକ ଦେଲେ କୃଷକ ନେତା

ନୂଆଦିଲ୍ଲୀ,୨।୧: କୃଷକ ନେତା ରାକେଶ ଟିକାଏତ୍‌ ପୁଣିଥରେ ସରକାରଙ୍କୁ ଧମକ ଦେଇଛନ୍ତି। ଟିକାଏତ୍‌ କହିଛି ଯେ ଜାନୁୟାରୀ ୨୬ରେ କୃଷକମାନେ ଦେଶର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ପଦଯାତ୍ରା କରିବେ। ଏମଏସପି ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି କମିଟି ଗଠନ କରିନାହାଁନ୍ତି...

ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ ଘୋଷଣା

କୋଲକତା,୨।୧:ପଶ୍ଚିମବଙ୍ଗରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମମତା ସରକାର ରବିବାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ଆଂଶିକ ଲକଡାଉନ ରୂପରେ ଦେଖାଯାଉଛି। ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସ୍ପା,...

ବୁଲି ବାଈ ଆପ୍‌ ମାଧ୍ୟମରେ ୧୦୦ରୁ ଅଧିକ ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌…

ନୂଆଦିଲ୍ଲୀ, ୨।୧ : ବୁଲି ବାଈ ନାମକ ଏକ ଆପ୍‌ ଦ୍ୱାରା ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସୁଲ୍ଲି ଡିଲ୍ସ୍‌ ଆପ୍‌କୁ ନେଇ ଏଭଳି କେତେକ ବିବାଦ ଉପୁଜିଥିଲା। ସୁଲ୍ଲି ଡିଲ୍ସ୍‌ ଆପ୍‌...

ମିରଟରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ମିରଟ,୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ‘ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶର ଶରଧାନା ସହରର ସଲାୱା ଓ କାଇଲି ଗାଁରେ ୭୦୦ କୋଟି ଟଙ୍କା ବ୍ୟୟରେ...

ଜିମ୍‌ରେ ପ୍ରଧାନମନ୍ତ୍ରୀ..

ମିରଟ, ୨।୧ : ଉତ୍ତରପ୍ରଦେଶ ମିରଟରେ ମେଜର ଧାନଚାନ୍ଦ୍‌ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ୍‌ରେ ଥିବା ଜିମ୍‌ରେ ପହଞ୍ଚି କେତେକ ବ୍ୟାୟାମ କରିଛନ୍ତି। ଏଠାରେ...

ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri