ଜାତୀୟ

୮ ଜଣଙ୍କ ବିରୋଧରେ ଆଣିଥିଲେ ମିଛ ବଳାତ୍କାର ଅଭିଯୋଗ

ଗୁରୁଗ୍ରାମ,୩୦।୧୨: ଲୋକଙ୍କ ନାମରେ ମିଛ ବଳାତ୍କାର ଅଭିଯୋଗ କରିବା ପାଇଁ ଗୁରୁଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା କଲେଜ ଛାତ୍ରୀ ପୋଲିସ ଆଗରେ ୮ ଜଣଙ୍କ ବିରୋଧରେ ମିଛ ବଳାତ୍କାର ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି।...

ଭାଜପାକୁ ଏକ କୋଟି ଭୋଟ ମିଳିିଲେ ୭୦ ଟଙ୍କାରେ ମଦ ମିଳିବ

ବିଜୟଓ୍ବାଡା,୩୦।୧୨: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାଜପାକୁ ଆନ୍ଧ୍ରପ୍ରଦେଶରେ ୧ କୋଟି ଭୋଟ ମିଳିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଯୋଗାଉ ଦେବୁ। ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟର ଭାଜପା ସଭାପତି ସୋମୁ ବୀରରାଜୁ। “ରାଜ୍ୟରେ ଚଢ଼ା ଦରରେ...

କଲେଜରେ ପଶି ଶିକାର କଲା ଚିତାବାଘ

କୋଏମ୍ବାଟର,୨୯।୧୨: କୋଏମ୍ବାଟରର ଏକ କଲେଜରେ କ୍ଲାସ ସମୟରେ କ୍ୟାମ୍ପସ ଭିତରକୁ ପଶି ଆସିଥିଲା ଏକ ଚିତାବାଘ। କ୍ୟାମ୍ପସରେ ଏକ ବୁଲା କୁକୁରକୁ ଶିକାର କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଭାଗ୍ୟବଶତଃ କଲେଜ ଛୁଟି ଥିବାରୁ ଆଖପାଖରେ କେହି ନ...

ଚୋର ସନ୍ଦେହରେ ଦଳିତ ନାବାଳିକାଙ୍କୁ ନିର୍ଯାତନା

ଲକ୍ଷ୍ନୌ,୨୯।୧୨: କିଛି ବ୍ୟକ୍ତି ନିର୍ଦୟ ଭାବେ ଦଳିତ ନାବାଳିକାଙ୍କୁ ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଉତ୍ତରପ୍ରଦେଶର ଆମେଠି ଅଞ୍ଚଳର ଜଣାପଡ଼ିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭିଡିଓରେ...

ରେଷ୍ଟୁରାଣ୍ଟରେ ପିଆଜ ମାଗିବା ପଡ଼ିଲା ମହଙ୍ଗା; ମାଡ଼ ମାରି ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ କର୍ମଚାରୀ

କୋଲକାତା,୨୯।୧୨: ପିଆଜ ମାଗିଲେ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ଉକ୍ତ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଗିରଫ କରିନିଆଯାଇଛି। ଘଟଣାଟି କୋଲକାତାର ହାତିବାଗାନ ଅଞ୍ଚଳର। ଦୁଇଜଣ ଯୁବକଙ୍କୁ କଥିତ ଭାବେ ପିଟିବାକୁ ନେଇ ଅଭିଯୋଗ ହେବା...

ଆଜୀବନ ଜେଲଦଣ୍ଡ ପାଇବା ପରେ ଏମିତି କାଣ୍ଡ ଘଟାଇଲେ ବଳାତ୍କାରୀ

ସୁରଟ,୨୯।୧୨: ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ସୁରାଟର ଏକ କୋର୍ଟ। ଦଣ୍ଡାଦେଶ ଶୁଣାଇବା ପରେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପି...

କଂଗ୍ରେସର ମୁଣ୍ଡବିନ୍ଧା ବଢାଇଲେ ସିଦ୍ଧୁ: କହିଲେ, ବିନା ବରରେ କି ବରଯାତ୍ରୀ

ଚଣ୍ଡିଗଡ଼,୨୯।୧୨: ପଞ୍ଜାବରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପୁଣି ଥରେ କଂଗ୍ରେସର ଚିନ୍ତା ବଢାଇଛନ୍ତି। ସିଦ୍ଧୁ ନିଜ ଦଳ ଉପରେ ବର୍ଷି ୨୦୨୨ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିବାକୁ କହିଛନ୍ତି। ବୁଧବାର ନବଜୋତ...

ଓମିକ୍ରନକୁ ନେଇ ଏପରି ଚେତାବନୀ ଦେଲା ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଉଛି। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି।...

ସହଦେବଙ୍କ ମୁହଁରେ ହସ

ରାୟପୁର,୨୯।୧୨: ଦୁର୍ଘଟଣାରେ ଗୁରୁତର ହୋଇଥିଲେ ‘ବଚପନ୍‌ କା ପ୍ୟାର୍‌’ ଗାଇ ଲୋକପ୍ରିୟ ହୋଇଥିବା କୁନି ଗାୟକ ସହଦେବ ଦିର୍‌ଦୋ। ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଏବେ ସେ ହୋସ୍‌କୁ ଫେରିଛନ୍ତି। ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟରେ...

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଉପକରଣଗୁଡ଼ିକରେ ଅନେକ ଉପତନ୍ତ୍ର ଏବଂ ପ୍ରତିରକ୍ଷା ଉତ୍ପାଦନର ଉପାଦାନ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଡିସେମ୍ବରରୁ ଏହି...

ବିପିଏଲ କାର୍ଡଧାରୀଙ୍କ ପାଇଁ ଶସ୍ତା ହେବ ପେଟ୍ରୋଲ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରାଜ୍ୟର ବିପିଏଲ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିପିଏଲ କାର୍ଡଧାରୀଙ୍କ ପାଇଁ ପେଟ୍ରୋଲ ଦର ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ ଏହାର ମୂଲ୍ୟ...

ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି। ୨୦୨୨ ଜାନୁୟାରୀ ୬ରେ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ମାତ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri