ଜାତୀୟ

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।...

୨୭ ବିକାଶ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ବାରାଣସୀ, ୨୩।୧୨: ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଗୁରୁବାର ୨୭ଟି ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏସବୁ ପ୍ରକଳ୍ପର ନିର୍ମାଣରେ ୨୧୦୦ କୋଟି ଟଙ୍କା ବ୍ୟୟ ହୋଇଛି। ସେଥିମଧ୍ୟରେ ୮୭୦ କୋଟି ଟଙ୍କାର ୨୨ଟି...

ଉପମୁଖ୍ୟମନ୍ତ୍ରୀଙ୍କୁ ଧରି କାନ୍ଦିଲେ ଛାତ୍ରୀ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ ସରକାରଙ୍କ ବିଜ୍‌ନେସ୍‌ ବ୍ଲାଷ୍ଟର କାର୍ଯ୍ୟକ୍ରମ ସହିତ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ସଶକ୍ତ ହୋଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଏକ ସରକାରୀ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଛାତ୍ରୀମାନେ...

ଦେଶରେ ୬୦ ପ୍ରତିଶତରୁ ଅଧିକଙ୍କୁ କରୋନା ଟିକାର ଉଭୟ ଡୋଜ୍‌…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ମହାମାରୀ ଲଢ଼େଇରେ ଜାରି ରହିଥିବା ଟିକାକରଣରେ ଭାରତକୁ ବଡ଼ ସଫଳତା ମିଳିଛି। ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ କରୋନା ଟିକାର ଉଭୟ...

ଜିଲା ଅଦାଲତରେ ବିସ୍ଫୋରଣ, ୨ ମୃତ, ୫ରୁ ଅଧିକ ଆହତ…

ଲୁଧିୟାନା, ୨୩।୧୨: ପଞ୍ଜାବର ଲୁଧିୟାନା ଜିଲା ଅଦାଲତରେ ଗୁରୁବାର ବିସ୍ଫୋରଣ ଘଟିଛି। ଅଦାଲତର ଦ୍ୱିତୀୟ ମହଲାରେ ବିସ୍ଫୋରଣ ଘଟିବାରୁ ଲୋକେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ...

ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ହାଇକୋର୍ଟଙ୍କ ଅନୁମତି…

କୋଚି, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟର ଆତଙ୍କକୁ ଦୃଷ୍ଟିରେ ରଖି କେରଳ ହାଇକୋର୍ଟ ଏକ ଭର୍ଚୁଆଲ କୋର୍ଟ ମ୍ୟାରେଜ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଏନ୍‌. ନଗରେଶଙ୍କ ନେତୃତ୍ୱର ଗଠିତ ଖଣ୍ଡପୀଠ କୋର୍ଟ ମ୍ୟାରେଜ୍‌ ଲାଗି ଆବେଦନ...

ନାବାଳକକୁ ବୀଭତ୍ସ ହତ୍ୟା

ଝାଡଖଣ୍ଡ,୨୩।୧୨: ଝାଡଖଣ୍ଡର ଦେଓଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ବାଳକର ଗଳା କାଟି, ହାତ ,ଗୋଡ କାଟି ମୃତଦେହକୁ ଅଖା ଭିତରେ ଭର୍ତ୍ତି କରି ଏକ ଜଙ୍ଗଲରେ ପଡିଥିବା ଅଭିଯୋଗ ହୋଇଛି। ତେବେ ମୃତକ...

ତାମିଲନାଡୁରେ ଆତଙ୍କ, ୩୩ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ତାମିଳନାଡୁରେ ୩୩ ଜଣ ନୂଆ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ମୋଯ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯ରେ...

୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ, ୮୧  ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୩।୧୨: ଦେଶର ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳ ୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ ଘଟିଛି। ଏସବୁ ସ୍କୁଲରେ ୮୧ ଜଣ...

ଓମିକ୍ରନକୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତା ବଢାଇଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ପାର କରିସାରିଲଣି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ...

ଟିକାକରଣ ପ୍ରମାଣପତ୍ର ନ ଥିଲେ ଦରମା ବନ୍ଦ, ସରକାରଙ୍କ କଡ଼ା ଆଇନ…

ଚଣ୍ଡିଗଡ଼, ୨୩।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏପରିସ୍ଥଳେ କରୋନାର ତୃତୀୟ ଲହର ଭୟକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମସ୍ତ କର୍ମଚାରୀଙ୍କ...

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ ଏକ ନୂତନ ଜୀବନ ପାଇବେ। ଏକ ସଡକ ଦୁର୍ଘଟଣାରେ ସମଗ୍ର ପରିବାରକୁ ହରାଇବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri