ଜାତୀୟ

୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲରେ ଯୌନ ନିର୍ଯାତନା

ଲକ୍ଷ୍ନୌ,୭।୧୨: ଦଶମ ଶ୍ରେଣୀର ୧୭ ଛାତ୍ରୀଙ୍କୁ ନିଶା ଦେଇ ସ୍କୁଲ ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀମାନେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତ ୧୮ ତାରିଖରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏହି ଘଟଣା ଘଟିଥିଲା ମଧ୍ୟ ପୋଲିସ ଏଫ୍‌ଆଇଆର...

ସରକାରୀ କାର୍ଯ୍ୟାଳୟରେ ପିସ୍ତଲ ଦେଖାଇଲେ ଟିଏମ୍‌ସି ନେତ୍ରୀ

କୋଲକତା,୭।୧୨: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ରାଜ୍ୟର ମାଲଦା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଟିଏମସି ନେତ୍ରୀ ମୃଣାଳିନୀ ମଣ୍ଡଳ ମୌତି ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ହାତରେ...

କଂଗ୍ରେସକୁ ଟକ୍କର ଦେବାକୁ ସଜ ହେଉଛନ୍ତି ଅମରିନ୍ଦର, ଉଦଘାଟନ କଲେ କାର୍ଯ୍ୟାଳୟ

ଚଣ୍ଡିଗଡ଼,୭।୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତ ହେଉଛନ୍ତି। ୨୦୨୨ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଗଠନ କରିଥିବା ଅମରିନ୍ଦର ଆଜି ସେକ୍ଟର -୯ରେ ତାଙ୍କ ଦଳର...

ଓମିକ୍ରନ ଭାରିଆଣ୍ଟ ଡାକ୍ତର ସୁସ୍ଥ ହେବାପରେ ପୁଣି କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୭।୧୨: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ ଭାରିଆଣ୍ଟ ରେ...

ଲାଲ୍‌ ଟୋପି ବିପଦର ଘଣ୍ଟି, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗଦେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଖିଳେଶ ଯାଦବଙ୍କ ନାମ ନ ନେଇ କଟାକ୍ଷ କରି କହିଛନ୍ତି ଯେ, ଲାଲ୍‌ ଟୋପି ରାଜ୍ୟ ପାଇଁ ବିପଦର...

ମୁକେଶ ଅମ୍ବାନି ପାଳନ କରିବେ ଘରର ସବୁଠାରୁ ଛୋଟ ସଦସ୍ୟଙ୍କ ପ୍ରଥମ ଜନ୍ମଦିନ, କରୋନା ପାଇଁ ହେବ କ୍ୱାରଣ୍ଟିନ ବବଲ ପାର୍ଟି!

ମୁମ୍ବାଇ,୭ ।୧୨: ଦେଶର ସବୁଠାରୁ ବଡ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ତାଙ୍କ ନାତି ଆକାଶ ଅମ୍ବାନୀ ଓ ଶ୍ଳୋକା ଅମ୍ବାନୀଙ୍କ ପୁଅ ପୃଥ୍ୱୀ ଅମ୍ବାନୀଙ୍କ ପ୍ରଥମ ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି । ଏହି ସମୟରେ ପରିବାର...

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଡେଙ୍ଗୁ ସମୀକ୍ଷା ପାଇଁ ଆଇନଜୀବୀ ରଜତ ଆନେଜାଙ୍କ୍‌ୁ...

ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି, କହିଲେ ଲାଲ ଟୋପି ବାଲା ୟୁପି ପାଇଁ ରେଡ ଆଲର୍ଟ

ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରେ ମୋଦି କହିଛନ୍ତି ଖାଦ କାରଖାନା...

୭୦୦ ଚାଷୀ ଶହୀଦ୍‌ ହୋଇଛନ୍ତି, ସରକାର କ୍ଷମା ମାଗିଛନ୍ତି କି, ରାହୁଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୨: ସଂସଦର ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଲୋକ ସଭାରେ କହିଛନ୍ତି କୃଷି ବିଲ୍‌ ନେଇ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ...

‘ସ୍କାଏ ବୁରିଆଲ୍‌’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍‌’ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ଲୋଡ଼ା ଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ...

ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦାଗିଦ୍‌, ନିଜକୁ ପରିବର୍ତ୍ତନ କର…

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଏମ୍‌ପିଙ୍କୁ ତାଗିଦ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି, ନିଜକୁ ପରିବର୍ତ୍ତନ କରନ୍ତୁ, ନଚେତ୍‌ ପରିବର୍ତ୍ତନ ଆସିବ। ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି...

ଓମିକ୍ରନ୍‌ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍‌ଏ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓମିକ୍ରନ୍‌ ମୁକାବିଲା ପାଇଁ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଯୋଜନା ପ୍ରସ୍ତୁତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri