ଜାତୀୟ

ପ୍ରଥମ ମହିଳା ଫୁଟବଲର୍‌ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ...

ମଦ ଗନ୍ଧରେ ଆକର୍ଷିତ ହେଉଛନ୍ତି ମଶା, ବଢାଉଛନ୍ତି ରୋଗ!

କାନପୁର,୯ ।୧୧: ଡେଙ୍ଗୁ ପରେ ଏବେ କାନପୁରବାସୀ ଜିକା ଭାଇରସକୁ ନେଇ ଭୟଭିତ ଅଛନ୍ତି । ମଶା ଦ୍ୱାରା ଏହା ବ୍ୟାପୁଥିବାରୁ ଏବେ କାନପୁର ସ୍ୱାସ୍ଥ୍ୟ ବିଭାଗ ମଶାଠାରୁ ଦୂରେଇ ରହିବାର ଉପାୟ ଖୋଜୁଛି । କିଟ ବିଜ୍ଞାନ ବିଶେଷଜ୍ଞଙ୍କ...

୪୦ ଜୀବନ ଯିବାପରେ ୫୬୮ ଜଣ ଗିରଫ, ମଦମୃତ୍ୟୁର ହିସାବ ୧୬ ନଭେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ…

ପାଟନା,୯।୧୧: ବିହାରର ଗୋପାଳଗଞ୍ଜ, ବେତିୟା ଏବଂ ସମସ୍ତିପୁରରେ ବିଷାକ୍ତ ମଦ ପିଇବା ପରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ଏବେ ପୋଲିସ କ୍ରମାଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। ନଭେମ୍ବର ୧୬ ରେ ମୁଖ୍ୟମନ୍ତ୍ରୀ ନୀତୀଶ...

୨୬୬ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୧୨୬ ରେ ପହଞ୍ଚିଛି। ୨୬୬ ଦିନ ପରେ ଏହା...

ଚାକିରି ଦେବା ନାଁରେ ମହିଳାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୯।୧୧: ଚାକିରି ଦେବା ବାହାନାରେ ମହିଳାଙ୍କୁ ବଳାତ୍କାର। ଏଭଳି ଏକ ଘଟଣା ଦିଲ୍ଲୀର ଦ୍ବାରକାସ୍ଥିତ ଏକ ହୋଟେଲରେ ଘଟିଛି। ଜଣେ ବ୍ୟକ୍ତି ୨୮ ବର୍ଷିୟା ମହିଳାଙ୍କୁ ଚାକିରି ଦେବା ବାହାନରେ ହୋଟେଲକୁ ନେଇ ନିର୍ଯାତନା ଦେବା ସହ ତାଙ୍କୁ ବଳାତ୍କାର...

ପଦ୍ମ ପାଇଲେ ୧୧ ଓଡ଼ିଆ

ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ...

ନୱାବ ମଲିକଙ୍କୁ ଟାର୍ଗେଟ କଲେ ୱାନଖେଡେ ପରିବାର, ମାନହାନୀ ମାମଲା ସହ ଏସ୍‌ସି ଏସ୍‌ଟି ଆକ୍ଟରେ ଅଭିଯୋଗ

ନୂଆଦିଲ୍ଲୀ,୯ ।୧୧: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଲଗାତାର ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମିର ୱାନଖେଡେଙ୍କ ଉପରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏବେ ୱାଖେଡେ ପରିବାର ନୱାବଙ୍କ ଉପରେ ଏସ୍‌ସି...

କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ସେଲସ୍ ମ୍ୟାନଙ୍କୁ ହତ୍ୟା

ଜମ୍ମୁ,୯ ।୧୧: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଜାରି ରହିଛି । ସୋମବାର କଶ୍ମୀରର ଶ୍ରୀନଗରରେ ଆଙ୍କବାଦୀମାନେ ପୁଣି ଏକ ଟାର୍ଗେଟ କିଲିଂ କରିଛନ୍ତି । ରାତି ପାଖାପାଖି ୮ଟା ସମୟରେ ବୋହରି କଦଲ ଅଞ୍ଚଳରେ ଆତଙ୍କବାଦୀମାନେ କଶ୍ମୀର...

ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମଦିନରେ ପାଳନ ହେବ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ

ନୂଆଦିଲ୍ଲୀ,୯ ।୧୧: ଝାନ୍‌ସି ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ ତମ ଜନ୍ମଦିନ ଅବସରରେ ଝାନ୍‌ସିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ପ୍ରତିରକ୍ଷା ସମର୍ପଣ ପର୍ବ(୧୭-୧୯ ନଭେମ୍ବର)ପାଳନ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସେନାଙ୍କ ଶକ୍ତି ଓ ଡିଫେନ୍ସ ପିଏସୟୁର ଅସ୍ତ୍ର...

କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ

ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର ତୃତୀୟ ମହଲାରେ ଥିବା ପେଡିଆଟ୍ରିକ ବିଭାଗରେ ଲାଗିଯିବାରୁ ୱାର୍ଡରେ ଥିବା ୪ ଜଣ...

୨୯ରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୮।୧୧: ନଭେମ୍ବର ୨୯ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୋମବାର ଏନେଇ ସୁପାରିସ କରିଛି। ପୂର୍ବ ଅଧିବେଶନ ଭଳି ଏଥର ମଧ୍ୟ କୋଭିଡ୍‌-୧୯...

ସ୍ପାଇସଜେଟର ବଡ ଘୋଷଣା : ଇଏମଆଇରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୮।୧୧: ସ୍ପାଇସଜେଟ ବଡ ଘୋଷଣା କରିଛି । ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକ ବି ବିମାନରେ ଯାତ୍ରା କରିପାରିବେ। ଏମିତି ଏକ ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ବାକିରେ ଟିକେଟ୍‌ ବୁକ୍‌ କରି ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri