ଜାତୀୟ

ସମୁଦ୍ର ଆଁକୁ ଯିବ ୧୨ ଭାରତୀୟ ସହର…

ନୂଆଦିଲ୍ଲୀ,୨।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏବେ ୧୨ ଭାରତୀୟ ସହର ଉପରେ ବିପଦ ଦେଖାଦେଇଛି। ବିଶ୍ୱ ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳର ହିମ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ହେତୁ ସମୁଦ୍ର...

ବଦଳିଲା ଫୈଜାବାଦ ଜଙ୍କସନର ନାମ

ଲକ୍ଷ୍ନୌ,୨ ।୧୧: ଉତ୍ତର ପ୍ରଦେଶର ଫୈଜାବାଦ ରେଲୱେ ଜଙ୍କସନର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କାଣ୍ଟ କରିଦିଆଯାଇଛି । ଏହାକୁ ନେଇ ଅଧିସୂଚନା ଜାରି କରାଯାଇଛି । ପ୍ରମୁଖ ସଚିବ ଲୋକ ନିର୍ମାଣ ବିଭାଗ ନିତିନ ରମେଶ ଗୋକର୍ନ ଏହି...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୪୩...

ଘର ଘର ବୁଲି ଟିକା…

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘର ଘର ବୁଲି ଟିକା ଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ମେଗା ଟିକାଦାନ ଅଭିଯାନ ନେଇ ସ୍ବତନ୍ତ୍ର...

ବଢୁଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା, କାନପୁରରେ ଆଉ ଜଣେ ମହିଳା ଚିହ୍ନଟ

କାନପୁର,୨ ।୧୧: ଉତ୍ତର ପ୍ରଦେଶରେ ଆଉ ଜଣେ ମହିଳା ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ଲକ୍ଷ୍ନୌର ମାଇକ୍ରୋବାୟୋଲୋଜି ବିଭାଗ ଏହାର ସୂଚନା ଦେଇଛି । ଏହାକୁ ମିଶାଇ ଏବେ କାନପୁରରେ...

୩ ଲୋକ ସଭା ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଗଣତି ଆରମ୍ଭ

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩୦ ଅକ୍ଟୋବରରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି । ଲୋକ ସଭା ଆସନ ମଧ୍ୟରେ ଦାଦର ଓ ନଗର...

ନିର୍ଯାତନା ମାମଲାରେ କେଜରିଓ୍ବାଲଙ୍କୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୧ ଜଣଙ୍କ ନାମରେ ୨୦୧୮ରେ ଏକ ନିର୍ଯାତନା ମାମଲା ଦାୟର କରିଥିଲେ ପୂର୍ବତନ ମୁଖ୍ୟ ସଚିବ ଅଂଶୁ ପ୍ରକାଶ। ଗତ ଅଗଷ୍ଟରେ ଏହି ମାମଲାରୁ...

ବାପାଙ୍କ ଆସନରୁ କ୍ୟାରିୟର ଆରମ୍ଭ କରିବେ ପୁଅ

ପଣଜୀ,୧।୧୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ପ୍ରତିରକ୍ଷାମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପଣଜୀ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛନ୍ତି। ଉଚ୍ଚଶିକ୍ଷିତ ବ୍ୟବସାୟୀ ଉତ୍ପଳ କହିଛନ୍ତି, ବାପାଙ୍କ ପାରମ୍ପରିକ ଆସନରୁ ରାଜନୈତିକ...

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ ନ ଥିବା ଦୁଇଟି ଟିକା କୋଭାକ୍ସିନ ଏବଂ ଚାଇନାର ସିନୋଫାର୍ମ ପ୍ରସ୍ତୁତ ବିବିଆଇବିପି-କୋର୍‌ଭିକୁ...

ଏସ୍‌ସି କମିଶନ ମୁଖ୍ୟଙ୍କୁ ଭେଟିଲେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୧।୧୧: ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେ ସୋମବାର ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି)ମୁଖ୍ୟ ବିଜୟ ସାମ୍ପଲାଙ୍କୁ ଦିଲ୍ଲୀଠାରେ ଭେଟିଛନ୍ତି। ଏଥିପୂର୍ବରୁ ଓ୍ବାଙ୍ଖଡେ ଏନ୍‌ସିଏସ୍‌ସିର ଭାଇସ୍‌ ଚେୟାରମ୍ୟାନ ଅରୁଣ ହଲଦରଙ୍କୁ ମୁମ୍ବାଇରେ ଭେଟିଥିଲେ।...

ଚନିଙ୍କ ଦୀପାବଳି ଭେଟି: କମିଲା ବିଜୁଳି ଦର

ଚଣ୍ଡିଗଡ଼,୧ ।୧୧: ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଚନି ସରକାର ସୋମବାର ଏକ ବଡ ଘୋଷଣା କରିଛନ୍ତି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନି ପଞ୍ଜାବବାସୀଙ୍କ ପାଇଁ ବିଜୁଳି ପ୍ରତି ୟୁନିଟ ପିଛା...

‘ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ରେ ଅଛନ୍ତି ନଓ୍ବାବ ମଲିକ’

ମୁମ୍ବାଇ,୧।୧୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଲିଙ୍କ୍‌ରେ ଅଛନ୍ତି। ଦୀପାବଳି ପରେ ପ୍ରମାଣ ସହ ସବୁ ପଦାରେ ପକାଇବି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri