ଜାତୀୟ

‘ଯୋଗୀଙ୍କ ଆଉଟ ସୁଇଙ୍ଗ୍‌ରେ କଂଗ୍ରେସ ହେବ ଆଉଟ’

ଝାନ୍‌ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ରାଜନାଥ ସିଂ କହିଛନ୍ତି,ଭାରତୀୟ ଜନତା ପାର୍ଟି ଲୋକଙ୍କ ଆଖିରେ ଧୂଳି ପକାଇ...

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନ୍ୟୁ ସାଉଥ୍‌ ଗୋଆ ଜିଲା ହସ୍ପିଟାଲ,...

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର କ୍ଲବରେ ଆୟୋଜିତ ମହିଳା ସଂଳାପ କାର୍ଯ୍ୟକ୍ରମକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...

ଭୋଟ ବ୍ୟାଙ୍କ ପାଇଁ ୭୦ ବର୍ଷ ଧରି ଲୋକଙ୍କୁ ଜାଣିଶୁଣି ଗରିବ ରଖାଯାଇଥିଲା: କେଜ୍ରିଓ୍ବାଲ…

ନୂଆଦିଲ୍ଲୀ, ୧୯।୧୨: ଦେଶର ଲୋକଙ୍କୁ ଜାଣିଶୁଣି ୭୦ ବର୍ଷ ପର୍ଯ୍ୟନ୍ତ ଗରିବ ରଖାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ କରି ରବିବାର ଏଭଳି କହିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର ହୋଇପାରିଥାନ୍ତା। କିନ୍ତୁ...

ବାୟୁସେନାରେ ପ୍ରଥମଥର ସାମିଲ ହେଲେ ଡିଜାବଲ କ୍ୟାଡେଟ ଯୋଗେଶ ଯାଦବ

ନୂଆଦିଲ୍ଲୀ,୧୯ ।୧୨: ଦେଶରେ ପ୍ରଥମଥର ଲାଗି ଜଣେ ଡିଜାବଲ ବା ଦିବ୍ୟାଙ୍ଗ କ୍ୟାଡେଟଙ୍କୁ ବାୟୁସେନରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟ୍ରି ଟ୍ରେନିଂ ସମୟରେ ଆଘାତ ଲାଗିବାରୁ ପିଠିର ତଳ...

ପୁଣି ୩ ବିଦେଶ ଫେରନ୍ତା ଓମିକ୍ରନ୍‌ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୮…

ଅହମଦାବାଦ, ୧୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଗୁଜୁରାଟରେ ୩ ଜଣ ବିଦେଶ ଫେରନ୍ତାଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ୧୫ ବର୍ଷର...

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨:  ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଉତ୍ତରପ୍ରଦେଶ ନିର୍ବାଚନ ବିଷୟରେ ମନ୍ତବ୍ୟ ଦେଇଛନ୍ତି।...

ଧର୍ମାନ୍ତରଣ ମାମଲାରେ ୫ ଲକ୍ଷ ଜରିମାନା-୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଆଇନ ଆଣିବେ ରାଜ୍ୟ ସରକାର…

ବେଙ୍ଗାଲୁରୁ, ୧୯।୧୨: କର୍ନାଟକରେ ଭାଜପା ସରକାର ବିଧାନସଭା ଅଧିବେଶନରେ ଧର୍ମାନ୍ତରଣ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟର ବାସବରାଜ ବୋମ୍ମାଇ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ବିଲର ନୂତନ ଡ୍ରାଫ୍ଟରେ ଦଣ୍ଡର ଅବଧି...

କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ...

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଛି। ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତଦିନିଆ ସକାଳ...

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର ନିକଟରେ ଅଜଣା ଆକ୍ରମଣକାରୀ ହତ୍ୟା କରିଛନ୍ତି। ୧୨ ଘଣ୍ଟା ପୂର୍ବରୁ ଜିଲାରେ ସୋସିଆଲ...

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ସମସ୍ତ ଲୋକଙ୍କର ଡିଏନ୍‌ଏ ସମାନ ରହିଛି। ପୂର୍ବପୁରୁଷମାନଙ୍କ ଯୋଗୁଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri