ଜାତୀୟ

ମିଥ୍ୟା ଶିଶୁ ନିର୍ଯାତନା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ…

ଥିରୁଭାନନ୍ତପୁରମ୍‌,୧୧।୧୧: ଶିଶୁ ନିର୍ଯାତନା ନେଇ ମିଥ୍ୟା ଅଭିଯୋଗ ଦ୍ୱାରା ଅଭିଯୁକ୍ତଙ୍କ ଜୀବନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଏଭଳି ଅଭିଯୋଗ ମାତାପିତାଙ୍କ ବିରୋଧରେ ଅଣାଗଲେ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେରଳ...

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ,୧୧ ।୧୧: ଜମ୍ମୁ-କଶ୍ମୀରରେ ଅଶାନ୍ତ ବାତାବାରଣ ସୃଷ୍ଟି କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା ଚଳାଇଛି । ହେଲେ ଭାରତୀୟ ସେନା ଏହାର କଡା ଜବାବ ଦେଇ ଚାଲିଛନ୍ତି । ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି...

ବିବାଦରେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୧୧ ।୧୧: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିିଦ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗୋଟିଏ ଦିନ ପୂର୍ବରୁ ଉନ୍ମାଚିତ ହାଇଥିବା ତାଙ୍କ ପୁସ୍ତକରେ ହିନ୍ଦୁତ୍ୱକୁ ନେଇ କିଛି କଥା କୁହାଯାଇଛି । ଯାହାକୁ ନେଇ...

ତିହାର ଜେଲର ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧୧: ୟୁନିଟେକ ମାମଲାରେ ଅଭିଯୁକ୍ତଙ୍କ ସହ ଜେଲ କର୍ତ୍ତୃପକ୍ଷଙ୍କ ଜଟିଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତିହାର ଜେଲରେ ପରିସ୍ଥିତିକୁ ଦର୍ଶାଇ କହିଛନ୍ତି ଯେ ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼...

ତାଞ୍ଜାନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟ

ଡୋଡୋମା,୧୧ ।୧୧. ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା...

କାନାଡାରୁ ଆସିଲା ୧୦୦ବର୍ଷ ପୁରୁଣା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି, କାଶୀ ବିଶ୍ୱନାଥ ମନ୍ଦିରରେ ହେବ ସ୍ଥାପନ

ନୂଆଦିଲ୍ଲୀ,୧୧ ।୧୧: ବାରାଣସୀରୁ ଚୋରୀ ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ନଭେମ୍ବର ୧୫ରେ କାଣୀ ବିଶ୍ୱନାଥ ମନ୍ଦିରରେ ସ୍ଥାପନ କରାଯିବ । ଏହି ମୂର୍ତ୍ତି ପାଖାପାଖି ୧୦୦ ବର୍ଷ ପୂର୍ବରୁ ଚୋରୀ ହୋଇ କାନାଡା ଚାଲିଯାଇଥିଲା । ନିକଟରେ ଏହାକୁ...

ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି

କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ଶ୍ରାବନ୍ତି ଚାଟାର୍ଜୀ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଟଇଟର୍‌ ଯୋଗେ ଏହି...

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…

ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ ୧୦୦ ଦିନର ସ୍ବତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ରଖାଯାଇଛି। ୟୁପି ବିଜୟ ଲକ୍ଷ୍ୟ ପାଇଁ...

ଏନ୍‌ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା...

ଏଣିକି ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅ ପାଇବେ ଚାକିରି

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଦିସପୁର,୧୧।୧୧: କାରିମଙ୍ଗଜ ଜିଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ଓ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ...

ମାଲଗାଡ଼ିର ୨୧ ବଗି ଓଲଟିଲା…

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଗୁରୁବାର ସକାଳେ ଶ୍ରୀକୃଷ୍ଣ ନଗର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଲତାନପୁରରୁ ଉଦଗପୁର ଘାଟପୁର ନିକଟ ମୁଗଲସରାଇ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ୨୧ ଟି ବଗି ଓଲଟି ପଡିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri