ଜାତୀୟ

ଦିଦିଙ୍କ ନୂଆ ରଣନୀତି, କଂଗ୍ରେସ-ସିପିଏମକୁ କରୁଛନ୍ତି ସଶକ୍ତ…

କୋଲକାତା,୭।୧୧: ପଶ୍ଚିମବଙ୍ଗର ନିକଟରେ ୪ଟିି ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ତିନୋଟି ଆସନରେ ଭାଜପା ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି। ବର୍ତ୍ତମାନ ଏହି ପରାଜୟକୁ ନେଇ ଦଳ ଭିତରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠୁ ବଡ କଥା...

ମୋଦି-ମମତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଏହି ଅଭିନେତା

କୋଲକାତା,୭।୧୦: ଜଣାଶୁଣା ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି। ସେହି ଚିଠିରେ ଉଲ୍ଲେଖ ଅଛି ଯେ, ସେ ନଭେମ୍ବର ୩ ତାରିଖରେ ସ୍ବିଗିରେ ଖାଦ୍ୟ...

ଭୟାବହ ଅଗ୍ନିକାଣ୍ଡ:୨ ମୃତ

ମୁମ୍ବାଇ,୭।୧୧: ମୁମ୍ବାଇର କାନ୍ଦିବାଲି ଅଞ୍ଚଳରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଥୁରାଦାସ ରୋଡରେ ଥିବା ହଂସା ହେରିଟେଜ ନାମକ ଏକ ୧୫ ମହଲା କୋଠାର ୧୪ ମହଲାରେ ଏହି ଘଟଣା ଘଟିଛି। ତେବେ ନିଆଁରେ ପୋଡି ହୋଇ...

ମୋଦି ପୁଣି ଲୋକପ୍ରିୟ ତାଲିକାର ଶୀର୍ଷରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ଶୀର୍ଷରେ ରହିଛନ୍ତି। ମର୍ନିଂ କନ୍ସଲ୍ଟ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଲିଡର ଆପ୍ରୁଭାଲ୍‌ ମୂଲ୍ୟାୟନରେ ମୋଦି ୭୦ ପ୍ରତିଶତ ଆପ୍ରୁଭାଲ ସହ ଶୀର୍ଷ ସ୍ଥାନ ହାସଲ...

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଲା…

ନୂଆଦିଲ୍ଲୀ,୭।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୫ ଶହ ଟପିଛି। ଏହି ସମୟ ମଧ୍ୟରେ ଦୈନିକ...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜଙ୍କ ସାଥିଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୭ ।୧୧: ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା କଥା ବାରମ୍ବାର ମିଛ କହି ଆସୁଥିବା ବେଳେ ଏବେ ଏହାର ଆଉ ଏକ ପ୍ରମାଣ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି କି ପାକିସ୍ତାନ ଅସଲରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି...

ଦ୍ୱିତୀୟ ଡୋଜ ଟିକା ନେଇଥିଲେ ବି ବଢୁଛି ସଂକ୍ରମଣ: ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଜମ୍ମୁ,୭ ।୧୧: ଜମ୍ମୁ-କଶ୍ମୀରରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ ସମୟରେ କୋଭିଡ ଏସ୍‌ଓପିର ଅବମାନନା କରିବା ଏବେ ମହଙ୍ଗା ପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ପରିବାର ସଂକ୍ରମିତ ହେଉଥିବା ଦେଖାଯାଇଛି । ଜମ୍ମୁ ସହରର ସରୱାଲ ଓ...

ପୋଲିସ ଷ୍ଟେଶନ ପରିସରରେ ଜଳିଗଲା ୨୫ ଗାଡି

ଖେଡା,୭ ।୧୧: ଗୁଜରାଟର ଖେଡା ଜିଲାରେ ଖେଡା ପୋଲିସ ଷ୍ଟେଶନ ପରିସରରେ ୨୫ଟି ଗାଡି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ଶନିବାର ରାତିରେ ଗାଡି ଗୁଡିକରେ ନିଆଁ ଲାଗିଯାଇଥିଲା । ଏଥିରେ ବାଇକ, ଅଟୋରିକ୍ସା ଓ କିଛି...

୧୦୨ ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ୟୁଏପିଏରେ ମାମଲା ଦାୟର, ରହିଛନ୍ତି ସୁପ୍ରିମକୋର୍ଟର ୪ ଓକିଲ

ଅଗରତାଲା,୭ ।୧୧: ଅପରାଧ ଷଡଯନ୍ତ୍ର, ଠକେଇ ଭଳି ମାମଲାରେ ଜଡିତ ଥିବା ପ୍ରାୟ ୧୦୨ ସୋସିଆଲ ମିଡିଆ ଆକାଣ୍ଟଧାରୀଙ୍କ ବିରୋଧରେ ୟୁଏପିଏ ଅଧିନରେ ମାମଲା ଦାୟର କରାଯାଇଛି । ଏଥିରେ ସୁପ୍ରିମକୋର୍ଟର ୪ ଜଣ ଓକିଲ ଥିବା ସୂଚନା ମିଳିଛି...

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ କରିଛନ୍ତି । ଏହି ସମୟରେ ସେ ସେଠାରେ ଥିବା କେତେଜଣ ଛାତ୍ରଙ୍କ ସହ...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍ ୬ଟି ମାମଲାର ଯାଞ୍ଚ କରିବ । ଯାଞ୍ଚରେ...

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଦେବେ ଗୁରୁମନ୍ତ୍ର!

ନୂଆଦିଲ୍ଲୀ,୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ସକାଳେ ଏହା ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri