ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ ପ୍ରଶ୍ନ, ତିଲକ-ବିନ୍ଦି ଉପରେ କାହିଁକି ଲାଗିଲା ନାହିଁ ନିଷେଧାଦେଶ

ନୂଆଦିଲ୍ଲୀ,୯।୮: ଶୁକ୍ରବାର (ଅଗଷ୍ଟ ୯,୨୦୨୪) ସୁପ୍ରିମକୋର୍ଟ ମୁମ୍ବାଇର ଏକ କଲେଜର ସର୍କୁଲାରକୁ ଆଂଶିକ ଭାବେ ରୋକ ଲଗାଇଛନ୍ତି, ଯାହା କଲେଜ ପରିସରରେ ହିଜାବ, ବୁର୍ଖା ଏବଂ ନିକାବ ପିନ୍ଧିବାକୁ ବାରଣ କରିଛି। କୋର୍ଟ କହିଛନ୍ତି ଯେ ଯଦି କଲେଜର ଉଦ୍ଦେଶ୍ୟ...

ଜାମିନରେ ବାହାରକୁ ଆସିଲା ପରେ ବି ଏହି କାମ କରିପାରିବେନି ସିସୋଡିଆ, କୋର୍ଟ ରଖିଛନ୍ତି ସର୍ତ୍ତ

ନୂଆଦିଲ୍ଲୀ,୯।୮: ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନୀଷ ସିସୋଡିଆଙ୍କ ପାଇଁ ଏହା ଏକ ବଡ ଆଶ୍ୱସ୍ତି ଖବର, କାରଣ...

‘ପ୍ରଧାନଶିକ୍ଷକଙ୍କ ଭଳି ନିର୍ଦ୍ଦେଶ ଦିଅନ୍ତୁ ନାହିଁ’,ରାଜ୍ୟ ସଭାରେ ଧନଖର-ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୯।୮: ଶୁକ୍ରବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ...

ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷାରେ ୩୦୦ ବାଂଲାଦେଶୀ, ହେଲେ ସୀମାରେ..

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ସମୁଦାୟ ଉପରେ ଅତ୍ୟାଚାର ଜାରି ରହିଛି । ରାଜନୈତିକ ଅସ୍ଥିରତା ଭିତରେ ଦଙ୍ଗାକାରୀ ଦେଶରେ ଜଳାପୋଡ଼ା କରିବା ସହ ନୀରିହ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଅନ୍ୟ...

ହିଜାବ ବ୍ୟାନ୍‌ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୮: ମୁମ୍ବାଇର ପ୍ରାଇଭେଟ କଲେଜରେ ଛାତ୍ରୀଛାତ୍ରମାନେ କ୍ୟାମ୍ପସରେ ହିଜାବ, କ୍ୟାପ କିମ୍ବା ବ୍ୟାଜ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ଶୁକ୍ରବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ କଲେ କଲେଜର ନିର୍ଦ୍ଦେଶକୁ ସମର୍ଥନ କରିଥିଲେ।...

ଏସ୍‌ସି, ଏସ୍‌ଟି କୋଟା ବଦଳାଇବା ପାଇଁ ନିଷ୍ପତ୍ତି ଆଣିବେ କି ସରକାର? ମୋଦି ଦେଲେ ଏହି ଆଶ୍ୱାସନା…

ନୂଆଦିଲ୍ଲୀ,୯ା୮: ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) କୋଟାର ଉପ-ବର୍ଗୀକରଣ ସପକ୍ଷରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ସେପଟେ ଲୋକ ସଭା ଓ ରାଜ୍ୟ ସଭାର ଭାଜପା ଏସ୍‌ଟି/ଏସ୍‌ସି ଏମ୍‌ପିମାନେ ଶୁକ୍ରବାର...

ରେଲ୍‌ୱେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୪ ଲକ୍ଷରେ ବିକ୍ରି ନେଇ ସିବିଆଇର ଖୋଳତାଡ଼

ଲକ୍ଷ୍ନୌ, ୦୯।୦୮: ଗୋଟିଏ ପଟେ ଯୋଗୀ ସରକାର ପ୍ରଶ୍ନପତ୍ର ଲିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତି କରୁଛନ୍ତି ତ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କମିବାର ନାଁ ନେଉନି ।...

ସିସୋଡିଆଙ୍କୁ ଜାମିନ ମିଳିବା ପରେ ଆତିଶୀଙ୍କ ଆଖିରେ ଲୁହ, ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୯।୮: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ପ୍ରତିକ୍ରିୟା ଆସିଛି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ମନ୍ତ୍ରୀ ଆତିଶୀ ଭାବପ୍ରବଣ ହୋଇଯାଇଛନ୍ତି। ସେ କହିଛନ୍ତି ଯେ...

ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ନିଜର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜର ପ୍ରୋଫାଇଲ ପରିବର୍ତ୍ତନ କରିଥିବା ଜଣାପଡିଛି।...

ଭୂକମ୍ପରେ ଥରିଲା ସିକିମ୍‌: ଲୋକେ ଭୟଭୀତ

ଗ୍ୟାଙ୍ଗଟକ୍‌,୯।୮: ସିକ୍କିମରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଆକଳନ କରାଯାଇଥିଲା। ଯଦିଓ ଭୂକମ୍ପର କେନ୍ଦ୍ର ସିକ୍କିମରେ ଥିଲା, ବିହାରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା। ବିହାରର କିଶାନଗଞ୍ଜରେ ଅନେକ ଲୋକ...

ଦିଲ୍ଲୀରୁ ଧରାପଡ଼ିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୯ା୮: ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରୁ ଜଣେ ଆତଙ୍କବାଦୀଙ୍କୁ ଗିରଫ କରି ଦିଲ୍ଲୀ ପୋଲିସ। ଆତଙ୍କବାଦୀ ଜଣକ ହେଲେ ଇସ୍‌ଲାମିକ ଷ୍ଟେଟ୍‌ ଆତଙ୍କୀ ରିଜଓ୍ବାନ ଅଲ୍ଲୀ। ସୂଚନାଯୋଗ୍ୟ, ୨୦୨୩ରେ ପୁଣେ ପୋଲିସ ହେପାଜତରୁ ରିଜଓ୍ବାନ ଖସି ପଳାଇଥିଲେ। ତାଙ୍କ...

ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ,୯ା୮: ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri