ଜାତୀୟ

୨୦୨୫ ସୁଦ୍ଧା ସଫା ହୋଇଯିବ ଯମୁନା: କେଜରିୱାଲ

ନୂଆଦିଲ୍ଲୀ,୧୮ ।୧୧: ଯାହା ମଇଳା ହେବାକୁ ୭୦ ବର୍ଷ ଲାଗିଛି ତାହା ୨ ବର୍ଷରେ ସଫା ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯମୁନାର ମଇଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେଜରିୱାଲ । ତେବେ...

୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବ ହିନ୍ଦୁ ମହାସଭା…

ମଥୁରା,୧୮।୧୧: ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ୬ ଡିସେମ୍ବରରେ ମଥୁରା ମସଜିଦ୍‌ରେ ସ୍ଥାପନ କରିବା ଲାଗି ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା କରାଯାଇଛି। ପ୍ରଭୁଙ୍କ ବାସ୍ତବିକ ଜନ୍ମସ୍ଥାନରେ ପ୍ରତିମା ସ୍ଥାପନ ଲାଗି ମହାସଭା କହିଛି। ଏହା ସହିତ ଶାହି ମସଜିଦ୍‌ ଇଦ୍‌ଗାହରେ...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ ରହିଛନ୍ତି। ଉକ୍ତ ସ୍ଥାନଗୁଡ଼ିକୁ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ...

କୁଲଗାମ ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟପ୍ କମାଣ୍ଡର ଶାକିର ନଜାରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୮ ।୧୧: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କୁଲଗାମରେ ଚାଲିଥିବା ଏନକାଉଣ୍ଟରେ ହିଜବୁଲ ମୁଜାହିଦ୍ଦିନର ଡିଷ୍ଟ୍ରିକ୍ଟ କମାଣ୍ଡର ଶାକିର ନଜାର ନିହତ ହୋଇଛନ୍ତି । ସେ ୨୦୧୮ରୁ...

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଏଭଳି ଘଟଣାରେ କ’ଣ ହାତରେ ଗ୍ଲୋଭସ୍‌ ପିନ୍ଧି ଅପରାଧୀ ଅପରାଧ...

ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ହେବ ଆତଙ୍କବାଦ ମୁକ୍ତ…

ନୂଆଦିଲ୍ଲୀ,୧୮।୧୧: ଜମ୍ମୁ -କଶ୍ମୀରରେ ଆତଙ୍କବାଦକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଲୋପ ହେବ ବୋଲି ସେ କହିିଛନ୍ତି। ମନୋଜ ସିହ୍ନାଙ୍କ ଏହି ବିବୃତ୍ତି...

ଆନ୍ଦୋଳନ କରିଥିବା କୃଷକଙ୍କ ପାଇଁ ଆଉ ଏକ ଘୋଷଣା କଲେ ଚନ୍ନି

ଚଣ୍ଡିଗଡ଼,୧୮ ।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ କେତେଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଏବେ କିନ୍ତୁ କୃଷକଙ୍କ ନାଁରେ ଥିବା ସମସ୍ତ ମାମଲାକୁ ରଦ୍ଦ...

ପୁଣି ୟୁନେସ୍କୋକୁ ନିର୍ବାଚିତ ହେଲା ଭାରତ

ନୂଆଦିଲ୍ଲୀ,୧୮।୧୧: ମିଳିତ ଜାତିସଂଘର ଶିକ୍ଷା ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ପୁନଃ ନିର୍ବାଚିତ ହୋଇଛି। ୟୁନେସ୍କୋ କାର୍ଯ୍ୟ ନିର୍ବାହୀ ବୋର୍ଡରେ ଭାରତ ୨୦୨୧-୨୫ ଯାଏ କାର୍ଯ୍ୟ କରିବ। ଭାରତ ସପକ୍ଷରେ ୧୬୪ ଖଣ୍ଡ ଭୋଟ ଥିଲା। ବୁଧବାର...

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି।...

ଥମିବାର ନାଁ ଧରୁନି ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୯୧୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ଖବରଦାତା, ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନି

ନୂଆଦିଲ୍ଲୀ,୧୮।୧୧: ତ୍ରିପୁରା ହିଂସା ବେଳେ ସଂଖ୍ୟାଲଘୁ ସମୁଦାୟକୁ ଟାର୍ଗେଟ କରାଯାଇଥିବା ନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଜଣେ ଖବରଦାତା ଓ ଦୁଇଜଣ ଓକିଲ ଅନୁସନ୍ଧାନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଖବରଦାତା ଶ୍ୟାମ ମୀରା ସିଂ ଏବଂ ଆଇନଜୀବୀ...

କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୩ରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳିରେ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ । ମିଳିଥିବା ସୂଚନାରୁ ଜଣାପଡିଛି କି ୧୩ ଡିସେମ୍ବରରୁ ପ୍ରାୟ ୧ ମାସ ପର୍ଯ୍ୟନ୍ତ ବାରାଣସୀରେ ବଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri