ଜାତୀୟ

୪୪ କୋଟି ଛୁଆଙ୍କୁ ଟିକା ଦେବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୨୯।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଓ ଭୟ ବଢ଼ୁଥିବା ବେଳେ ଦେଶର ୪୪ କୋଟିରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକାକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌-୧୯ ଟାକ୍ସଫୋର୍ସ ଅଧ୍ୟକ୍ଷ ଡା. ଏନ୍‌. କେ. ଅରୋରା କହିଛନ୍ତି।...

ସ୍ଥିତି ସୁଧୁରିବାକୁ ଅପେକ୍ଷା

ନୂଆଦିଲ୍ଲୀ, ୨୯।୧୧: ଜମ୍ମୁ-କଶ୍ମୀରରେ କିଛିଦିନ ହେଲା ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି। ଏହି ହିଂସା ବନ୍ଦ ହେଲେ ଉପତ୍ୟାକାରେ ଜନସାଧାରଣ ଅବାଧ ଯାତାୟାତ କରିପାରିବେ। ଏହାପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ଭାଜପା ରାଜ୍ୟ...

‘ପଞ୍ଜାବରେ ଭାଜପା ସହ ମିଶି ସରକାର କରିବୁ’

ଚଣ୍ଡିଗଡ଼, ୨୯।୧୧: ଭାଜପା ଏବଂ ଅକାଳୀ ଦଳର ଗୋଟିଏ ଗୋଷ୍ଠୀ ସହ ମିଶି ପଞ୍ଜାବରେ ପରବର୍ତ୍ତୀ ସରକାର ଗଢ଼ିବୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ସହ ହଠାତ୍‌ ବୈଠକରେ ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ଏହା...

‘ଓମିକ୍ରନ ଭାରିଆଣ୍ଟ ବିପଦଜନକ ନୁହେଁ’

ବେଙ୍ଗାଲୁରୁ,୨୯।୧୧: ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ସହ ମୁଁ କଥା ହୋଇଛି। ଏହି ନୂଆ ଭାରିଆଣ୍ଟା ଓମିକ୍ରନ କୋଭିଡ୍‌ର ଡେଲ୍ଟା ଭାରିଆଣ୍ଟ ଭଳି ବିପଦଜନକ ନୁହେଁ। ଏଥିରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଖୁବ କମ ହାରରେ ହସ୍ପିଟାଲରେ ଭର୍ତ୍ତି...

ଶବଗୃହରୁ ମିଳିଲା ୧୫ ମାସ ତଳର ମୃତଦେହ

ବେଙ୍ଗାଲୁରୁ,୨୯।୧୧: କର୍ନାଟକର ରାଜଧାନୀସ୍ଥିତ ଇଏସ୍‌ଆଇ ହସ୍ପିଟାଲର ଶବଗୃହରୁ ମିଳିଛି ୧୫ ମାସ ତଳର ଦୁଇଟି ମୃତଦେହ। କରୋନାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଶବଗୃହର ସଫେଇ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। କୋଭିଡ୍‌ ପ୍ରୋଟୋକଲ ଅନୁସାରେ...

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚର୍ଚ୍ଚା ବିନା...

ଓମିକ୍ରନ୍‌କୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି...

ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏମଏସପି ବୃଦ୍ଧି ପ୍ରସଙ୍ଗ ଓ ଚାଷୀଙ୍କ ସହ...

ଭୋକିଲାଙ୍କ ପେଟ ଭରୁଥିବା ‘ଲଙ୍ଗର ବାବା’ଙ୍କ ପରଲୋକ

ଚଣ୍ଡିଗଡ଼,୨୯ ।୧୧: ପିଜିଆଇ ଚଣ୍ଡିଗଡ଼ ବାହାରେ ଲଙ୍ଗର ଲଗାଉଥିବା ପଦ୍ମଶ୍ରୀ ଜଗଦିଶ ଆହୁଜାଙ୍କର ସୋମବାର ପରଲୋକ ହୋଇଛି । ଦିନ ପ୍ରାୟ ୩ଟାରେ ଚଣ୍ଡିଗଡ଼ର ସେକ୍ଟର ୨୫ରେ ଥିବା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଲଙ୍ଗର...

ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ

ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ...

ତୃତୀୟ ଲହର ଆଶଙ୍କା: ବୃଦ୍ଧାଶ୍ରମରେ ଟିକା ନେଇଥିବା ୬୨ ବରିଷ୍ଠ ନାଗରିକ ସଂକ୍ରମିତ

ମୁମ୍ବାଇ,୨୯ ।୧୧: ଗୋଟିଏ ପଟେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱକୁ ଡରାଉଥିବା ବେଳେ ଏବେ ମହାରାଷ୍ଟ୍ରରେ ପୁଣିଥରେ କରୋନା ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ଅନୁୟାୟୀ, ମହାରାଷ୍ଟ୍ରର ଭିବଣ୍ଡିରେ ଥିବା ଏକ ବୃଦ୍ଧାଶ୍ରମରେ ଟିକା...

କିଏ କହୁଛି ଲୋକ ସଭା ସୁନ୍ଦର ନୁହେଁ, ୬ ମହିଳା ଏମ୍‌ପିଙ୍କ ସହିତ ଫଟୋ ଶେୟାର କଲେ ଥରୁର୍‌…

ନୂଆଦିଲ୍ଲୀ,୨୯।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ କୃଷି ନିୟମକୁ ଫେରାଇ ଆଣିବା ପାଇଁ ସମସ୍ତ ନଜର ଥିଲା। ଏପରିସ୍ଥଳେ ସୋସିଆଲ ମିଡିଆରେ ଅନ୍ୟ କିଛି ବିଷୟରେ ଆଲୋଚନା ହେଉଛି। କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri