ଜାତୀୟ

ଜଳଖିଆରୁ ବାହାରିଲା ମଲା ସାପ

ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ...

କୋର୍ଟରେ ଜଜ୍‌ଙ୍କୁ ପିଟିଲେ ପୋଲିସ ଅଧିକାରୀ

ମଧୁବନି(ବିହାର),୧୮।୧୧: କୋର୍ଟ ମଧ୍ୟରେ ଜଜ୍‌ଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଜଣ ପୋଲିସ କର୍ମୀ। ବିହାରର ମଧୁବନି ଜିଲାରେ ବୁଧବାର ଘଟିଛି ଏହି ଘଟଣା। ଝାଁଝରପୁର କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଦୁଇ ଜଣ...

‘ଯାହା ହେଉଛି ହେଉ, ମୁଁ ଚାଷୀଙ୍କ ସପକ୍ଷରେ କହିବି’

ନୂଆଦିଲ୍ଲୀ,୧୮।୧୧: ପରିଣାମ ଯାହା ହେଉ ପଛେ, ମୁଁ ଚାଷୀଙ୍କ ସପକ୍ଷରେ କହିବା ଜାରି ରଖିବି। ଏଭଳି କହି ଭାଜପାର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ମେଘାଳୟ ରାଜ୍ୟପାଳ କହିଛନ୍ତି,...

ଅରୁଣାଞ୍ଚଳରେ ଦ୍ୱିତୀୟ ଏନକ୍ଲେଭ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍‌କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍‌କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିବା ନୂଆ ସାଟେଲାଇଟ୍‌ ଫଟୋ ଚିତ୍ରରେ ଏହା ଦର୍ଶାଯାଇଛି। ଉକ୍ତ ସାଟେଲାଇଟ୍‌...

ଭାଜପାକୁ ଚେତାବନୀ ଦେଲେ କେସିଆର

ହାଇଦ୍ରାବାଦ,୧୮।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଧାନ କିଣା ପ୍ରସଙ୍ଗକୁ ନେଇ ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଧାନ କିଣିଲେ ଏହାକୁ ଭାଜପା କାର୍ଯ୍ୟାଳୟରେ ଫିଙ୍ଗା ଯିବ ବୋଲି କେସିଆର ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ଶସ୍ୟ...

ନୂଆ ଅବତାରରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଏବେ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କ ଲିଖିତ ପ୍ରଥମ ପୁସ୍ତକ ଖୁବ୍‌ଶୀଘ୍ର ପ୍ରକାଶ ପାଇବ। ସ୍ମୃତି ଇରାନୀଙ୍କ ପ୍ରଥମ...

ସୁପ୍ରିମକୋର୍ଟ ଗଲେ ସୁରଜେୱାଲା

ନୂଆଦିଲ୍ଲୀ,୧୮।୧୧: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ନିୟମକୁ...

ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ , ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୧୧: ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବାକୁ କେତେକ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି...

ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୮ ।୧୧: ଭାରତୀୟ ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ହେଲିକପ୍ଟରରେ ଥିବା ୨ ପାଇଲଟ ଓ ୩ କ୍ରିୟୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।...

୫ ଲକ୍ଷ କୋଟିରୁ ଅଧିକ ରିକଭରି କରିଛନ୍ତି ସରକାର, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ହୋଇଛି ସୁଦୃଢ଼…

ନୂଆଦିଲ୍ଲୀ,୧୮।୧୧: ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମ୍ପ୍ରତି ସୁଦୃଢ଼ ହୋଇ ପାରିଛି। ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୬-୭ ବର୍ଷ ମଧ୍ୟରେ ବହୁ ସଂଶୋଧନ ଆଣିଛନ୍ତି। ଫଳରେ ୫ ଲକ୍ଷ କୋଟିରୁ ଅଧିକ ରିକଭରି ସମ୍ଭବ...

ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍‌ ଫଟୋ କଲା ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍‌ ଫଟୋରୁ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପୂର୍ବରୁ ଚାଇନା ଏଠାରେ ପ୍ରଥମ କେତେକ କୋଠାଘର ନିର୍ମାଣ କରିଥିଲା। ୨୦୧୯ ମାର୍ଚ୍ଚ ୧୯...

ନୁସରତଙ୍କ ବିବାହକୁ ଅବୈଧ ଘୋଷଣା କଲେ କୋର୍ଟ

କୋଲକାତା,୧୮।୧୧: ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଚର୍ଚ୍ଚାରେ ରହୁଛନ୍ତି। । ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ ୧୯ ରେ ନିଖିଲ ଜୈନ ଏବଂ ନୁସରତଙ୍କ ବିବାହ ହୋଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri