ଜାତୀୟ

ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ

ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଦେଶରେ ହିନ୍ଦୀ...

ଜମ୍ମୁ-କଶ୍ମୀରରେ ୩୮ ପାକିସ୍ତାନୀ ଆତଙ୍କବାଦୀ, ଗୋଇନ୍ଦା ରିପୋର୍ଟ…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀମାନେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଷଡଯନ୍ତ୍ର କରୁଛନ୍ତି। ଟାର୍ଗେଟ କିଲିଂ ଠାରୁ ଆରମ୍ଭ କରି ଯୁବକମାନଙ୍କୁ ପ୍ରତାରଣା କରି ଆତଙ୍କବାଦ ପଥରେ ଠେଲିଦେବା ଯୋଜନା ଜାରି ରଖିଛନ୍ତି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି...

ରାଜଧାନୀରେ ୨ ଦିନିଆ ଲକଡାଉନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍‌ ଘୋଷଣା ପାଇଁ ବିଚାର...

ସ୍ବାସ୍ଥ୍ୟ ସେବା ବିକାଶ ପାଇଁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି, ବିହାରକୁ ସର୍ବାଧିକ…

ନୂଆଦିଲ୍ଲୀ,୧୩।୧୧: ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ ରାଜ୍ୟକୁ ୮,୪୫୩.୯୨ କୋଟି ଅନୁଦାନ ପ୍ରଦାନ କରାଯାଇଛି। ୧୯ଟି ରାଜ୍ୟର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବିକଶିତ ସ୍ବାସ୍ଥ୍ୟ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

୫ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୮୫୦...

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଓଡ଼ିଶା ଯୁବକଂଗ୍ରେସ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି।...

ଫେରିଲା ହିନ୍ଦୁତ୍ୱ ବିବାଦ

ନୂଆଦିଲ୍ଲୀ/ଓ୍ବାର୍ଦ୍ଧା/ସମ୍ଭଲ,୧୩।୧୧: ଅଯୋଧ୍ୟା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ଏବେ ସଫେଇ ଦେବାରେ ଲାଗିଛି। ୬୮ ବର୍ଷୀୟ ଖୁର୍ସିଦ ‘ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନେଶନହୁଡ୍‌ ଇନ୍‌ ଆଓ୍ବାର ଟାଇମ୍ସ’ରେ ହିନ୍ଦୁତ୍ୱକୁ ଆଇଏସ୍‌ ଏବଂ...

ଚାଇନା ସବୁଠୁ ବଡ଼ ବିପଦ: ସିଡିଏସ୍‌

ନୂଆଦିଲ୍ଲୀ, ୧୩।୧୧: ଭାରତର ସୁରକ୍ଷା ପ୍ରତି ଚାଇନା ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ସେଥିପାଇଁ ଗତବର୍ଷ ଚାଇନା ସୀମାକୁ ଭାରତ ହଜାର ହଜାର ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇଥିଲା। ବିଶ୍ୱାସର ଅଭାବ ସାଙ୍ଗକୁ ସନ୍ଦେହ ବଢ଼ୁଥିବାରୁ ଭାରତ-ପାକ୍‌...

କଳାହାଣ୍ଡି ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ସିପିସିଆର୍‌

ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡିର ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ର ନାବାଳିକା ଛାତ୍ରୀମାନଙ୍କୁ ଯୌନ ଶୋଷଣ କରାଯିବା ଅଭିଯୋଗର ତୁରନ୍ତ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌) କଳାହାଣ୍ଡି...

୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: କ୍ରୀଡାବିତଙ୍କୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଶନିବାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ। ଏ ବର୍ଷ ୧୨ ଜଣ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ...

ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଉପରେ ଦିଲ୍ଲୀ, ଟପ୍ ୧୦ରେ ଦେଶର ୩ ସହର

ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି ଚାଲିଥିବା ଯାନବାହାନ ଯୋଗୁ ଏହି ସମସ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ଦିଲ୍ଲୀ...

ଜାନୁୟାରୀ ୨୬ ହିଂସାରେ ଗିରଫ ହୋଇଥିବା କୃଷକଙ୍କୁ ମିଳିବ ୨ଲକ୍ଷ ଟଙ୍କା

ଚଣ୍ଡିଗଡ଼,୧୩ ।୧୧: ପଞ୍ଜାବ ସରକାର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହଛନ୍ତି ଚଳିତବର୍ଷ ୨୬ ଜାନୁୟାରୀରେ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ପଞ୍ଜାବର ସମସ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri