ଜାତୀୟ

ଆଜି ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୯।୧୧:ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିବେ। ସେ ସକାଳ ନଅଟା ବେଳେ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁ ନାନକ ପ୍ରକାଶ ପର୍ବ ଅବସରରେ ପିଏମ୍‌ଓ କାର୍ଯ୍ୟାଳୟ ଦ୍ୱାରା ଏହି ବିଷୟରେ...

ଚାଇନା ସୀମାକୁ ପଠାଇଲା ବୋମା ବର୍ଷି ବିମାନ

ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍‌ଏସିରେ ବୋମା ବର୍ଷି ଏଚ୍‌-୬କେ ବିମାନ ମୁତୟନ କରିଦେଇଛି । ଯାହା ସିଜେ-୨୦ ମିଶାଇଲଠାରୁ ଅଧିକ କ୍ଷମତା ରଖେ । ମିଶାଇଲର ଆକ୍ରମଣ କ୍ଷମତା ଦିଲ୍ଲୀ...

୧୦୦ ଦେଶକୁ ୬୫ ନିୟୁତ ଡୋଜ୍‌ କୋଭିଡ୍‌ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ଚଳିତ ବର୍ଷ ଭାରତ ପାଖାପାଖି ୧୦୦ ଦେଶକୁ ୬୫ ନିୟୁତରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ରପ୍ତାନି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ଭାରତର ସ୍ବାସ୍ଥ୍ୟସେବା ସେକ୍ଟର ପ୍ରତି ଆସ୍ଥା ଏହାକୁ ବିଶ୍ୱ ଫାର୍ମାସୀର ଆଖ୍ୟା...

ବଦଳୁଛି ଗଙ୍ଗା ଗତିପଥ

ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି ଚିନ୍ତାରେ ପକାଇବା ଭଳି ଏକ ଅନୁସନ୍ଧାନ ରିପୋର୍ଟ ସାମ୍‌ନାକୁ ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌...

ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ

ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ କହିଛି। ବିଶେଷ କରି ଉତ୍ତରପ୍ରଦେଶ ଏବଂ ବିହାରରେ ଏହି...

ଉପରୁ ଛୁଇଁଲେ ବି ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ କୋର୍ଟ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ) ଆଇନ...

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ,୧୯ ।୧୧: ଦେଶ ଓ ଦେଶର ସେନାଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ୧୯ ନଭେମ୍ବର ଏକ ବିଶେଷ ଦିନ ହେବାକୁ ଯାଉଛି । କାରଣ ଶୁକ୍ରବାର ଭାରତୀୟ ବାୟୁସେନାକୁ ମିଳିବ ସବୁଠାରୁ ହାଲୁକା ଆଟାକ ହେଲିକପ୍ଟର । ଆଉ ସବୁଠାରୁ...

‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’

ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍‌ କରି ଲେଖିଛନ୍ତି,...

ଏଲ୍‌ଓସି ଡେଁଇଲା ବେଳେ ଧରାପଡ଼ିଲେ

ଶ୍ରୀନଗର,୧୮।୧୧: ଅସ୍ତ୍ର ତାଲିମ ପାଇଁ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଯିବାକୁ ଉଦ୍ୟମ କରୁଥିବା ଜମ୍ମୁ-କଶ୍ମୀରର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗୁରୁବାର ସୁରକ୍ଷା ବଳ ଧରିଛନ୍ତି। ସେମାନେ ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡର ତୟାବ...

ଶିଶୁ ମୃତଦେହ ଖାଇଲା କୁକୁର

ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସଫେଇ କର୍ମଚାରୀ ହସ୍ପିଟାଲ ବାହାରେ...

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା କରିଥିଲେ। ତେବେ ଏହି ଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ...

ପରିବାରବର୍ଗଙ୍କୁ ଫେରାଯିବ ଦୁଇ ବ୍ୟବସାୟୀଙ୍କ ଶବ

ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର ହାଇଦରପୋରା କମ୍ପ୍ଲେକ୍ସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ୨ ବ୍ୟବସାୟୀ ପ୍ରାଣ ହରାଇଥିଲେ। ଶ୍ରୀନଗର ପୋଲିସ ଉଭୟ ବ୍ୟବସାୟୀ (ମହମ୍ମଦ ଅଲତାଫ ଭଟ ଓ ଡ. ମୁଦାସିର ଗୁଲ)ଙ୍କୁ ଆତଙ୍କବାଦୀଙ୍କ ସହୟକ ବୋଲି କହିବା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri