ଜାତୀୟ

ପ୍ରେମିକାଙ୍କ ଶରୀରରେ ୧୮ ଥର ଛୁରି ଭୁସିଲେ ପ୍ରେମିକ

ହାଇଦ୍ରାବାଦ,୧୧।୧୧: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ଏତେ ରାଗି ଥିଲେ ଯେ, ପ୍ରେମିକାଙ୍କୁ ୧୮ଥର...

ଖୁସି ଖବର, ବଜାରରେ ମିଳିବ ମେଡ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌…

ନୂଆଦିଲ୍ଲୀ,୧୧।୧୧: ଖୁସି ଖବର। ଏବେ ବଜାରରେ ମେଡ୍‌ ଇନ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌ ମିଳିବ। ଖୁବ୍‌ ଶୀଘ୍ର ଏହାର ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ। ଏହାଦ୍ୱାରା କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ଆଉ ଏକ...

ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍‌ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ। ତେବେ ତୃତୀୟ...

୨୬୬ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ…

ନୂଆଦିଲ୍ଲୀ,୧୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୩ ହଜାର ୯୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...

ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍‌-କାନାଡ଼ା-ସୌଦି ବାହାର…

ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା କିନ୍ତୁ ନୀରବ ଭାବେ ଲାଗିବ। ଭାରତ ୧୫୨ ଦେଶ ପାଇଁ ଇ-ଭିଜା ସୁବିଧା ପୁଣି...

ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର...

ପୁଣି ଆରମ୍ଭ ହେବ ଏମ୍‌ପିଲାଡ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ କରିଦିଆଯାଇଥିବା ଏମ୍‌ପିମାନଙ୍କ ଆଞ୍ଚଳିକ ବିକାଶ ଯୋଜନା (ଏମ୍‌ପିଲାଡ୍‌)କୁ ପୁନର୍ବାର କାଏମ ଓ ଜାରି ରଖିବା ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ...

କାସଗଞ୍ଜ ହାଜତ ମୃତ୍ୟୁ ମାମଲାକୁ ନେଇ ତେଜୁଛି ରାଜନୀତି: ପୀଡ଼ିତ ପରିବାରକୁ ଭେଟି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୧୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବେଳକୁ ବେଳ ସରଗରମ ହେଉଛି ରାଜନୀତି । କାସଗଞ୍ଜ ମାମଲାକୁ ନେଇ ଏବେ ରାଜନୀତି ପୁଣିଥରେ ତେଜିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତଥା ଉତ୍ତର...

ଶେଷ ହେଲା ଛଟ ପୂଜା: ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ କରାଗଲା ସୁଖ ସମୃଦ୍ଧି କାମନା

ନୂଆଦିଲ୍ଲୀ,୧୧ ।୧୧: ଚାରି ଦିନ ଧରି ଚାଲିଥିବା ଛଟ ପୂଜା ୧୧ ନଭେମ୍ବର ଅର୍ଥାତ୍ ଗୁରୁବାର ଶେଷ ହୋଇଛି । ସକାଳର ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଏହି ପୂଜା ସମାପନ କରାଯାଇଛି । ଏଥର ନଭେମ୍ବର ୮ରେ...

ତାମିଲନାଡୁ ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ: ୯ ଜିଲାକୁ ରେଡ ଆଲର୍ଟ

ଚେନ୍ନାଇ,୧୧ ।୧୧: ତାମିଲନାଡୁରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହା ସୁଧୁରିବା ପରିବର୍ତ୍ତେ ବେଳକୁ ବେଳ ବିଗିଡିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।...

ବିବାହ କରିବାକୁ ମନା କରିଦେବାରୁ

ହାଇଦ୍ରାବାଦ୍‌,୧୦।୧୧: ବିବାହ କରିବାକୁ ମନା କରି ଦେବାରୁ ହାଇଦ୍ରାବାଦ୍‌ରେ ବୁଧବାର ଜଣେ ଯୁବତୀଙ୍କୁ ୧୮ ଥର ଛୁରା ମାଡ଼ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଜଣକ ହେଲେ ପୀଡ଼ିତାଙ୍କ ପୂର୍ବତନ ବୟଫ୍ରେଣ୍ଡ। ଗ୍ରେଟର ହାଇଦ୍ରାବାଦର ହସ୍ତୀପୂରମରେ ପୀଡ଼ିତାଙ୍କ ରୁମରେ...

କୋର୍ଟରେ ବିଚାରପତିଙ୍କୁ ଚପଲ ଫୋପାଡ଼ିଲେ ହତ୍ୟା ଅଭିଯୁକ୍ତ

ଥାଣେ,୧୦।୧୧: ଏକ ହତ୍ୟା ମାମଲାର ଅଭିଯୁକ୍ତ ଶୁଣାଣି ବେଳେ ବିଚାରପତିଙ୍କୁ ଚପଲ ଫୋପାଡ଼ିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲାର କଲ୍ୟାନ କୋର୍ଟରେ ଘଟିଛି ଏଭଳି ଘଟଣା। ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ତାରିଖରେ କୋର୍ଟକୁ ଅଣା ନ ଯାଉ ଥିବାରୁ ଅଭିଯୁକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri