ଜାତୀୟ

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ ବାସିର ଅହମ୍ମଦ ଡାରଙ୍କର ମୃତ୍ୟୁ ହୋଇସାରିଛି । ସେ କୁଖ୍ୟାତ ଆତଙ୍କବାଦୀ ମେହରାନର...

ପଞ୍ଜାବ ନିର୍ବାଚନ ପୂର୍ବରୁ ଏଏପିକୁ ବଡ ଝଟକା

ଚଣ୍ଡିଗଡ଼,୩ ।୧୨: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାକୁ ଦେଖି ସବୁ ରାଜନୈତିକ ପାର୍ଟି ସଜବାଜ ହେଉଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ ଝଟକା ଲାଗିଛି । ପଞ୍ଜାବରେ ଥିବା ଏଏପିର ଅସନ୍ତୁଷ୍ଟ ବିଧାୟକ କୱର...

ମହଙ୍ଗା ହେବ ଏଟିଏମ୍‌ ବ୍ୟବହାର, ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍‌ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍‌ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ...

ଓମିକ୍ରନ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ୍‌: ଆଇସିଏମ୍‌ଆର

ନୂଆଦିଲ୍ଲୀ,୩।୧୨: ସାରା ବିଶ୍ୱରେ କରୋନା ଭାଇରସର ଏକ ନୂଆ ରୂପ ଓମିକ୍ରନର ପ୍ରଭାବ ବୃଦ୍ଧି ପାଉଛି। ଏହି ସମୟରେ, ଅନେକ ଟିକା କମ୍ପାନୀ ଏହି ଭାରିଆଣ୍ଟ ବିରୋଧରେ ସେମାନଙ୍କ ଟିକାକରଣର ଫଳପ୍ରଦତା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ତଥାପି,...

ୟୁପିର ଅଜବ ଯୁକ୍ତି: ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀ-ଏନସିଆରରେ ବିପଜ୍ଜନକ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନା ଜଣାଇବାକୁ...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୩।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୯,୨୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି।...

କେମିତି ଭାରତକୁ ଆସିଲା ଓମିକ୍ରନ୍‌

ବେଙ୍ଗାଲୁରୁ,୩।୧୧: କରୋନା ଭାଇରସ ଓମିକ୍ରନର ନୂତନ ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଅଛି । ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଅନୁସନ୍ଧାନରେ ନିୟୋଜିତ ଅଟନ୍ତି। ଚଳିତ ସପ୍ତାହ ମଧ୍ୟରେ ଓମିକ୍ରନ ୨୯ଟି ଦେଶକୁ ବ୍ୟାପିଛି। ଏପର୍ଯ୍ୟନ୍ତ ୩୭୩ ଜଣ...

ଫାସିବାଦୀ ଶକ୍ତିକୁ ସହାୟତା କରୁଛନ୍ତି ମମତା

ନୂଆଦିଲ୍ଲୀ, ୩।୧୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ସୁବିଧାବାଦୀ ରାଜନେତ୍ରୀ ବୋଲି କହିଛନ୍ତି। ଦେଶର ସର୍ବପୁରାତନ ଦଳ ବିରୋଧରେ ଲଢ଼ି ସେ ଫାସିଦାଦୀ ଶକ୍ତିକୁ ସହାୟତା କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ...

କଂଗ୍ରେସ ଜିତିବନି ୨୦୨୪ ନିର୍ବାଚନ

ଶ୍ରୀନଗର/ନୂଆଦିଲ୍ଲୀ,୩।୧୨:୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୩୦୦ ଆସନ ଜିତିପାରିବ ନାହିଁ। ଜି-୨୩ ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରର ଏକ ସଭାକୁ ସମ୍ବୋଧନ ବେଳେ ଏହି ଭବିଷ୍ୟବାଣୀ କରିଛନ୍ତି। କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ନିଜ...

ଆଇଏମ୍‌ଏଫ୍‌ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ

ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍‌ଡିଏମ୍‌ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ ଇସ୍ତଫା ଦେବା ପରେ ଏହି ପଦରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ...

ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍‌

ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍‌ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଏହା ପୁଣି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଟିକା ଏହା ବିରୋଧରେ ପ୍ରଭାବୀ ନ ହୋଇପାରେ...

ଯେଉଁଠି ପହଞ୍ଚିବାକୁ ଡେଲ୍ଟା-ବିଟାକୁ ଲାଗୁଥିଲା ୧୦୦ଦିନ, ଓମିକ୍ରନ୍ ପହଞ୍ଚିବ ୧୦ ଦିନରେ

ନୂଆଦିଲ୍ଲୀ,୩ ।୧୨: ଓମିକ୍ରନ୍ ଏବେ ୨୯ଟି ଦେଶରେ ପହଞ୍ଚି ସାରିଲାଣି । ଏବେ ପର୍ଯ୍ୟନ୍ତ ୩୭୩ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଆଫ୍ରିକାର ୧୮୩ ଜଣ ବୋଲି ଜଣାପଡିଛି । ଅନ୍ୟ ଭାରିଏଣ୍ଟଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri