ଜାତୀୟ

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଶରଦ ପଓ୍ବାର…

ନୂଆଦିଲ୍ଲୀ, ୩୦।୧୨: ଏନସିପି ମୁଖ୍ୟ ଶରଦ ପ୍‌ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ନେଇ ପ୍ରଶଂସା କରି କହିଛନ୍ତି। ଶରଦ କହିଛି ମୋଦି ପ୍ରକୃତି ଏପରି ଯେ ଯେତେବେଳେ ସେ ତାଙ୍କ ହାତରେ ଏକ କାର୍ଯ୍ୟ...

ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ୍‌)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆ କହିଛନ୍ତି ଯେ, ସଂକ୍ରମଣକୁ ଡରିବାର କୌଣସି...

ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ସମ୍ପର୍କରେ ଜାଣିବା ହେବ ସହଜ…

ପୁଣେ/ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ସମ୍ପର୍କରେ ଏବେ ସହଜରେ ଜଣାପଡ଼ିବ। ପୁଣେର ଇଣ୍ଡିଆନ କାଉନସିଲ ଅଫ...

ମୁମ୍ବାଇରେ ୧୪୪ ଧାରା, ୭ ଜାନୁୟାରୀ ପର୍ଯ୍ୟନ୍ତ ହୋଇପାରିବନି କୌଣସି ପାର୍ଟି

ମୁମ୍ବାଇ,୩୦ ।୧୨: ଦେଶରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଏଥର ବି ଆଗରେ ରହିଲାଣି ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ସେଠାରେ ୨୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ନୂଆ ନିୟମ ଲାଗୁ...

ଟିକାଦାନ ସତ୍ତ୍ୱେ ଥମୁନି ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୩ ହଜାର ୧୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ...

ଘନେଇଲା ଓମିକ୍ରନ୍‌ ସଙ୍କଟ, ୨୨ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଲା…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଙ୍କଟ ଘନେଇବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଛୁଇଁଛି। ଦେଶରେ...

ଦେଶରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୩୦ ।୧୨: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଲାଣି । କୋଭିଡର ନୂଆ ଭାରିଏଣ୍ଟ ଆଶା କରାଯାଉଥିବା ତୁଳନାରେ ଅଧିକ ବଢିବାରେ ଲାଗିଛି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ୨...

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୩୦।୧୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ମଙ୍ଗଳବାର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ହେଲେ ଏହି ବିସ୍ତାର ପରେ ଭାଜପାରେ ବିବାଦ ବଢ଼ିଛି। କାରଣ ଦୁଇ ନୂଆ ମନ୍ତ୍ରୀ କମଲ ଗୁପ୍ତା (ଭାଜପା)...

ଗିରଫ ହେଲେ କାଳିଚରଣ

ରାୟପୁର,୩୦ ।୧୨: ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି ଦେଇଥିବା କାଳିଚରଣ ମହାରାଜଙ୍କୁ ଶେଷରେ ପୋଲିସ ଗିରଫ କରିଛି । ରାୟପୁର ପୋଲିସ ତାଙ୍କୁ ମଧ୍ୟପ୍ରଦେଶର ଖୁଜରାହୋରୁ ଗିରଫ କରିଛି । କାଳିଚରଣଙ୍କ ବିରୋଧରେ ଛତିଶଗଡ଼ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମାମଲା...

ଟଙ୍କା ମାଗିବାକୁ କୋର୍ଟ ପହଞ୍ଚିଲେ ପିୟୁଷ: ୫୨ କୋଟି ଟ୍ୟାକ୍ସ ପେନାଲ୍ଟି କାଟି ଅବଶିଷ୍ଟ ଫେରାଇ ଦେବାକୁ କଲେ ଅନୁରୋଧ

କାନପୁର,୩୦ ।୧୨: ଶହ ଶହ କୋଟି ଟଙ୍କା କଳାଧନ ଠୁଳ କରିଥିବା ମାମଲାରେ ଗିରଫ ହୋଇଥିବା ଉତ୍ତରପ୍ରଦେଶ କାନପୁରର ବ୍ୟବସାୟୀ ପିୟୁଷ ଜୈନ ଏବେ ଟଙ୍କା ମାଗିବାକୁ କୋର୍ଟରେ ପହଞ୍ଚିଛନ୍ତି । ସେ କହିଛନ୍ତି ମୋ ଉପରେ ଟ୍ୟାକ୍ସ ଚୋରି...

ଖୁସି ଖବର: ଟିକା ନେଇଥିବା ଲୋକଙ୍କୁ ଓମିକ୍ରନ୍ ଆଶଙ୍କା କମ୍‌

ନୂଆଦିଲ୍ଲୀ,୩୦ ।୧୨: ସାରା ବିଶ୍ୱରେ ଏବେ ତାଣ୍ଡବ ରଚିଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଆଶ୍ୱସ୍ତିକର ଖବର ଦେଇଛି ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri