ଜାତୀୟ

ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌

ନୂଆଦିଲ୍ଲୀ,୨୯।୧୦: ୩୮ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌। ତାଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ନିର୍ଦ୍ଦୋଷ ସାବ୍ୟସ୍ତ କରିଛି। ଗ୍ୟାଙ୍ଗଷ୍ଟାର ବିରୋଧରେ ଏହା ହେଉଛି ସର୍ବ ପୁରାତମ ମାମଲା। ଯାହାର ଶୁଣାଣି ଦୀର୍ଘ ସମୟ ଧରି...

ଟିଏମ୍‌ସିରେ ଯୋଗଦେଲେ ଟେନିସ୍‌ ଷ୍ଟାର୍‌

ନୂଆଦିଲ୍ଲୀ,୨୯।୧୦: ଟିଏମ୍‌ସିରେ ବିଭିନ୍ନ  ବ୍ୟକ୍ତି ବିଶେଷ ଯୋଗ ଦେବାରେ ଲାଗିଲେଣି। ଅଭିନେତ୍ରୀ ନଫିସା ଅଲ୍ଲୀଙ୍କ ପରେ ଏବେ ପୂର୍ବତନ ଭାରତୀୟ ଟେନିସ୍‌ ଚାମ୍ପିଆନ୍‌ ଲିଆଣ୍ଡର ପେସ୍‌ ଯୋଗ ଦେଇଛନ୍ତି। ସେ ଟିଏମ୍‌ସିରୁ ନିଜର ରାଜନୈତିକ କ୍ୟାରିଅର ଗଢ଼ିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗ...

ମହିଳାମାନଙ୍କୁ ନେଇ ଏଭଳିି କହିଲେ ସେନାମୁଖ୍ୟ

ପୁଣେ,୨୯।୧୦: ପୁଣେର ଏନଡିଏ ୧୪୧ତମ ପାଠ୍ୟକ୍ରମ ପରେଡ ସମୀକ୍ଷା ବୈଠକରେ ସେନାମୁଖ୍ୟ କ୍ୟାଡେଟ୍‌ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱଣେ ମହିଳାମାନଙ୍କୁ କିଛି ବର୍ଷ ପରେ ନିଜ ପଦବୀରେ ଦେଖିବେ ବୋଲି...

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ ଯୋଜନାର ଉଦଘାଟନ କରିବେ। ଏନେଇ ରାଷ୍ଟ୍ରୀୟ ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି...

ପୁଣି ଟାର୍ଗେଟ କଲେ ନବାବ: ବଲିଉଡକୁ ବଦନାମ କରିବାକୁ ଷଡଯନ୍ତ୍ର

ମୁମ୍ବାଇ,୨୯।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା ଏକ ଷଡଯନ୍ତ୍ର। ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ଭାଜପା ଏହି ଷଡଯନ୍ତ୍ର ରଚିଛି। ବଲିଉଡକୁ ବଦନାମ କରିବାକୁ ଏହି ଷଡଯନ୍ତ୍ର କରାଯାଇଛି ବୋଲି ଏନ୍‌ସିବି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ...

ଟିଏମସିରେ ଯୋଗ ଦେଲେ ଅଭିନେତ୍ରୀ ନଫିସା ଅଲ୍ଲୀ

ପାଣାଜୀ,୨୯।୧୦:ଅଭିନେତ୍ରୀ ନଫିସା ଅଲ୍ଲୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଟିଏମସି ଗୋଆରେ ଲଢ଼ିବାକୁ...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୯।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୪,୩୪୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୦୫ ଜଣଙ୍କର ମୃତ୍ୟୁ ହୋଇଛି।...

‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ମାଡିଗଲା ସ୍କର୍ପିଓ: ଚାଲିଗଲା ୪ ଜୀବନ

ପାଟନା,୨୯।୧୦: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିହାରର ଆରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ଜୀବନ ଯାଇଛି। ‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ୪ ମହିଳାଙ୍କ ଉପରେ ସ୍କର୍ପିଓ ଚଢିଯାଇଥିଲା। କୁହାଯାଉଛି ଯେ ଗାଡି...

ଆର୍‌ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର ଥିଲା କିନ୍ତୁ କ୍ୟାବିନେଟ ନିଯୁକ୍ତି କମିଟି ଶକ୍ତିକାନ୍ତଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଆରବିଆଇର...

ନଭେମ୍ବର ୩୦ ଯାଏ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ନୂଆଦିଲ୍ଲୀ, ୨୯।୧୦(ପି.ଟି.):କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ଜନସ୍ବାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେଥିପାଇଁ କେନ୍ଦ୍ର ସରକାର କୋଭିଡ୍‌ କଣ୍ଟେନମେଣ୍ଟ କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ସଚିବ ଅଜୟ...

ନିଯୁକ୍ତି ପାଇଲେ ଇଶା ଅମ୍ବାନୀ

ନୂଆଦିଲ୍ଲୀ,୨୯।୧୦: ଆମେରିକାର ୱାଶିଂଟନ୍‌ ଡିସି ସ୍ଥିତ ସ୍ମିଥ୍ସୋନିୟନ ନ୍ୟାଶନାଲ୍‌ ମ୍ୟୁଜିୟମ ଅଫ ଏସିଆନ ଆର୍ଟ ବୋର୍ଡରେ ସବୁଠୁ କମ ବୟସର ସଦସ୍ୟ ଭାବେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ମିଳିଛି। ୪ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି। ବୋର୍ଡରେ...

ଭାରତ ପାଇଁ ମାଡିଆସୁଛି ବିପଦ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୦ରୁ ରୋମରେ ହେବାକୁ ଥିବା ୧୬ତମ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଏକ ରିପୋର୍ଟ ସମଗ୍ର ବିଶ୍ୱକୁ ଚିନ୍ତା ବଢାଇଦେଇଛି। ଅନୁସନ୍ଧାନ ପ୍ରତିଷ୍ଠାନ ସିଏମ୍‌ସିସି (ୟୁରୋ-ମେଡେଟେରେନିୟନ୍‌ ସେଣ୍ଟର ଅନ କ୍ଲାଇମେଟ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri