ଜାତୀୟ

ଉଦ୍ଧବ ସରକାର ପୂରଣ କଲା ଦୁଇ ବର୍ଷ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ ସରକାର ୨ବର୍ଷ ପୂରଣ କରିଛି । ଏହି ଅବସରରେ ମେଣ୍ଟରେ ସାମିଲ ଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସରେ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି...

ତାମିଲନାଡୁରେ ପ୍ରବଳ ବର୍ଷା: ୮ ମୃତ, ସ୍କୁଲ୍‌, କଲେଜ ବନ୍ଦ

ଚେନ୍ନାଇ,୨୭।୧୧: ତାମିଲନାଡୁରେ ଶୁକ୍ରବାରଠାରୁ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ଏହି ସୂଚନା ଦେଇଛନ୍ତି। ଚିଙ୍ଗ୍‌ଲେପେଟ୍‌ ଏବଂ କାଞ୍ଚତ୍ପୁରମ୍‌ରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୩ଟି...

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍‌ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର...

କରୋନା ରିଭ୍ୟୁ ମିଟିଂ: ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ନେଇ ସମୀକ୍ଷା କରିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଧିକାରୀଙ୍କ ସହ ଦୁଇ ଘଣ୍ଟା ଧରି ଏକ ବୈଠକରେ ଆଲୋଚନା କରିଥିଲେ । ମୋଦି କହିଥିଲେ ଅନ୍ତର୍ଜାତୀୟ ବିମାନ...

ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୨୭ ।୧୧: ସଂସଦରେ ବିଲ ଉପସ୍ଥାପନ ହେବାର ଦୁଇ ଦିନ ପୂର୍ବରୁ କୃଷକମାନେ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର କୃଷକ ସଙ୍ଗଠନ ପକ୍ଷରୁ ସଂସଦ ପର୍ଯ୍ୟନ୍ତ କରିବାକୁ ଥିବା ଟ୍ରାକ୍ଟର ମାର୍ଚ୍ଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।...

ଜରୁରୀ ଅବତରଣ କଲା ବିମାନ

ବେଙ୍ଗାଲୁରୁ,୨୭ା୧୧: ବେଙ୍ଗାଲୁରୁରୁ ପାଟଣା ଯାଉଥିବା ଗୋ-ଏୟାର ବିମାନର ନାଗପୁର ବିମାନ ବନ୍ଦରରେ ଶନିବାର ଜରୁରିକାଳୀନ ଅବତରଣ କରାଯାଇଥିବା ଜଣାପଡ଼ିଛି। ଇଞ୍ଜିନ୍‌ରେ ତ୍ରୁଟି ଯୋଗୁ ପାଇଲଟ୍‌ ହଠାତ୍‌ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିରେ ଥିବା ୧୩୯ ଜଣ...

ମଝି ସମୁଦ୍ରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ କୋଷ୍ଟ ଗାର୍ଡ

ଗାନ୍ଧିନଗର,୨୭ ।୧୧: ଗୁଜରାଟ କଚ୍ଛର ସମୁଦ୍ର କୂଳରେ ଶୁକ୍ରବାର ରାତିରେ ଏକ ବଡ ଘଟଣା ଘଟିଛି । ଏଠାରେ ଦୁଇ ପାଣି ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇ...

ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ

ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ...

କୃଷକଙ୍କ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର: କୃଷିମନ୍ତ୍ରୀ କହିଲେ ନଡା ଜଳାଇବା ଅପରାଧ ନୁହେଁ

ନୂଆଦିଲ୍ଲୀ,୨୭ ।୧୧: ଦେଶରେ ଏବେ ନଡା ଜଳାଇବା ଅପରାଧ ନୁହେଁ । ଏହି ଘୋଷଣା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କରିଛନ୍ତି । ସେ କହିଛନ୍ତି କୃଷକ ସଙ୍ଗଠନର ମୁଖ୍ୟ ଦାବି ଥିଲା ନଡା ଜଳାଇବାକୁ ଅପରାଧ...

କରୋନାର ନୂଆ ଭାରିଏଣ୍ଟକୁ ନେଇ ବଢୁଛି ଚିନ୍ତା: ମୋଦିଙ୍କ ସହ ବସିଛି ଜରୁରୀ ବୈଠକ

ନୂଆଦିଲ୍ଲୀ,୨୭ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ବିଭିନ୍ନ ଦେଶ ସତର୍କ ହୋଇ ଗଲେଣି । ଓମିକ୍ରୋନର ଭୟାବହତାକୁ ଲକ୍ଷ୍ୟ କରି ଭାରତ କିଛି ବିଶେଷ...

ଆଜିଠାରୁ ଦେଶବ୍ୟାପୀ ଅନ୍ଦୋଳନକୁ ଓହ୍ଲାଇବେ ଡାକ୍ତର, ପ୍ରଭାବିତ ହେବ ଓପିଡି ସେବା

ନୂଆଦିଲ୍ଲୀ,୨୭ ।୧୧: ନିଟ ପିଜି ଅର୍ଥାତ୍ ନ୍ୟାଶନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ(ନିଟ ପିଜି)କାଉନସିଲିଂ ୨୦୨୧ରେ ବାରମ୍ବାର ହେଉଥିବା ବିଳମ୍ବ ଯୋଗୁ ଫେଡେରେଶନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଶନିବାରଠାରୁ ଦେଶବ୍ୟାପୀ ବନ୍ଦ ଡାକଡା ଦେଇଛନ୍ତି । ସଙ୍ଘ ପକ୍ଷରୁ...

ସମୁଦ୍ରରେ ବୁଡ଼ିଗଲେ ନୌସେନା ଅଧିକାରୀ

ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍‌ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍‌ନାଣ୍ଟ କମାଣ୍ଡର ଜେ.ଆର୍‌. ସୁରେଶ। ନୂଆଦିଲ୍ଲୀରେ ପୋଷ୍ଟିଂ ପାଇଥିବା ସୁରେଶ ସୋମବାର ତାଙ୍କ ପରିବାର ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri