ଜାତୀୟ

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଭାଜପା ଲାଗିପଡିଛି। ଦଳର ହେବିଓ୍ବେଟ୍‌ ନେତାମାନେ ୟୁପିରେ ଡେରା ପକାଉଛନ୍ତି। ଏହି କ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଦୁଇ ଦିନିଆ ୟୁପି...

ଆବାସିକ ସ୍କୁଲର ୨୮୮ ଛାତ୍ରୀ କରୋନା ପଜିଟିଭ୍‌…

ଖାମ୍ମାମ,୨୨।୧୧: ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏପରିସ୍ଥଳେ ତେଲେଙ୍ଗାନାରେ ଏକ ଅବାସିକ ସ୍କୁଲର ୨୮୮ ଛାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖାମ୍ମାମ ଜିଲାର ଏକ ସରକାରୀ ଆବାସିକ ସ୍କୁଲରେ ଏଭଳି ଘଟିଛି। ଆବାସିକ ସ୍କୁଲରେ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୫୩୮ ଦିନ ପରେ ଏହା ସର୍ବନିମ୍ନ ରହିଛି। ଏହି...

ଚାଇନା, ପେଗାସସ୍‌, ଦରଦାମ୍‌ ପ୍ରସଙ୍ଗରେ ଘେରିବେ ବିରୋଧୀ

ନୂଆଦିଲ୍ଲୀ,୨୨।୧୧: ସପ୍ତାହେ ପରେ ସଂସଦର ଶୀତ ଅଧିବେଶନ। ଏହି ଅଧିବେଶନ ଚଳାଇବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେବ ନାହିଁ। କାରଣ ବିରୋଧୀଙ୍କ ହାତରେ ଚାଇନାର ଅତିକ୍ରମଣ, ପେଗାସସ୍‌ ସ୍ପାଏଓ୍ବେର, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ସରକାରଙ୍କୁ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଜିଦ୍‌ରେ ଚାଷୀ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ରବିବାର କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଚାଷୀମାନେ ନିଜ ଦାବିରେ...

ମୁଲାୟମଙ୍କ ଜନ୍ମଦିନ, ଲକ୍ଷ୍ନୌରେ କେକ କାଟିବେ ଅଖିଳେଶ

ଲକ୍ଷ୍ନୌ,୨୨ ।୧୧: ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ ୮୩ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁଲାୟମଙ୍କ ଭାଇ ଶିବପାଲ ଓ ପୁଅ ଅଖିଳେଶଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏମାନଙ୍କ ମଧ୍ୟରେ...

ପଠାନକୋଟରେ ଗ୍ରେନେଡ ମାଡ, ସମଗ୍ର ଜିଲାରେ ହାଇ ଆଲର୍ଟ

ପଠାନକୋଟ,୨୨ ।୧୧: ପଞ୍ଜାବର ପଠାନକୋଟରେ ଥିବା ସେନା ଗେଟ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଗ୍ରେନେଡ ମାଡ ହୋଇଛି । ସେନା କ୍ୟାମ୍ପର ତ୍ରିବେଣୀ ଦ୍ୱାର ଗେଟରେ ବାଇକରେ ଆସି କେତେଜଣ ଅଜ୍ଞାତ ବ୍ୟକ୍ତି ଗ୍ରେନେଡ ମାଡ କରିଥିଲେ ।...

କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନୀ ଦେଲା ୧୬ କୋଟି ଟଙ୍କା

ରାୟପୁର,୨୨।୧୧: ଛତିଶଗଡ କୋରବା ଜିଲାରେ ଥିବା ସାଉଥ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ(ଏସ୍‌ଇସିଏଲ୍‌) ନିଜର ଜଣେ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ୧୬ କୋଟି ରାଶି ପ୍ରଦାନ କରିଛି। କମ୍ପାନୀରେ କାର୍ଯ୍ୟରତ ଥିବା ସତିଶ କୁମାର ରବି ନାମକ କର୍ମଚାରୀଙ୍କ ଝିଅ...

ଗିରଫ ହେଲେ ଟିଏମ୍‌ସି ନେତ୍ରୀ ଶାୟନି ଘୋଷ

କୋଲକାତା,୨୨ ।୧୧: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଚିବ ଶାୟନି ଘୋଷଙ୍କୁ ଗିରଫ କରାଯାଇଛି । ଏକ ସଭାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଧମକ ଦେବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।...

ପୁଲଓ୍ବାମା ଆକ୍ରମଣ ପାଇଁ ଆମାଜନରୁ ମଗାଯାଇଥିଲା ବିସ୍ଫୋରକ

ନୂଆଦିଲ୍ଲୀ,୨୧।୧୧: ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମା ଆମତ୍ଘାତୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଇ-କମର୍ସ ପୋର୍ଟାଲ ଆମାଜନ ଜରିଆରେ ଅଣାଯାଇଥିଲା। କନ୍‌ଫେଡେରେଶନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ପୁଲଓ୍ବାମା ଆକ୍ରମଣ ମାମଲାରେ ଗିରଫ ହୋଇଥିବା...

ନିର୍ବାଚନ ପରେ ଫେରିପାରେ କୃଷି ଆଇନ

ଲକ୍ଷ୍ନୌ,୨୧।୧୧: ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ବାତିଲ ଘୋଷିତ କରିଥିବା କୃଷି ଆଇନକୁ ଫେରାଇ ଆଣିପାରନ୍ତି। ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ରା ଓ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜ ଏ ନେଇ...

ମୃତ ଘୋଷିତ ହେବାର ଦିନକ ପରେ ଜୀବନ୍ତ ହୋଇଉଠିଲେ

ନୂଆଦିଲ୍ଲୀ,୨୧।୧୧: ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ହସ୍ପିଟାଲର ଶବଗୃହ ଫ୍ରିଜରରେ ରଖାଯାଇଥିଲା। କିନ୍ତୁ ଫ୍ରିଜରରେ ଗୋଟିଏ ରାତି ରହିବା ପରେ ସେ ଜୀବନ୍ତ ହୋଇଉଠିଥିଲେ। ଏପରି ଚକିତ କଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri