ଜାତୀୟ

ନିର୍ବାଚନ ପ୍ରଚାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୧।୧: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ନିର୍ବାଚନ ଆୟୋଗ ସୋମବାର ନୂତନ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଅନୁଯାୟୀ, ଫେବୃୟାରୀ ୧୧ ପର୍ଯ୍ୟନ୍ତ ରୋଡ ସୋ ଏବଂ ଗାଡି ସମାବେଶ ଉପରେ ପ୍ରତିବନ୍ଧକ ଜାରି...

ପଞ୍ଜାବ ନିର୍ବାଚନ: ୯୪ ବର୍ଷରେ ନିର୍ବାଚନ ଲଢୁଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩୧ ।୧: ପଞ୍ଜାବର ଶାସନ ଭାର ପାଞ୍ଚ ପାଞ୍ଚ ଥର ତୁଲାଇଥିବା ଅର୍ଥାତ୍ ୫ ଥର ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ବୟସ୍କ ପ୍ରାର୍ଥୀ ତାଲିକାରେ ନିଜର ନାମ...

ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲା ଭାଜପା

ଲକ୍ଷ୍ନୌ,୩୧।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୋମବାର ସମାଜବାଦୀ ପାର୍ଟି ସଭାପତି ତଥା ମୈନପୁରୀ ଜିଲାର କରହଲ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି...

ଷଷ୍ଠ ମହଲାରୁ ଡେଇଁଲେ ମଡେଲ୍‌

ଯୋଧପୁର,୩୧।୧: ରାଜସ୍ଥାନର ଯୋଧପୁରର ମଡେଲ୍‌ ଗୁନ୍‌ଗୁନ୍‌ ଉପାଧ୍ୟାୟ ସନ୍‌ସିଟି ଯୋଧପୁରର ରତନଡା ପୋଲିସ ଷ୍ଟେଶନ ନିକଟ ଏକ ହୋଟେଲର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ସିଧା ଭୂମିରେ ପଡ଼ିବା ପରିବର୍ତ୍ତେ ତଳେ ପାର୍କିଂ ହୋଇଥିବା...

୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ...

ଅଖିଳେଶଙ୍କ ବିରୋଧରେ ଅପର୍ଣାଙ୍କୁ ଛିଡ଼ା କରାଇବା ଲାଗି ଭାଜପାର ଯୋଜନା…

ଲକ୍ଷ୍ନୌ, ୩୧।୧ : ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଭାଜପା ପକ୍ଷରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ଟକ୍କର ଦେବା ପାଇଁ ଯୋଜନା କରାଯାଇଛି। ଏହି ମର୍ମରେ ଅଖିଳେଶଙ୍କ ବିରୋଧରେ ମୈନପୁରୀ ଆସନରୁ ଭାଇବୋହୂ ଅପର୍ଣା ଯାଦବଙ୍କୁ...

ଏମ୍‌ପିଙ୍କୁ ମୋଦିଙ୍କ ନିବେଦନ: ନିର୍ବାଚନ ଯିବ-ଆସିବ, ଚଳିତ ଅଧିବେଶନକୁ କରନ୍ତୁ ଫଳପ୍ରଦ

ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ବଜେଟ ଅଧିବେଶନକୁ ଫଳପ୍ରଦ କରିବାକୁ ଏମ୍‌ପିମାନଙ୍କୁ ନିବେଦନ କରିଥିଲେ। ଆମେ ସମସ୍ତେ ଏହି ଅଧିବେଶନକୁ...

ଲୋକତନ୍ତ୍ର ଉପରେ ଆସ୍ଥା ରଖି ଭାରତ ଅଗ୍ରସର ହେଉଛି…

ନୂଆଦିଲ୍ଲୀ, ୩୧।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ଲୋକତନ୍ତ୍ର ଉପରେ ଆସ୍ଥା ରଖି ଅଗ୍ରସର ହେଉଛି। ଦେଶ...

ୟୁକ୍ରେନ୍‌ରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର, ଶସ୍ତା ପାଠପଢ଼ା ଖର୍ଚ୍ଚ ପାଇଁ ପ୍ରତିବର୍ଷ ଯାଇଥାନ୍ତି…

ନୂଆଦିଲ୍ଲୀ/କାଇଭ୍‌, ୩୧।୧ : ପୁଣି ଥରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ...

ପାଠପଢ଼ା ଶେଷ, ଚାକିରି ନାହିଁ, ରାଜସ୍ଥାନରେ ଅଧିକ ବେକାର ଗ୍ରାଜୁଏଟ୍‌…

ନୂଆଦିଲ୍ଲୀ, ୩୧।୧ : ସାରା ଦେଶରେ ଯୁବକମାନେ ବେକାରି ସମସ୍ୟା ସହ ଲଢୁଛନ୍ତି। ଭଲ ଅଧ୍ୟୟନ ପରେ ଏହି ଅବସ୍ଥା । କେତେକ ବୃହତ ରାଜ୍ୟରେ ବେକାରୀ ଏତେ ବୃଦ୍ଧି ପାଇଛି ଯେ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଖରେ...

ଅଣାୟତ୍ତ ମୁହାଁ ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୯୫୯ ମୃତ…

ନୂଆଦିଲ୍ଲୀ, ୩୧।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯ ହଜାର ୯୧୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

କୃଷକ ସଂଘର ବିଶ୍ୱାସଘାତ ଦିବସ…

ନୂଆଦିଲ୍ଲ, ୩୧।୧ : କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହୋଇ ଥିବାରୁ ଭାରତୀୟ କୃଷକ ୟୁନିଅନ ପକ୍ଷରୁ ସୋମବାର ବିଶ୍ୱାସଘାତ ଦିବସ ଭାବେ ପାଳନ କରାଯିବ। ଡିସେମ୍ବର ୯ ରେ ସରକାର ଦେଇଥିବା ପ୍ରତିଶ୍ରୁତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri