ଜାତୀୟ

ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ...

ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍‌ ସ୍ବତନ୍ତ୍ର ଭାବେ ଆନିମେଟେଡ୍‌ ଡୁଡଲ୍‌ କରି ୨୦୨୧କୁ ବିଦାୟ ଜଣାଇଛି।...

ଦେଶରେ ଓମିକ୍ରନ ନେଲା ଦ୍ୱିତୀୟ ଜୀବନ

ଜୟପୁର,୩୧।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଆତଙ୍କ ଖେଳାଇଛି। ଏବେ ଦେଶରେ ଓମିକ୍ରନ ମାମଲା ୧ ହଜାର ଟପିଛି। ଓମିକ୍ରନରେ ଦେଶରେ ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ଜଣେ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।...

ଚତୁର୍ଥୀ ରାତିରେ କନ୍ୟାଙ୍କ ପେଟରେ ହେଲା ଯନ୍ତ୍ରଣା: ସତ ଜଣାପଡିବା ପରେ…

ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ ଝିଅକୁ ପିପଲି ଖେଡାର ଜଣେ ଯୁବକଙ୍କୁ ଠକାମି କରି ବିବାହ କରିଥିଲେ।...

ଭାଜପାକୁ ଝଟ୍‌କା: ବାଜି ମାରିଲା କଂଗ୍ରେସ

ବେଙ୍ଗାଲୁରୁ,୩୧।୧୨: କର୍ନାଟକ ମ୍ୟୁନିସିପାଲିଟି ନିର୍ବାଚନରେ ଶାସକ ଭାଜପାକୁ ଏକ ବଡ ଝଟ୍‌କା ଲାଗିଛି। ୧,୧୮୪ ଆସନ ମଧ୍ୟରୁ ୫୦୧ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଏହି ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଛି।...

ପୁଣି ଜଣେ ଧନକୁବେରଙ୍କ ଘରେ ଚଢାଉ

କନୌଜ,୩୧।୧୨: ଉତ୍ତରପ୍ରଦେଶର କନୌଜ ସହରର ସୁଗନ୍ଧ ବ୍ୟବସାୟୀଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ଏଠାରେ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜୈନଙ୍କଠାରୁ ମିଳିଥିବା ବିପୁଳ ନଗଦ କଳା ଟଙ୍କା ମିଳିବା ପରେ, ଏବେ ଆଇଟି ଟିମ ଏସପି ଏମଏଲସି ସୁଗନ୍ଧିତ ବ୍ୟବସାୟୀ...

ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!

ପାଟନା,୩୧ ।୧୨: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ଟଳି ପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧୨: ଶ୍ରୀନଗର ଜିଲାର ପାଣ୍ଟା ଛକ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଶ୍ମୀର ଘାଟିରେ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ...

ବିଶେଷଜ୍ଞଙ୍କ ଦାବି ମୁମ୍ବାଇ-ଦିଲ୍ଲୀର କିଛି ଅଞ୍ଚଳରେ ଆସି ସାରିଲାଣି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପି ସାରିଲାଣି । ଏବେ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୧୨୦୦ରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ରରେ...

୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା ପରେ ନୂଆ ବର୍ଷ ଫିକା ପଡିବାକୁ ଯାଉଛି । କାରଣ ସମସ୍ତ ରାଜ୍ୟ...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ମହାରାଷ୍ଟ୍ର ପିମ୍ପରି ଚିଚୱାଡାର ବାସିନ୍ଦା ୫୨ ବର୍ଷୀୟ ଜଣେ...

ମହଙ୍ଗା ପଡ଼ିଲା ଗାନ୍ଧିଜୀଙ୍କ ବିରୋଧରେ ମନ୍ତବ୍ୟ ଦେବା

ମୁମ୍ବାଇ, ୩୧।୧୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ହିନ୍ଦୁଧର୍ମ ନେତା କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୋଲିସ ଗୁରୁବାର ମଧ୍ୟପ୍ରଦେଶରୁ ଗିରଫ କରିଛି। ତାଙ୍କ ବିରୋଧରେ ୪ ଦିନ ପୂର୍ବରୁ ଏତଲା ଦାଏର ହୋଇଥିଲା। ଛତିଶଗଡ଼ ଅଣାଯିବା ପରେ ତାଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri