ଜାତୀୟ

ପ୍ରବଳ ବର୍ଷାରେ ଭୁଶୁଡିଲା ଘର, ଚାଲିଗଲା ୯ ଜୀବନ

ଚେନ୍ନାଇ,୧୯।୧୧: ତାମିଲନାଡୁର ଭେଲୋର ଜିଲା ପେରନାମବେଟରେ ଶୁକ୍ରବାର ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପେରନାମବେଟରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ...

ଲଗାତାର ପଞ୍ଚମଥର ଲାଗି ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ଇନ୍ଦୋର: ମିଳିବ ୩ ପୁରସ୍କାର

ନୂଆଦିଲ୍ଲୀ,୧୯ ।୧୧: ସ୍ୱଚ୍ଛତା ଅଭିଯାନରେ ପୁଣିଥରେ ବାଜି ମାରିଛିି ଇନ୍ଦୋର । ସ୍ୱଚ୍ଛତା ସର୍ବେକ୍ଷଣ ପରିଣାମ ଶନିବାର ଔପଚାରିକ ଭାବେ ଘୋଷଣା କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହାକୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଲଗାତାର...

କୃଷି ଆଇନ୍‌ ପ୍ରତ୍ୟାହାର ଏକ ନିର୍ବାଚନୀ ଚାଲ୍‌: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୧: ତିନୋଟି କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତି ପରେ ବିରୋଧୀମାନେ ଏହାର ପ୍ରତିକ୍ରିୟା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଂଗ୍ରେସର ବହୁ ବରିଷ୍ଠ ନେତା ଏହି ନିଷ୍ପତ୍ତି ନିର୍ବାଚନୀ ଚାଲ୍‌ ବୋଲି କହିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା...

ଅଫ୍‌ଲାଇନରେ ହେବ ସିବିଏସ୍‌ଇ, ସିଆଇଏସ୍‌ସିଇ ପରୀକ୍ଷା

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ କିମ୍ବା ଭର୍ଚୁଆଲ ମୋଡ୍‌ରେ କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନସିଲ୍‌...

କୃଷି ଆଇନରେ ଥିଲା କ୍ରାନ୍ତିକାରୀ ପରିବର୍ତ୍ତନର କ୍ଷମତା: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୧: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କୃଷକ ବିରୋଧ କରିବାର ପାଖାପାଖି ଦେଢ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ଫେରାଇ ନେଇଛନ୍ତି । ଶୁକ୍ରବାର ଏହାକୁ ଫେରାଇ ନେବା କଥା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ...

ଗାଜିପୁର ସୀମାରେ ଜିଲାପି ଖାଇ ଖୁସି ମନାଇଲେ କୃଷକ

ଗାଜିପୁର,୧୯ ।୧୧: କେନ୍ଦ୍ର ସରକାର ଫେରାଇ ନେଇଥିବା ୩ କୃଷି ଆଇନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ସ୍ୱାଗତ କରିଛି । ମୋର୍ଚ୍ଚା କହିଛି ଉଚିତ ସଂସଦୀୟ ପ୍ରକ୍ରିୟା ମାଧ୍ୟମରେ ଘୋଷଣାକୁ ପ୍ରଭାବି ହେବାନେଇ ପରୀକ୍ଷା କରାଯିବ । କୃଷକ ମୋର୍ଚ୍ଚା...

ଭାଜପା ସହ ମିଶି କାମ କରିବାକୁ ଉତ୍ସୁକ ଅଛନ୍ତି କ୍ୟାପଟେନ

ଚଣ୍ଡିଗଡ଼,୧୯ ।୧୧: ଦେଶର କୃଷକଙ୍କ ପାଇଁ ଶୁକ୍ରବାର ଏକ ଶୁଭ ଦିନ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ ନୂଆ କୃଷି ନିୟମକୁ ଫେରାଇ ନେବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏବେ...

‘ଏବେ କୃଷକ ଆନ୍ଦୋଳନ ବନ୍ଦ ହେବ ନାହିଁ’

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ବାନକୁ ଅତି ନିକଟରୁ...

ଏବେ ଭାଜପାର ପରାଜୟ, ହେଉଛି ଦେଶର ବିଜୟ: କଂଗ୍ରେସ

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧନ କରି ବିବାଦୀୟ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ କୃଷକ ଏବଂ ନିଜର ବିଜୟ ବୋଲି କଂଗ୍ରେସ ବର୍ଣ୍ଣନା କରିଛି। କଂଗ୍ରେସର ଜାତୀୟ...

କୁଷକଙ୍କ ବିଜୟ: ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ,୧୯।୧୧: କେନ୍ଦ୍ର ସରକାର କୃଷି ଆଇନ ଶୁକ୍ରାବର ପ୍ରତ୍ୟାହାର କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏହାକୁ କୃଷକଙ୍କ ବିଜୟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଛନ୍ତି। ରାହୁଲ...

ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି: କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି। ଦେବ ଦୀପାବଳି ଏବଂ ଗୁରୁ ନାନକ ଦେବ ଜୀଙ୍କର ପବିତ୍ର ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି...

ଲୌହ ମାନବୀଙ୍କୁ ମୋଦିଙ୍କ ସମେତ ବହୁ ନେତା ଦେଲେ ଶ୍ରଦ୍ଧାଞ୍ଜଳୀ, ଜେଜେମା’ଙ୍କୁ ମନେପକାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଜେଜେ ମା’ ତଥା ଦେଶର ପ୍ରଥମ ମହିଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri