Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
India Latest Breaking News | National News live Updates in Odia

ଜାତୀୟ

ଭିଡିଓ ଦେଖି ଚାକିରି ଯାଚିଲେ ମହିନ୍ଦ୍ରା

ମୁମ୍ବାଇ,୨୮।୧୨: ଶିଳ୍ପପତି ଆନନ୍ଦ ମିହନ୍ଦ୍ରାଙ୍କୁ ହତବାକ୍‌ କରି ଦେଇଛନ୍ତି ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି। ହାତଗୋଡ଼ ନ ଥାଇ ମଧ୍ୟ ଉକ୍ତ ବ୍ୟକ୍ତି ମୋଡିଫାଏଡ୍‌ ଯାନ ଚଲାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ହାତ ଗୋଡ଼...

୨୦୨୨ ଇସ୍ରୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ

ନୂଆଦିଲ୍ଲୀ, ୨୭ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ୨୦୨୧ରେ କରୋନା କଟକଣା ଯୋଗୁ...

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟସେବା ସବୁଠୁ ଖରାପ

ନୂଆଦିଲ୍ଲୀ, ୨୭ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ। ସାମଗ୍ରିକ ସ୍ବାସ୍ଥ୍ୟସେବାରେ ମଧ୍ୟ କେରଳ ସବୁଠୁ ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ...

ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ,୨୭।୧୨: ଫେକ୍‌ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଧିକାରୀଙ୍କ ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଜଣେ ଅଭିନେତ୍ରୀ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଜଣେ ମହିଳା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା...

ପୁଲଓ୍ବାମାରେ ସୁରକ୍ଷା ବଳକୁ ବଡ଼ ସଫଳତା

ଶ୍ରୀନଗର,୨୭।୧୨: କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷା ବଳକୁ ସୋମବାର ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଇଏମ) ପାଇଁ କାମ କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଯୋଗୁ ବୁଦଗ୍ରାମ ଜିଲାରେ ଜେଇଏମ୍‌ ସଦସ୍ୟମାନେ ସକ୍ରିୟ ଥିଲେ।...

ମଦର ଟେରେସାଙ୍କ ଚ୍ୟାରିଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଛି କେନ୍ଦ୍ର

କୋଲକାତା, ୨୭।୧୨: ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ମିଶନାରିଜ୍‌ ଅଫ୍‌ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ଅଚଳ କରିଦେଇଥିବା ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଆକାଉଣ୍ଟ ଅଚଳ ହେବା କାରଣରୁ ମିଶନାରିର ୨୨,୦୦୦...

‘ଦିନରେ ରାଲି, ରାତିରେ କର୍ଫ୍ୟୁ’

ଲକ୍ଷ୍ନୌ,୨୭।୧୨: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶରେ ବଡ଼ ବଡ଼ ରାଲି ଆୟୋଜନ କରାଯାଉଛି। ଏଥିଲାଗି ଭାଜପା ନେତୃତ୍ୱକୁ ସମାଲୋଚନା କରିଛନ୍ତି ଏମ୍‌ପି ବରୁଣ ଗାନ୍ଧୀ। “ରାତିରେ କର୍ଫ୍ୟୁ ଲଗାଯାଉଥିବା ବେଳେ ଦିନରେ ଲକ୍ଷ ଲକ୍ଷ...

ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟ ଆପତ୍ତିଜନକ ପୋଷ୍ଟ୍‌ କଲେ ଦାୟୀ ନୁହନ୍ତି ଆଡମିନିଷ୍ଟ୍ରେଟର, ହାଇକୋର୍ଟ…

ଚେନ୍ନାଇ, ୨୭।୧୨: ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ସଦସ୍ୟଙ୍କ ଦ୍ୱାରା କରାଯାଉଥିବା ଆପତ୍ତିଜନକ ପୋଷ୍ଟ୍‌ ପାଇଁ ଆଡମିନିଷ୍ଟ୍ରେଟର ଦାୟୀ ହେବେ ନାହିଁ। ମାଡ୍ରାସ୍‌ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ବିଚାରପତି ଜି.ଆର୍‌. ସ୍ବାମୀନାଥନଙ୍କ ନେତୃତ୍ୱରେ ଗଠିତ...

କଳିଯୁଗର ପୁଅ: ବୀମା ରାଶି ପାଇବାକୁ ବାପାଙ୍କୁ ପିଟିପିଟି କଲେ ହତ୍ୟା

ଭରତପୁର,୨୭।୧୨: ରାଜସ୍ଥାନର ଭରତପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭରତପୁରର ଡିଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଜଣେ ପୁଅ ଦୁର୍ଘଟଣା ବୀମା ରାଶି ପାଇବାକୁ ତାଙ୍କର ଦୁଇ ସହଯୋଗୀଙ୍କ ସହ ମିଶି ବାପାଙ୍କୁ ଅତି ନିର୍ମମ ଭାବରେ...

ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ: ୫ ବିଧାୟକ ଦଳ ଛାଡିବା ଦେଇ ଦାବି କଲେ ବାବୁଲ ସୁପ୍ରିୟୋ

କୋଲକତା,୨୭।୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ ଥିବା କହିଛନ୍ତି। ସେ ଏହା ମଧ୍ୟ ଦାବି କରିଚନ୍ତି କି ଭାଜପାର ୫ ବିଧାୟକ ଖୁବ୍‌ଶୀଘ୍ର ଦଳ ଛାଡିବେ। ଏହି ୫...

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ ସୁନ୍ଦର ଦେଖାଯାଏ, କିନ୍ତୁ ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ। ନିକଟରେ ଜମ୍ମୁ କାଶ୍ମୀରର...

ଗୋଆରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ୍ ସଂକ୍ରମିତ: ସଂକ୍ରମଣ ସଂଖ୍ୟାରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୨୭ ।୧୨: ବେଳକୁ ବେଳ କାୟା ବିସ୍ତାର କରି ଚାଲିଛି ଓମିକ୍ରନ୍ । କରୋନାର ଏହି ନୂଆ ଭାରିଏଣ୍ଟ ଏବେ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପହଞ୍ଚି ସରିଲାଣି । ସୋମବାର ଗୋଆରେ ଜଣେ ୮ ବର୍ଷର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri