ଜାତୀୟ

ସ୍ଥଗିତ ହେବନି ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ, ୨୪।୧୧: ତ୍ରିପୁରା ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତ୍ରିପୁରା ହିଂସାକାଣ୍ଡ ଘଟଣାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାଏର...

ସେଣ୍ଟ୍ରାଲ ଭିଷ୍ଟା ପ୍ଲଟ୍‌ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୪।୧୧: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ ବାସଗୃହ ଲାଗି ବ୍ୟବହୃତ ପ୍ଲଟ(ଜମି) ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହା ସରକାରୀ ନିଷ୍ପତ୍ତି...

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି। ଏବେ ହିମାଳୟ ଗ୍ଲେସିୟର ଏହାର ମୂଳ ସ୍ଥାନରୁ ଘୁଞ୍ଚିବା ଗବେଷକଙ୍କ ଧ୍ୟାନ କେନ୍ଦ୍ରିଭୂତ...

ନାବାଳିକାଙ୍କ ବଳାତ୍କାର ପାଇଁ ବାପାଙ୍କୁ ମୃତ୍ୟୁଦଣ୍ଡ

ବାହରିଚ୍‌, ୨୩।୧୧: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀସାବ୍ୟସ୍ତ ଜଣେ ୪୦ ବର୍ଷୀୟ ବାପାଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡାଦେଶ ମିଳିଛି। ଏଥିସହିତ ଅତିରିକ୍ତ ସେସନ୍ସ ଜଜ୍‌ ନିତୀନ କୁମାର ପାଣ୍ଡେ ତାଙ୍କୁ ୫୧,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ...

କୃଷି ଆଇନ ପ୍ରତ୍ୟାହାର ଲାଗି ବସିବ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୨୩।୧୧: କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଘୋଷଣା କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ବସି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହ...

ଖଲିସ୍ତାନୀ ଆତଙ୍କବାଦୀ କହିବା କଙ୍ଗନାଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୨୩।୧୧: ସୋସିଆଲ ମିଡିଆରେ ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ବିରୋଧରେ ମଙ୍ଗଳବାର ମାମଲା ରୁଜୁ ହୋଇଛି। ଅମରଜିତ ସିଂ ସାନ୍ଧୁ କରିଥିବା ଅଭିଯୋଗକୁ ଆଧାର କରି ଆଇପିସି ଦଫା ୨୯୫ଏ...

୧୦୦ ଛୁଇଁଲା ଟମାଟୋ ଦର

ନୂଆଦିଲ୍ଲୀ,୨୩।୧୧: ସାଧାରଣତଃ ଶୀତ ଦିନେ ଟମାଟୋ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦକ୍ଷିଣାଞ୍ଚଳରେ ଥିବା ୩ ରାଜ୍ୟ (ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ତାମିଲନାଡୁ)ରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ଏହି ପରିବା ଚାଷ...

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ ମେଣ୍ଟ କରିବାକୁ ସହମତି ହୋଇଛି। ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ମଙ୍ଗଳବାର ଏହି...

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ...

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଘରୋଇ କମ୍ପାନୀ ଓ ଆଇଆରସିଟିସି ଦ୍ୱାରା ଚଳାଯିବ । ଏହାଦ୍ୱାରା ଦେଶର...

ମନୀଷଙ୍କ ପୁସ୍ତକ ବମ୍‌

ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରି ମନମୋହନ ସିଂ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ମନୀଷ ତିୱାରୀ ତାଙ୍କ...

ନିର୍ବାଚନ ଲଢିିବେ ପି.ଭି. ସିନ୍ଧୁ !

ନୂଆଦିଲ୍ଲୀ,୨୩।୧୧: ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ନିିର୍ବାଚନ ଲଢିିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍‌ ଆଥଲେଟ କମିଶନର ନିର୍ବାଚନ ଲଢିବେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ସିନ୍ଧୁ ବର୍ତ୍ତମାନ ଇଣ୍ଡୋନେସିଆ ଓପନ ସୁପର-୧୦୦୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri