ଜାତୀୟ

ଗୁଜରାଟ ଉପକୂଳରୁ ଜବତ ହେଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୨୦।୧୨: ଗୁଜରାଟର ଉପକୂଳରେ ପାକିସ୍ତାନର ଏକ ମାଛଧରା ବୋଟ ଧରାପଡ଼ିଛି। ବୋଟରୁ ତଟରକ୍ଷ ବାହିନୀ ଓ ଗୁଜରାଟ ଏଟିଏସ୍‌ ୭୭ କେଜି ହିରୋଇନ ଜବତ କରିଛନ୍ତି। ଏହାର ମୂଲ୍ୟ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ୬ ଜଣ କ୍ରୁ...

ଭାଜପା ନେତାଙ୍କୁ ଅଭିଶାପ ଦେଲେ ଜୟା!

ନୂଆଦିଲ୍ଲୀ,୨୦ ।୧୨: ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମ୍‌ପି ତଥା ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୟରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସୂଚନା ଅନୁଯାୟୀ, ଟ୍ରେଜେରୀ ବେଞ୍ଚ ଉପରେ ବସିଥିବା...

ସୁଇସାଇଡ୍‌ ନୋଟ୍‌ରେ ଏମିତି ଲେଖିଲେ ନାବାଳିକା, ଚାଲିଛି ତନାଘନା

ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍‌ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ଗତ ସପ୍ତାହରେ ଚେନ୍ନାଇର ମାଙ୍ଗାଡୁସ୍ଥିତ ତାଙ୍କ ଘରେ ଥିବା କୋଠରୀରେ ତାଙ୍କ...

ନିର୍ବାଚନ ଆଇନ ସଂଶୋଧନ ବିଲ, ୨୦୨୧ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି...

ଓମିକ୍ରନକୁ ନେଇ ତତ୍ପର କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ସୋମବାର କ୍ୟାବିନେଟ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଓମିକ୍ରନର ବିପଦକୁ ମୁକାବିଲା କରିବା ପାଇଁ...

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦ା୧୨: ବହୁ ଚର୍ଚ୍ଚିତ ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାର ପାଇଁ ଅଡୁଆ ବଢ଼ିଛି। ବଲିଉଡ୍‌ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଇଡିରେ ହାଜର ହୋଇଛନ୍ତି। ଦିଲ୍ଲୀର ଲୋକନାୟକ ଭବନରେ ସେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି।...

ଅନୁପ୍ରବେଶ ଉଦ୍ୟମ ବିଫଳ: ପାକିସ୍ତାନ ଡ୍ରୋନ୍‌କୁ ଉଡାଇ ଦେଲା ବିଏସଏଫ

ଚଣ୍ଡିଗଡ,୨୦।୧୨: ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ ବିଫଳ କରିଛି ବିଏସଏଫ୍‌। ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଏହାକୁ ଗୁଳିମାଡ କରିଥିଲା। ଫଳରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା। ସୂଚନାଯୋଗ୍ୟ,...

ହେମା ମାଳିନୀଙ୍କ ଗାଲ ସହ ସଡକକୁ ତୁଳନା କରି କ୍ଷମା ମାଗିଲେ ମନ୍ତ୍ରୀ

ମୁମ୍ବାଇ,୨୦।୧୨: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଜଲଗାଓଁ ଜିଲାର ସଡକକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲ ସହ ତୁଳନା କରିବା ନେଇ ବିବାଦ ଉପୁଜିଛି। ତେବେ ରାଜ୍ୟ ମହିଳା ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ...

ବଜେଟ ପରେ ବଦଳୁନାହିଁ ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିପରି ବିନିଯୋଗ ହେଉଛି, ସେ ସବୁ ବିଷୟରେ କାହା ପାଖରେ ସଠିକ ସୂଚନା...

ତେଲେଙ୍ଗାନାରେ ପ୍ରଥମଥର ବିବାହ କଲେ ସମଲିଙ୍ଗୀ ଯୋଡି

ହାଇଦ୍ରାବାଦ,୨୦।୧୨: ତେଲେଙ୍ଗାନାରେ ପ୍ରଥମଥର ସମଲିଙ୍ଗୀ ଯୋଡି ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାୟ ଏକ ଦଶନ୍ଧି ଧରି ପ୍ରେମ ସମ୍ପର୍କରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିୟୋ କହିଛନ୍ତି ଯେ,...

ଆତ୍ମହତ୍ୟା ଉଦ୍ୟମ କଲେ ଗିରଫ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ,୨୦।୧୨: ରୋହିଣୀ କୋର୍ଟରେ ବିସ୍ଫୋରଣ ଖଞ୍ଜିଥିବା ଅଭିଯୋଗରେ ଡିଆର୍‌ଡିଓ ବୈଜ୍ଞାନିକ ଭାରତ ଭୂଷଣ କଟାରିଆ ଜେଲ୍‌ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା...

ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ ହାଜର ହେବେ। ଇଡି ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦୀର୍ଘ ଦିନ ଧରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri