ଜାତୀୟ

ଖୁର୍ସିଦଙ୍କ ପୁସ୍ତକ ନିଷେଧ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୬।୧୧: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୂତନ ପୁସ୍ତକକୁ ନିଷେଧ କରିବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଭାବାବେଗକୁ ଆଘାତ ଲାଗୁଥିଲେ ଉକ୍ତ ପୁସ୍ତକ ନ ପଢ଼ି ଅଲଗା କିଛି ପଢ଼ିବା ଲାଗି...

ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ ଦେବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଆମର ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା । ହେଲେ ଏହା ୧୯୫୦ ମସିହା...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୧୩ ବର୍ଷ, ଗେଟୱେ ଅଫ୍ ଇଣ୍ଡିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୧୩ ବର୍ଷ ପୂରଣ ହୋଇଛି । ଏହି ଆକ୍ରମଣକୁ ଭାରତ ଇତିହାସର ସବୁଠାର ଭୟଙ୍କର ଆକ୍ରମଣ କହିଲେ କିଛି ଭୁଲ ହବ ନାହିଁ । ୨୦୦୮ ମସିହା...

କୃଷକ ଆନ୍ଦୋଳନକୁ ପୂରଣ ହେଲା ଏକ ବର୍ଷ, ଦିଲ୍ଲୀ ସୀମାରେ ଏକାଠି ହେଉଛନ୍ତି କୃଷକ

ନୂଆଦିଲ୍ଲୀ,୨୬ ।୧୧: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ କୃଷକମାନେ ଆରମ୍ଭ କରିଥିଲେ ଆନ୍ଦୋଳନ । ୨୬ ନଭେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳକୁ ବର୍ଷେ ପୁରିଛି । ହେଲେ ଆଜିବି...

ସରକାରଙ୍କୁ ଆମରଣ ଅନଶନ ଧମକ

ଚଣ୍ଡିଗଡ଼,୨୬।୧୧: ଚରନଜିତ ସିଂ ଚାନ୍ନିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ଡ୍ରଗ୍ସ ଓ ୨୦୧୫ ଗୁରୁ ଗ୍ରନ୍ଥ ସାହିବର ଅପମାନ ବିବାଦ ସମ୍ପର୍କୀତ ରିପୋର୍ଟ ସାର୍ବଜନୀନ କରା ନ...

ବୟଫ୍ରେଣ୍ଡ ସହ ମିଶି ବାପାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୬।୧୧: ଯୌନ ନିର୍ଯାତନା ଦେଉଥିବା ବାପାଙ୍କୁ ବୟଫ୍ରେଣ୍ଡ ଓ ତାଙ୍କର ୩ ସାଙ୍ଗଙ୍କ ସହାୟତାରେ ହତ୍ୟା କରିଛି ଝିଅ। ଏଭଳି ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତକ ଜଣଙ୍କ ଏକ ଶିକ୍ଷାନୁଷ୍ଠାନର ସିକ୍ୟୁରିଟି ମ୍ୟାନେଜର ଥିଲେ। ପୋଲିସ କହିବା ଅନୁଯାୟୀ, ହତ୍ୟାକାରୀ...

ଇଣ୍ଟରପୋଲ୍‌ ଟପ୍‌ କମିଟିରେ ଭାରତୀୟ

ନୂଆଦିଲ୍ଲୀ, ୨୫।୧୧: ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଗୁରୁବାର ଏସିଆ ମହାଦେଶରୁ ଇଣ୍ଟରପୋଲ କାର୍ଯ୍ୟକାରିଣୀ କମିଟିକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିର ଦୁଇଟି ପଦବୀ ପାଇଁ ହୋଇଥିବା ନର୍ବାଚନରେ ଚାଇନା, ସିଙ୍ଗାପୁର, ରିପବ୍ଳିକ୍‌ ଅଫ୍‌ କୋରିଆ...

କଙ୍ଗନାଙ୍କ ପାଇଁ ଜାରି ହେଲା ସମନ

ନୂଆଦିଲ୍ଲୀ, ୨୫।୧୧: ସୋସିଆଲ ମିଡିଆରେ ଶିଖ୍‌ ବିରୋଧୀ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍‌ଙ୍କୁ ସମନ ଜାରି କରିଛି ଦିଲ୍ଲୀ ବିଧାନସଭା କମିଟି। ଏଥିରେ ଆସନ୍ତା ୬ ତାରିଖରେ ଆମ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ଅଧ୍ୟକ୍ଷତାରେ...

ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା

ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ ନିର୍ମାଣ କରିବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। କିଶୋର ସିଂ କାନୋଦଙ୍କ ଝିଅ...

ଚଳନ୍ତା କାରରେ ବଳାତ୍କାର

ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍‌-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ପୀଡ଼ିତାଙ୍କୁ କାରରେ ବଳାତ୍କାର କରାଯାଇଛି ବୋଲି ଏସ୍‌ପି ଶ୍ରୀଶ ଚନ୍ଦ୍ରା କହିଛନ୍ତି। ବଳାତ୍କାର...

ସନ୍ତାନ ଜନ୍ମ ଦେବା, ନ ଦେବା ମହିଳାଙ୍କର ବ୍ୟକ୍ତିଗତ ଅଧିକାର…

ବେଙ୍ଗାଲୁରୁ,୨୫।୧୧: ଏକ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ...

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ ଛାଡିଛନ୍ତି। ଆଜମଗଡ଼ର ମୁବାରକପୁରର ବିଏସପି ବିଧାୟକ ଶାହା ଆଲାମ ଦଳ ଛାଡିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri