ଜାତୀୟ

ତୈଳ ଦର ୫୦ ଟଙ୍କା କମ କରିବାକୁ ହେଲେ ଭାଜପାକୁ ସମ୍ପୂର୍ଣ୍ଣ ରୂପେ ହରାଇବାକୁ ପଡିବ: ସଞ୍ଜୟ

ମୁମ୍ବାଇ,୪ ।୧୧: ଦେଶରେ ବୃଦ୍ଧି ପାଇ ଚାଲିଥିବା ତୈଳଦରକୁ କମ୍ କରିବାକୁ ଯାଇ ଶାସକ ଭରତୀୟ ଜନତା ପାର୍ଟି(ଭାଜପା) ସରକାର ଉତ୍ପାଦନ ଶୁଳ୍କ କମ୍ କରିବାର ଦ୍ୱିତୀୟ ଦିନରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି...

୧୨ବର୍ଷର ପୁଅଙ୍କୁ ନଦୀକୁ ଠେଲିଦେଲେ

ସୁରଟ,୪।୧୧: ବାପ ନିଜ ନାବାଳକ ପୁଅକୁ ନଦୀକୁ ଠେଲି ହତ୍ୟା କରିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗୁଜରାଟ ସୁରଟର ତାନପୁର ଅଞ୍ଚଳରେ ଘଟିଛି। ସୂଚନା ଯୋଗ୍ୟ, ଗୁଜୁରାଟ ସୁରଟର ସଇଦ ଇଲିୟାଜ ଶେଖ ନାମକ ଜଣେ ବ୍ୟକ୍ତି ନିଜ...

ଦେଶମୁଖଙ୍କର ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ,୪ ।୧୧: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗୁରୁବାର ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର...

ତୈଳ ଦର କମିବାର କାରଣ

ନୂଆଦିଲ୍ଲୀ,୪।୧୧: ଏକ ସପ୍ତାହ ଧରି କ୍ରମାଗତ ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହାପରେ ୧୦ ଭାଜପା ଶାସିତ ରାଜ୍ୟରେ ମଧ୍ୟ ଭ୍ୟାଟରେ ହ୍ରାସ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ...

ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ, ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ ଫୁଲରେ ସଜା ହେଲା ମନ୍ଦିର

ଡେରାଡୁନ,୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବର ଅର୍ଥାତ୍ ଶୁକ୍ରବାର କେଦାରନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ ଯୋର ସୋରରେ ପ୍ରସ୍ତୁତି ଚାଲିଛି । ମନ୍ଦିରକୁ ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ...

‘ଛୁଟି ଚାହୁଁଥିଲେ ଏକା ଦେଖାକର’ ମନ୍ତବ୍ୟକୁ ନିର୍ଯାତନା ସୂଚକ ଭାବେ ଗ୍ରହଣ କରିହେବ ନାହିଁ, ହାଇକୋର୍ଟ…

ରାୟପୁର,୪।୧୧: ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଏଫଆଇଆର୍‌କୁ ଖଣ୍ଡନ କରି ଛତିଶଗଡ ହାଇକୋର୍ଟ କହିଛନ୍ତି, ‘ଯଦି ଛୁଟି ଚାହୁଁଛ, ଏକୁଟିଆ ଦେଖା କର’ ମନ୍ତବ୍ୟକୁ ଯୌନ ନିର୍ଯାତନା ସୂଚକ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।...

କାଳୀ ପୂଜା ଗାଇଡ୍‌ ଲାଇନ୍‌, ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ଅନୁମତି…

କୋଲକାତା,୪।୧୧: କାଳୀ ପୂଜା ନେଇ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି ଯେ, କେବଳ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ଅନୁମତି ମିଳିବ। ପୂଜା ମଣ୍ଡପ ଅଞ୍ଚଳକୁ...

୧୩୦ କୋଟି ଭାରତବାସୀଙ୍କ ଶୁଭକାମନା ଆଣିଛି, ଯବାନଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରକ୍ଷା ବାହିନୀ ସହିତ ତାଙ୍କର ଦିୱାଲୀ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ନୋଶେରା ସେକ୍ଟରରେ ପହଞ୍ଚି ସୈନିକମାନଙ୍କ...

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ ପହଞ୍ଚିଛନ୍ତି ।ଏହାପରେ ସାରେ ସୀମାରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ। ସେଠାରେ...

ସନ୍ଧ୍ୟା ୬ଟା ୧୫ରେ ‘ମୁହୂର୍ତ୍ତ ଟ୍ରେଡିଂ’, ୭ଟା ୧୫ରେ ହେବ ବନ୍ଦ…

ମୁମ୍ବାଇ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଗୁରୁବାର, ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ଷ୍ଟକ ମାର୍କେଟରେ ଏକ ଭିନ୍ନ ବ୍ୟବସାୟ ହେବ। ପାରମ୍ପାରିକ ‘ମୁହୂର୍ତ୍ତ ଟ୍ରେଡିଂ’ ପାଇଁ ଷ୍ଟକ ଏକ୍ସଚେଞ୍ଜ ସନ୍ଧ୍ୟାରେ ଘଣ୍ଟାଏ ପାଇଁ ଖୋଲିବ। ସନ୍ଧ୍ୟା ୬ଟା ୧୫ରେ...

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri