ଜାତୀୟ

ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି ବୋଲି...

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି...

ଆଜିଠୁ ୪ ଦିନିଆ କେରଳ ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ୪ ଦିନିଆ କେରଳ ଗସ୍ତରେ ଯିବେ। ଏ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ମଙ୍ଗଳବାର...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ...

୨୧ ବର୍ଷ ପୂର୍ବରୁ ବିବାହ ନ କରି ଲିଭ୍‌ଇନ୍‌ରେ ରହିପାରିବେ ବୟସ୍କ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା ଝିଅଙ୍କ ପାଇଁ ୧୮ ଥିବାବେଳେ ପୁଅଙ୍କ ପାଇଁ ୨୧ ବର୍ଷ ଥିଲା। ମାତ୍ର...

ଲା ନିନା ପ୍ରଭାବରୁ ଶୀତ ଲହରୀ, ବହୁ ଅଞ୍ଚଳରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ଶୀତ ଲହରୀ ଆରମ୍ଭ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ...

ଉପରାଷ୍ଟ୍ରପତିଙ୍କ ନାତୁଣୀ ବିବାହ ଭୋଜିରେ ନିଲମ୍ବିତ ଏମ୍‌ପି

ନୂଆଦିଲ୍ଲୀ,୨୧।୧୨: ରାଜ୍ୟ ସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ଜଣ ଏମ୍‌ପି ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସରକାରୀ ବାସ ଭବନରେ ଆୟୋଜିତ ଏକ ଭୋଜିରେ ନଜର ଆସିଥିଲେ। ନାଇଡୁଙ୍କ ନାତୁଣୀଙ୍କ ବିବାହ ଉତ୍ସବ ପାଇଁ ଏହି ଭୋଜି...

୬ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୧ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫...

ଜମ୍ମୁ-କଶ୍ମୀରରେ ବଢ଼ିବ ବିଧାନସଭା ଆସନ

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ଜମ୍ମୁ-କଶ୍ମୀର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ଅଞ୍ଚଳ ପାଇଁ ଅତିରିକ୍ତ ୬ ଏବଂ କଶ୍ମୀର ପାଇଁ ଗୋଟିଏ ନିର୍ବାଚନ ମଣ୍ଡଳୀ ଗଠନ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୬ଟି...

କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା

କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଟିଏମସି ୬୯ଟି ଆସନରେ ଆଗୁଆ ରହିଛି। ଚାରିଟି ଆସନରେ ଭାଜପା ଅଗ୍ରଣୀ...

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହ ସଂଯୋଗ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ତେବେ ଏହାକୁ କଂଗ୍ରେସ,...

କମ୍ପୁଛି ଉତ୍ତର ଭାରତ: ତାପମାତ୍ରା ମାଇନସ୍ ୫.୨, ବରଫ ହେଲାଣି ପାଣି

ନୂଆଦିଲ୍ଲୀ, ୨୧ ।୧୨: ଦେଶରେ ହଠାତ୍ ଶୀତର ପ୍ରକୋପ ବଢିବା ସହ ପାରଦ ହୋଇଛି ତଳମୁହାଁ । ସମଗ୍ର ଉତ୍ତର ଭାରତ ଥଣ୍ଡାରେ ଥରୁଥିବା ବେଳେ ପାହାଡ ଉପରେ ବରଫର ମୋଟା ଚାଦର ବିଛାଇ ହୋଇଗଲାଣି । ରାଜସ୍ଥାନର ଅନେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri