ଜାତୀୟ

ଘୋଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ: କିଣିହେବ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ

ମୁମ୍ବାଇ,୨୨।୧୨:ଘୋଡା ତ ଅନେକ ଦେଖିଥିବେ, କିନ୍ତୁ ଏମିତି ଏକ ସ୍ବତନ୍ତ୍ର ଘୋଡା ଅଛି ଯାହାକୁ ମହାରଣା ପ୍ରତାପଙ୍କ ଚେତକ ସହିତ ତୁଳନା କରାଯାଉଛି। ଏହି ଘୋଡାର ମୂଲ୍ୟ ହେଉଛି ୧.୨୫ କୋଟି ଟଙ୍କା। ଏହି ମୂଲ୍ୟରେ ୨ଟି ମର୍ସିଡିଜ ବେଞ୍ଜ...

ହଟ୍ଟଗୋଳରେ ଶେଷ ହେଲା ସଂସଦର ଶୀତ ଅଧିବେଶନ…

ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଛି। ବୁଧବାର ଦିନ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳରେ ଆରମ୍ଭ ହୋଇଥିବାବେଳେ...

ମହାମାରୀ ମୁକାବିଲା ପାଇଁ ପୁଣି ପ୍ରସ୍ତୁତି, ରାଜ୍ୟକୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓମିକ୍ରନ ମହାମାରୀ ମୁକାବିଲା...

ମାନଝୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା

ପାଟନା,୨୨।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଜାତୀୟ ସଭାପତି ଜିତନ ରାମ ମାନଝୀଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବା ଭାଜପା ନେତା ଗଜେନ୍ଦ୍ର ଝାଙ୍କୁ ଦଳରୁ ବିଦା କରାଯାଇଛି। ଏହି...

ପୁଣି ବିପଦ ଘନେଇଲା, ଫେବୃୟାରୀରେ ମହାମାରୀର ତୃତୀୟ ଲହର ଆଶଙ୍କା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ପହଞ୍ଚିଛି। ଏପରି ସ୍ଥଳେ ବୈଜ୍ଞାନିକମାନେ ଦେଶରେ କରୋନାର ତୃତୀୟ ଲହର ବିଷୟରେ...

ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି

ଥିରୁଭାନନ୍ତପୁରମ୍‌,୨୨।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ତେବେ ରାଷ୍ଟ୍ରପତି ବୁଧବାର ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ।ଏ...

ମହାରାଷ୍ଟ୍ର ବିଧାନସଭାରେ ସଙ୍କଟର ବାଦଲ, ୪ ପୋଲିସକର୍ମୀଙ୍କ ସମେତ ୧୦ କରୋନା ପଜିଟିଭ

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ର ବିଧାନସଭାର ଶୀତକାଳିନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ କରାଯାଇଥିବା ଆରଟିପିସିଆର୍ ଟେଷ୍ଟ ପରେ ୧୦ ଜଣ କେରାନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୪ ପୋଲିସକର୍ମୀ...

ଦେଶରେ ୨୧୩ ଓମିକ୍ରନ୍‌ ଆକ୍ରାନ୍ତ, ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ଛୁଇଁଛି। ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରକୁ...

୫୭୫ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୨ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୬...

ରାଜନୈତିକ ସଂସ୍କାର ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍‌କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍‌କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ ସଭାରେ ଗୃହୀତ ହେବାର ଦିନକ ପରେ ରାଜ୍ୟ ସଭାରେ ପାରିତ ହୋଇଛି।...

ଦେଶରେ ୫ ଦିନରେ ୪ ଗୁଣା ବୃଦ୍ଧି ହେଲାଣି ଓମିକ୍ରନ୍ ସଂକ୍ରମଣ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୬

ନୂଆଦିଲ୍ଲୀ,୨୨ ।୧୨: ବିଶ୍ୱର ଅଧିକାଂଶ ଦେଶରେ ଓମିକ୍ରନ୍ ସଂକ୍ରମଣ ଦେଖା ଦେଇଥିବା ବେଳେ ଭାରତ ବି ଏଥିରୁ ବାଦ୍ ଯାଇନାହିଁ । ଦେଶରେ ୫ ଦିନ ମଧ୍ୟରେ ୪ ଗୁଣା ବୃଦ୍ଧି ହୋଇଛି ଓିମକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହାସହ...

କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍‌

ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ ବୟସରେ ତାମିଲନାଡୁର ଝିଅ ସ୍ବେଗା ସମିନାଥନ ଆମେରିକାର ପ୍ରତିଷ୍ଠିତ ଚିକାଗୋ ବିଶ୍ୱବିଦ୍ୟାଳୟରୁ ପ୍ରାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri