ଜାତୀୟ

ଶ୍ରୀନଗରର ବୋମିନାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୫ ।୧୧: ଶ୍ରୀନଗରର ବୋମିନା ଅଞ୍ଚଳରେ ଥିବା ସ୍କିମସ୍ ହସ୍ପିଟାଲ ନିକଟରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଉଥିବା ବେଳେ ଉକ୍ତ ଅଞ୍ଚଳକୁ ଘେରାଉ...

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି ଆଉ ଉଜାଡି ଦେଇଛି ଅନେକ ପରିବାର । ଦୀପାବଳିରେ ବିହାର ଗୋପାଳଗଞ୍ଜ ଓ...

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ହାଜର ସମୟରେ ତାଙ୍କ ସହ ପିତା...

ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା,୫।୧୧: ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ତଥା ଟିଏମ୍‌ସି ପାର୍ଟିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ସେ ହୃଦଘାତର ଶିକାର ହୋଇ କୋଲକାତାର...

‘ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ’

ଡେରାଡୁନ,୫।୧୧: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରିଛନ୍ତି ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ...

କେଦାରନାଥରେ ରୁଦ୍ରାଭିଷେକ କଲେ ମୋଦି

ରୁଦ୍ରପ୍ରୟାଗ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲାର କେଦାରନାଥ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ସେ ଆଳତି କରିବା ସହ ରୁଦ୍ରାଭିଷେକ ବି କରିଛନ୍ତି । ଏହାସହ ଆଦି ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତିକୁ ମନ୍ଦିର...

ବାରଣ ସତ୍ୱେ ବି ଫୁଟିଲା ବାଣ, ବଢିଲା ପରିବେଶ ପ୍ରଦୂଷଣ

ନୂଆଦିଲ୍ଲୀ,୫ ।୧୧: ଦୀପାବଳିରେ ବାଣ ଫୁଟିବ ନାହିଁ । ଯଦି ଫୁଟିବ ତେବେ ତାହା ସବୁଜ ବାଣ ହୋଇଥିବା ଦରକାର । ଏଭଳି ନିୟମ ଲାଗୁ କରାଯିବା ପରେ ବି ରାଜଧାନୀ ଦିଲ୍ଲୀରେ ଦୀପାବଳିର ବିଳମ୍ବିତ ରାତିରେ ଏଭଳି ବାଣ...

ଦୀପାବଳି ଉପହାର ଇଲେକଟ୍ରିକ୍ ବାଇକ

ସୁରଟ,୫ ।୧୧: ଗୁଜରାଟ ସୁରଟର ଏକ କମ୍ପାନୀ ଦୀପାବଳି ଉପହାର ଭାବେ ତା’ର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଭେଟି ଦେଇଥିବା ଜଣାପଡିଛି । ୩୫ ଜଣ କର୍ମଚାରୀଙ୍କୁ ଏହି ଉପହାର ମିଳିଛି । କମ୍ପାନୀର ନିର୍ଦ୍ଦେଶକ ସୁବାଷ ଦାୱର କୁହନ୍ତି...

ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ ଗୁଜରାଟବାସୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହି ଅବସରରେ ଗୁଜରାଟ ବାସିନ୍ଦା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା...

ଏହି ରାଜ୍ୟରେ ଡିଜେଲରେ କମିଲା ୧୯ ଟଙ୍କା

ବେଙ୍ଗାଲୁରୁ,୪।୧୧: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟିରେ କିଛି ଛାଡ଼ କରିବା ପରେ ଭାଜପା ଶାସିତ ୧୦ ରାଜ୍ୟରେ ମଧ୍ୟ ଭ୍ୟାଟ କମାଇ ଦିଆଯାଇଛି। ଦୀପାବଳି ପାଇଁ କର୍ନାଟକ ସରକାର ମଧ୍ୟ ତୈଳ ଦର ଉପରେ...

ଯଦି ସରକାର ୫ ବର୍ଷ ଚାଲିପାରୁଛି, ଚାଷୀ ଆନ୍ଦୋଳନ କାହିଁକି ନୁହେଁ

ନୂଆଦିଲ୍ଲୀ,୪।୧୧: ଯଦି ସରକାର ୫ ବର୍ଷ ଚାଲିପାରୁଛି, ଆନ୍ଦୋଳନ ମଧ୍ୟ ୫ ବର୍ଷ ଧରି ଚାଲିବ। ବିବାଦୀୟ ଚାଷୀ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଉ କେତେ ଦିନ ଚାଲିବ ବୋଲି ପଚରାଯିବାରୁ ଉପରୋକ୍ତ ବୟାନ ଦେଇଛନ୍ତି ଭାରତୀୟ କିଷାନ...

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ ଦର୍ଶାଯାଇଛି। ଗତ ଜାନୁୟାରୀରେ ସାମ୍ନାକୁ ଆସିଥିବା ଏକ ସାଟେଲାଇଟ୍‌ ଫଟୋରେ ଚାଇନିଜ ଭିଲେଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri