ଜାତୀୟ

‘ତୁମେ ମୋ ଜୀବନ ବଦଳାଇ ଦେଲ’

ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ର ପେଜ୍‌ରେ ତାଙ୍କର କିଛି ପୁରୁଣା ଫଟୋ ଶେୟାର କରିବା ସହ ସ୍ତ୍ରୀ ସୀମାଙ୍କ ଉଦ୍ଦେଶ୍ୟରେ କିଛି ଭାବପ୍ରବଣ ବାର୍ତ୍ତା...

୧୫ ଡିସେମ୍ବରରୁ ଆସିପାରେ ନୂଆ ନିୟମ, ଟିକା ନ ନେଲେ ଟ୍ରେନ୍‌-ବସ୍‌ରେ ଯାତ୍ରା କରିବା ମନା !…

ନୂଆଦିଲ୍ଲୀ,୨।୧୨: କରୋନାର ଓମିକ୍ରନ ଭାରିଆଣ୍ଟ  ୨୫ ଟି ଦେଶରେ ବ୍ୟାପିଛି। ଏହାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) କୁ ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର...

ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ-ପୋଷଣ ଦାୟିତ୍ୱ ବାପାଙ୍କର…

ନୂଆଦିଲ୍ଲୀ,୨।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ପିଲାଙ୍କର କୌଣସି ସମସ୍ୟା ନହେବା ଉଚିତ। ପୁଅ ବୟସ୍କ ହେବା ପର୍ଯ୍ୟନ୍ତ ଭରଣ ପୋଷଣ ଦାୟିତ୍ୱ ବାପାଙ୍କର। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଏ.ଏସ୍‌. ବୋପାନ୍ନାଙ୍କ ନେତୃଥ୍ବରେ ଗଠିତ ଖଣ୍ଡପୀଠ...

ଓମିକ୍ରନ୍‌ ଆତଙ୍କ ସହିତ ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୭୬୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ...

ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା ହୋଇଥିବାବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା...

ସମୁଦ୍ରରେ ବୁଡ଼ିଲା ୧୫ ଡଙ୍ଗା, ୮ ଧୀବର ନିଖୋଜ…

ଅହମଦାବାଦ,୨।୧୨: ଗୁଜୁରାଟର ଗିର ସୋମନାଥରେ ବୁଧବାର ରାତିରେ ଲଗାତାର ବର୍ଷା ଏବଂ ପ୍ରବଳ ପବନ ଯୋଗୁ ମାଛ ଧରିବାକୁ ଯାଇଥିବା ୧୩ ରୁ ୧୫ଟି ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଥିବାର ଆଶଙ୍କା ରହିଛି। ବହୁ ଧୀବର ଡଙ୍ଗାରେ ଥିଲେ। ମିଳିଥିବା...

୨୫ ଦେଶରେ ଓମିକ୍ରନ୍‌ ଆତଙ୍କ, ଲୋକ ସଭାରେ ହେବ ଆଲୋଚନା…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି ହୋଇଚି। ଓମିକ୍ରନ୍‌ ବ୍ୟାପିବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ...

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୫ ଜଣ ହରାଇଲେ ଦୃଷ୍ଟିଶକ୍ତି

ମୁଜାଫାରପୁର,୨।୧୨: ଉତ୍ତର ବିହାର ଏହି ଜିଲାରେ ଏକ ହସ୍ପିଟାଲ ଦ୍ୱାରା ଆୟୋଜିତ ମାଗଣା କ୍ୟାମ୍ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି। ମୁଜାଫାରପୁର ସିଭିଲ ସର୍ଜନ ବିନୟ କୁମାର ଶର୍ମା କହିଛନ୍ତି, ମୁଜାଫାରପୁର ଆଇ...

କେଉଁ ସରକାରଙ୍କ ସମୟରେ ଗୁଜରାଟରେ ଦଙ୍ଗା ହୋଇଥିଲା ?

ନୂଆଦିଲ୍ଲୀ,୨।୧୨: ୨୦୦୨ରେ ଗୁଜରାଟରେ ମୁସଲମାନ ବିରୋଧୀ ହିଂସା କେଉଁ ସରକାରଙ୍କ ଅମଳରେ ସଂଗଠିତ ହୋଇଥିଲା ? ଏଭଳି ଏକ ମଲ୍ଟିପୁଲ ଚୟସ ପ୍ରଶ୍ନ ଆସିଥିଲା ଦ୍ୱାଦଶ ଶ୍ରେଣୀର ସମାଜ ବିଜ୍ଞାନ (ସୋସିଓଲୋଜି) ଟର୍ମ ୧ ଏକ୍ସାମରେ। ପ୍ରଶ୍ନର ଉତ୍ତର ପାଇଁ...

ମୃତ ଚାଷୀଙ୍କ ସଂଖ୍ୟା ଜାଣିନୁ, କେମିତି ଦେବୁ କ୍ଷତିପୂରଣ

ନୂଆଦିଲ୍ଲୀ, ୧।୧୨: ବିବାଦୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ମୃତ୍ୟୁ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ତେଣୁ ସେମାନଙ୍କ ପରିବାରକୁ ଆର୍ଥତ୍କ ସହାୟତା କେମିତି...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ କଣ୍ଡୋମ ଭଳି କୌଣସି ପ୍ରକାର କଣ୍ଟ୍ରାସେପଶନ ବ୍ୟବହାର କରୁ ନାହାନ୍ତି। ଯାହା ଫଳରେ...

‘ଏବେ ୟୁପିଏର ଅସ୍ଥିତ୍ୱ ନାହିଁ’

ନୂଆଦିଲ୍ଲୀ,୧।୧୨: ମିଳିତ ପ୍ରଗତିଶୀଳ ସହଯୋଗୀ ମେଣ୍ଟ (ୟୁପିଏ/ଉପା) କ’ଣ? ଏହାର ଏବେ ଅସ୍ଥିତ୍ୱ ନାହିଁ। ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri