ଜାତୀୟ

ଅଖିଳେଶଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୪।୧୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ୟୁପିରେ ସରକାର ଗଠନ ହେଲେ କୃଷକଙ୍କ ଆନ୍ଦୋଳନ ସମୟରେ ନିହତ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ ୨୫...

ଅଖିଳେଶଙ୍କୁ ଭେଟିଲେ ସଞ୍ଚୟ: ଉଠିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍‌ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ପରିସ୍ଥିତି ଏବଂ ଗଠବନ୍ଧନକୁ ନେଇ ଉଭୟଙ୍କ ମଧ୍ୟରେ...

୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାଶନ…

ନୂଆଦିଲ୍ଲୀ,୨୪।୧୧: ଏବେ ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି।...

କୃଷି ଆଇନ ପ୍ରତ୍ୟାହାର ଆରମ୍ଭ, କ୍ୟାବିନେଟ୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏବେ ଏହାକୁ ଶୀତ ଅଧିବେଶନରେ ପାର୍ଲାମେଣ୍ଟର ଉଭୟ ଗୃହରେ ଆଗତ...

ସରକାର କିଛି ବି କରୁ ନାହାନ୍ତି-ରିପୋର୍ଟ ଭୁଲ୍‌, ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ଏନସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ପୁଣି ଥରେ ସରକାରଙ୍କୁ ଭର୍ସନା କରିଛନ୍ତି। କୋର୍ଟ କହିଛନ୍ତି ସରକାର କିଛି ବି କରୁ ନାହାନ୍ତି, ରିପୋର୍ଟ ଭୁଲ। ପ୍ରଦୂଷଣ ହ୍ରାସ କରିବା ପାଇଁ କେଉଁ କାର୍ଯ୍ୟ...

ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ, ଏମ୍ସ୍‌ ରିପୋର୍ଟ…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ସର୍ଭେରେ ଉଲ୍ଲେଖ...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ହେମାମାଳିନୀ ହୋଇଗଲେଣି ପୁରୁଣା, କାଟ୍ରିନା କୈଫ୍‌ଙ୍କ ଗାଲ ଭଳି ହେବ ରାସ୍ତା

ଜୟପୁର,୨୪।୧୧: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ନୂତନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଢା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଝୁନଝୁନୁର ପୌଙ୍ଖ ଗ୍ରାମରେ ଏକ ଅଭିଯାନ ଆରମ୍ଭ କରି ମନ୍ତ୍ରୀ ରାଜେନ୍ଦ୍ର ସିଂ କହିଛନ୍ତି, ଅଭିନେତ୍ରୀ...

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ। ରାଷ୍ଟ୍ରପତି ଆଜି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ଏହା ପରେ ନଭେମ୍ବର ୨୫ରେ ହାରକୋର୍ଟ...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଗମ୍ଭୀର ଦିଲ୍ଲୀ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ‘ଆଇଏସ କଶ୍ମୀର’ ପକ୍ଷରୁ ହତ୍ୟା ଧମକ ଦିଆଯାଇଛି।...

ଦେଶରେ ତୃତୀୟ ଲହର ଆସିବା ଆଶଙ୍କା କମ୍‌…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ଦେଶରେ କରୋନାର ତୃତୀୟ ଲହର ଆସିବା କମ୍‌ ରହିଛି। ଦେଶରେ ସୁସ୍ଥତା ହାର ଇତି ମଧ୍ୟରେ ୯୮.୩୩ ପ୍ରତିଶତକୁ ବୃଦ୍ଧି...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ୨ ଦିନ ଧରି ଏହା ଲଗାତାର ୯ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ଗତ...

କୃଷି ଆଇନ ରିପୋର୍ଟ ସାର୍ବଜନୀନ ହେଉ

ନୂଆଦିଲ୍ଲୀ, ୨୪।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ କିମ୍ବା ଏହାକୁ ପ୍ରକାଶ କ୍ଷମତା କମିଟିକୁ ଦିଆଯାଉ। କମିଟି ସଦସ୍ୟ ଅନିଲ ଘନଓ୍ବତ୍‌ ଭାରତର ପ୍ରଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri