ଜାତୀୟ

ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!

ପାଟନା,୩୧ ।୧୨: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ଟଳି ପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧୨: ଶ୍ରୀନଗର ଜିଲାର ପାଣ୍ଟା ଛକ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଶ୍ମୀର ଘାଟିରେ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ...

ବିଶେଷଜ୍ଞଙ୍କ ଦାବି ମୁମ୍ବାଇ-ଦିଲ୍ଲୀର କିଛି ଅଞ୍ଚଳରେ ଆସି ସାରିଲାଣି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପି ସାରିଲାଣି । ଏବେ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୧୨୦୦ରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ରରେ...

୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା ପରେ ନୂଆ ବର୍ଷ ଫିକା ପଡିବାକୁ ଯାଉଛି । କାରଣ ସମସ୍ତ ରାଜ୍ୟ...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ମହାରାଷ୍ଟ୍ର ପିମ୍ପରି ଚିଚୱାଡାର ବାସିନ୍ଦା ୫୨ ବର୍ଷୀୟ ଜଣେ...

ମହଙ୍ଗା ପଡ଼ିଲା ଗାନ୍ଧିଜୀଙ୍କ ବିରୋଧରେ ମନ୍ତବ୍ୟ ଦେବା

ମୁମ୍ବାଇ, ୩୧।୧୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ହିନ୍ଦୁଧର୍ମ ନେତା କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୋଲିସ ଗୁରୁବାର ମଧ୍ୟପ୍ରଦେଶରୁ ଗିରଫ କରିଛି। ତାଙ୍କ ବିରୋଧରେ ୪ ଦିନ ପୂର୍ବରୁ ଏତଲା ଦାଏର ହୋଇଥିଲା। ଛତିଶଗଡ଼ ଅଣାଯିବା ପରେ ତାଙ୍କୁ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ଆଲର୍ଟ

ମୁମ୍ବାଇ, ୩୦ା୧୨: ନୂଆବର୍ଷ ପୂର୍ବଦିନ ଖଲିସ୍ତାନୀ ଆତଙ୍କବାଦୀମାନେ ମୁମ୍ବାଇରେ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ୩୧...

ମାର୍ଚ୍ଚ ସୁଦ୍ଧା ମାଓବାଦୀ ପ୍ରବଣ ଜିଲାରେ ଖୋଲିବ ପୋଷ୍ଟଅଫିସ୍‌

ନୂଆଦିଲ୍ଲୀ, ୩୦।୧୨: ଦେଶର ୯୦ ମାଓବାଦୀ ପ୍ରବଣ ଜିଲାରେ ପୋଷ୍ଟ ଅଫିସ୍‌ର ୪,୯୦୩ ନୂଆ ଶାଖା ଖୋଲିବା ଲାଗି ଡାକ ବିଭାଗ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ତ୍ୱରିତ୍‌ କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧,୭୮୯ଟି ପୋଷ୍ଟଅଫିସ...

ଚେନ୍ନାଇରେ ବର୍ଷା ନେଲା ୩ ଜୀବନ

ଚେନ୍ନାଇ,୩୦।୧୨: ପ୍ରବଳ ବର୍ଷା ସମ୍ଭାବନା କାରଣରୁ ତାମିଲନାଡୁର ୪ ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ବର୍ଷା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଆଘାତ କାରଣରୁ ୩ ଜଣ ଜୀବନ ହରାଇ ସାରିଲେଣି। ଅପ୍ରତ୍ୟାଶିତ ବର୍ଷା କାରଣରୁ ରାଜ୍ୟରେ ଏଭଳି...

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର କେତେକ କ୍ଲଷ୍ଟରରେ ଏହି ଲହର ଆରମ୍ଭ ହୋଇଗଲାଣି ବୋଲି ଟାସ୍କଫୋର୍ସ ସଦସ୍ୟ ଡ....

ଜମାଟୋ, ସୁଇଗିରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ

ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ୧ ତାରିଖରୁ ଜମାଟୋ, ସୁଇଗି ଭଳି ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ। ଏହି...

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟାକୁ ଟ୍ରେରେ ରଖିବାକୁ ମନା କରି ଦେଇଥିଲେ। ଏଥି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri