ଜାତୀୟ

କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ୧୨ ରାଜ୍ୟର...

ଅଧା ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କାଶୀ ରାସ୍ତାରେ ବାହାରିଲେ ମୋଦି

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ସଡ଼କରେ ଚାଲି ଚାଲି ଯାଇ ପ୍ରମୁଖ ବିକାଶ କାର୍ଯ୍ୟର ନିରିକ୍ଷଣ କରିଛନ୍ତି । ଏହାସହ ମୋଦି କହିଛନ୍ତି ଏହି ପବିତ୍ର ସହରର ସର୍ବୋତ୍ତମ ବିକାଶ ଆମ ସରକାରର ପ୍ରୟାସ...

ଜ୍ୟାକଲିନଙ୍କୁ ଦେଖାଇବା ପାଇଁ ଅମିତ ଶାହାଙ୍କ ଅଫିସକୁ ଫୋନ କରିଥିଲେ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ବନ୍ଧୁତା କରିବା ପାଇଁ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଫିସ ନମ୍ବରକୁ କଲ କରିବାର ନକଲ କରିଥିଲେ। କେବଳ ଏତିକି ନୁହେଁ, ନିଜକୁ ତାମିଲନାଡୁର...

କାନ୍ଦିବାରୁ ଶିଶୁପୁତ୍ରକୁ ମିଳିଲା ମୃତ୍ୟୁ

ପଥାନାମଥିତ୍ତା(କେରଳ),୧୪।୧୨: ୨୭ ଦିନର ଶିଶୁ ପୁତ୍ରକୁ ହତ୍ୟା କରିଥିବା ମହିଳାଙ୍କୁ ସୋମବାର ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ପ୍ରିମାଚ୍ୟୁର ଶିଶୁପୁତ୍ର ନିୟମିତ ଅସୁସ୍ଥ ରହୁଥିଲା ଏବଂ ତାଙ୍କର କାନ୍ଦିବାରେ ବିରକ୍ତ ହୋଇ ୨୧ ବର୍ଷୀୟା ମହିଳା ଏଭଳି ସାଙ୍ଘାତିକ...

ବୁଷ୍ଟର ଡୋଜ୍‌କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୧୩।୧୨: କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ପ୍ରଦାନ ଲାଗି ଅନୁମତି ଦେବାକୁ ବିଭିନ୍ନ କମିଟି ସରକାରଙ୍କୁ ଅନୁରୋଧ କରିଥିଲେ। ଗତ ୧୦...

ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ମୌସମ ନୂର୍‌ ସ୍ବାଧିକାର ଭଙ୍ଗ...

‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ଘଟଣାକୁ କେନ୍ଦ୍ର କରି ସହରରେ ବିକ୍ଷୋଭ...

କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ

ନୂଆଦିଲ୍ଲୀ,୧୩।୧୨: କୋଭିଡ୍‌-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ରିପୋର୍ଟ ସୋମବାର ସୁପ୍ରିମକୋର୍ଟରେ ଦାଖଲ...

ପୋଲିସ ବସ ଉପରେ ଗୁଳି ବର୍ଷା

ଶ୍ରୀନଗର,୧୩।୧୨: ଶ୍ରୀନଗରର ଉପକଣ୍ଠ ଜଓ୍ବୋନ ଅଞ୍ଚଳରେ ଏକ ପୋଲିସ ବସ୍‌ ଉପରେ ସୋମବାର ସନ୍ଧ୍ୟାରେ ଆଖି ବୁଜା ଗୁଳି ଚଳାଇଛନ୍ତି ଦୁଇ ଆତଙ୍କବାଦୀ। ଏହି ଆକ୍ରମଣରେ ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସର ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ଜଣ...

ଜନସାଧାରଣଙ୍କୁ ୩ ସଂକଳ୍ପ ମାଗିଲେ ପ୍ରଧାନମନ୍ତ୍ରୀ

ବାରଣାସୀ,୧୩।୧୨: ବାରଣାସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀର ଐତିହାସିକ ଗାଥା ବଖାଣିବା ସହ ନୂଆ ପ୍ରକଳ୍ପର ବିଶେଷତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। କାଶୀ-ବିଶ୍ୱନାଥ...

ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍‌: ପରିସ୍ଥିତି ଅଣାୟତ ହେବା ଆଶଙ୍କା କଲେ ବିଶେଷଜ୍ଞ

ନୂଆଦିଲ୍ଲୀ, ୧୩ ।୧୨: ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନାର ନୂଆ ଭାରିଏଣ୍ଟ ଏବେ ଅନେକ ଦେଶକୁ ବ୍ୟାପି ସାରିଲାଣି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୩୮ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ହେଲେ ଏହା ଭାରତରେ ଆଗକୁ ଭୟାବହ...

ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…

କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି। ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri