ଜାତୀୟ

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଆସିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ,୨୯ ।୧୧: ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ପାଇଁ ଦେଖାଦେଇଥିବା କରୋନା ଭାଇରସର ‘ଓମିକ୍ରନ୍‌’ ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଯାହା ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । ଇତିମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ବି ପ୍ରଥମ ଦିନର ଅଧିବେଶନରେ ହଙ୍ଗାମା ହେବା ଆଶଙ୍କା...

ପୁଣି ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ପୁଣିଥରେ ସମସ୍ତ ସ୍କୁଲ ଖୋଲି ଦିଆଯାଇଛି । ଏହାସହ ୱାର୍କଫ୍ରମ ହୋମ ବି ଶେଷ ହୋଇଛି ବୋଲି ସରକାର ଏକ ଚିଠି ଲେଖି ଜଣାଇଛନ୍ତି । ଶିକ୍ଷା ମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି...

ନାବାଳିକା ଝିଅକୁ ବଳାତ୍କାର କଲେ ସାବତ ବାପା

ନୂଆଦିଲ୍ଲୀ,୨୮।୧୧: ଚିରାଗ ଦିଲ୍ଲୀ ଅଞ୍ଚଳରେ ଝିଅଙ୍କୁ ସାବତ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଥାନାରେ ଅଭିଯୋଗ ହୋଇଥିବା ପୋଲିସ ଅଧିକାର କହିଛନ୍ତି। ଅଭିଯୋଗ ଅନୁଯାୟୀ, ନାବାଳିକା ଉତ୍ତରାଖଣ୍ଡର ଡେରାଡୁନର ଏକ ଶିକ୍ଷା ଅନୁଷ୍ଠାନରେ ରୁହନ୍ତି।...

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ ହେବ। ଏଥିରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ)...

ମସ୍‌ଜିଦରେ କୃଷ୍ଣ ମୂର୍ତ୍ତି ସ୍ଥାପନ ଘୋଷଣା ପରେ ମଥୁରାରେ ୧୪୪ ଧାରା

ଆଗ୍ରା,୨୮।୧୧: ଆସନ୍ତା ମାସ ୬ ତାରିଖରେ ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦ୍‌ଗା ମସ୍‌ଜିଦରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ଏକ ହିନ୍ଦୁ ସଂଗଠନ ଘୋଷଣା କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମଥୁରାରେ ୧୪୪ ଧାରା...

‘ଘୃଣାର ବିଜୟ ହେଲା, ହାରିଗଲା ଆର୍ଟିଷ୍ଟ’

ନୂଆଦିଲ୍ଲୀ,୨୮।୧୧: ଷ୍ଟାଣ୍ଡ ଅପ୍‌ କମେଡିଆନ ମୁନାଓ୍ବର ଫାରୁକି ରବିବାର କମେଡି ଛାଡ଼ୁଥିବା ସଙ୍କେତ ଦେଇଛନ୍ତି। ଭଙ୍ଗାରୁଜା ଭୟରେ ଗତ ଦୁଇ ମାସ ମଧ୍ୟରେ ତାଙ୍କର ୧୨ଟି ଶୋ ବାତିଲ ହୋଇଯାଇଛି। ନୂଆ ବର୍ଷ ଲାଗି ଇନ୍ଦୋରରେ ଆୟୋଜିତ ଏକ ଇଭେଣ୍ଟରେ...

ଶିକ୍ଷକଙ୍କ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌: ୨୩ ଗିରଫ

ନୂଆଦିଲ୍ଲୀ, ୨୮ା୧୧: ଉତ୍ତରପ୍ରଦେଶ ଟିଚର୍ସ ଏଲିଜିବିଟି ଟେଷ୍ଟ (ୟୁପିଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ଆସିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ନଭେମ୍ବର ୨୮ (ରବିବାର) ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଘଟଣାରେ ପୋଲିସ ୨୩...

୧୪ ରାଜ୍ୟର ମହିଳାଙ୍କ ମତ ‘ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଠିକ୍‌’

ନୂଆଦିଲ୍ଲୀ,୨୮।୧୧: ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ପାଇଁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ...

‘ଓମିକ୍ରନ’କୁ ନେଇ ଚିନ୍ତା ପ୍ରକଟ କଲେ ଗୁଲେରିଆ

ନୂଆଦିଲ୍ଲୀ,୨୮।୧୧: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଛି। ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିସାରିଲେଣି। ତେବେ କରୋନାର ଏହି ନୂଆ ଭାରିଏଣ୍ଟର ୩୦ରୁ ଅଧିକ ମ୍ୟୁଟେସନ ଅଛି। ଏହା ବିରୁଦ୍ଧରେ...

ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଭାଇଜାନଙ୍କ ଫ୍ୟାନମାନେ। ଏହି ଘଟଣାର ଭିଡିଓ ଭାଇରାଲ ହେବା...

ବାଜିମାରିଲା ଭାଜପା

ଅଗରତାଲା,୨୮।୧୧: ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ (ଏଏମ୍‌ସି) ଏବଂ ତ୍ରିପୁରାର ୧୩ଟି ପୌର ସଂସ୍ଥାରେ ୨୨୨ଟି ଆସନ ପାଇଁ ହୋଇଥିବା ଭୋଟ ଗଣତିରେ ବିଜେପି ବହୁମତ ପାଇଛି। ବିରୋଧୀ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ ଏବଂ ଅନ୍ୟମାନଙ୍କୁ ପରାସ୍ତ କରି ୨୨୨ଟି ଆସନରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri