ଜାତୀୟ

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଛାତ୍ରଙ୍କୁ କୋର୍ଟ ଆଗରେ ମାଡ଼

ଆଗ୍ରା,୨୯।୧୦ : ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଉତ୍ସବ ମନାଇବାରୁ ଜମ୍ମୁ-କଶ୍ମୀରର ୩ ଛାତ୍ର ଗିରଫ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଯାଇଥିଲା। ୩ ଛାତ୍ରଙ୍କୁ କୋର୍ଟରୁ ହାଜତକୁ ନିଆଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏକ...

ମିଛ ଗଣବଳାତ୍କାର ମାମଲାରେ ମହିଳାଙ୍କୁ ୧୦ ବର୍ଷ ଜେଲ୍‌

ଭୋପାଳ,୨୮।୧୦: ୪ ଜଣ ପଡୋଶୀଙ୍କ ବିରୋଧରେ ମିଥ୍ୟା ଗଣବଳାତ୍କାର ମାମଲା ଆଣିଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ଜାଲ୍‌ ତଥ୍ୟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶର ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ...

‘ପିଜା, ବର୍ଗର ନୁହେଁ ରନ୍ଧା ଖାଦ୍ୟ ଭଲ’

ନୂଆଦିଲ୍ଲୀ,୨୮।୧୦: ଭାରତର ଉପ ରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ ଗୁରୁବାର ଉତ୍ତର ଗୋଆରେ ଏକ କଲେଜର ନୂଆ କ୍ୟାମ୍ପସ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପ୍ରଯୁକ୍ତିବିଦ୍ୟା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ବିପଦ ଉପରେ ଆଲୋଚନା ବେଳେ ଉପ ରାଷ୍ଟ୍ରପତି...

ଓ୍ବାଙ୍ଖଡେଙ୍କୁ ମିଳିଲା ନାହିଁ ସୁରକ୍ଷା

ମୁମ୍ବାଇ, ୨୮ା୧୦: ଗିରଫଦାରିରୁ ମୁକ୍ତି ପାଇବା ପାଇଁ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ବମ୍ବେ ହାଇକୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ଜବରଦସ୍ତି ବଟି ଆଦାୟ ଏବଂ ଦୁର୍ନୀତି ମାମଲାରେ ଗିରଫ କରିବାର...

ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଓକିଲଙ୍କ ସହ ଫଟୋ ଉଠାଇଲେ

ମୁମ୍ବାଇ, ୨୮।୧୦ : କ୍ରୁଜ ଯାହଜରେ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗୁରୁବାର ଜାମିନ ମିଳିବା ନେଇ ସ୍ପଷ୍ଟ ହୋଇଛି। ପୁଅକୁ ଜାମିନ ମିଳିବା ପରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ଓକିଲଙ୍କ ଟିମ୍‌ ସହ...

ପାକିସ୍ତାନ ବିଜୟ ପରେ ଉତ୍ସବ ମନାଇବାରୁ

ନୂଆଦିଲ୍ଲୀ, ୨୮।୧୦ :ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ୧୦ ଉଇକେଟରେ ହରାଇବା ପରେ ଉତ୍ସବ ମନାଇଥିବା କଶ୍ମୀର ୩ ଛାତ୍ରଙ୍କୁ ଉତ୍ତର ପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ପାକିସ୍ତାନ ବିଜୟକୁ ପାଳନ କରୁଥିବା ପ୍ରତ୍ୟେକଙ୍କ ବିରୋଧରେ ଦେଶଦ୍ରୋହ...

ପୁଣି ଅଡ଼ୁଆରେ ବାବା ରାମଦେବ

ନୂଆଦିଲ୍ଲୀ,୨୮।୧୦: କରୋନା ସମୟରେ ଲୋକଙ୍କୁ ଏଲୋପାଥି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇ ଭ୍ରମ ଧାରଣା ସୃଷ୍ଟି କରିଥିଲେ ବାବା ରାମଦେବ। ଭାରତୀୟ ମେଡିକାଲ ଆସୋସିଏଶନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହୋଇକୋର୍ଟ...

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାସହ ଆର୍ୟନଙ୍କ ଦୁଇ ସାଙ୍ଗ ଅରବାଜ...

ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧ କୌଣସି ସମ୍ପ୍ରଦାୟ ବିରୋଧୀ ନୁହେଁ। ତେବେ...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯାଇଛି ଯେ, ବ୍ୟକ୍ତିଗfତ ବ୍ୟବହାର, ପରିବାର ସଦସ୍ୟ ଅବା ସମ୍ପର୍କୀୟଙ୍କ...

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ...

ନିର୍ବାଚନ ପୂର୍ବରୁ ଦୀପାବଳି, ୩୦ ଲକ୍ଷ ବୁଥ୍‌ କର୍ମୀଙ୍କ ପାଖକୁ ଭାଜପା ପଠାଇଲା ଉପହାର…

ଲକ୍ଷ୍ନୌ,୨୮।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବୁଥ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ବ୍ୟଦ୍ଦି କରାଇବା ଲାଗି ଭାଜପା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୦ ଲକ୍ଷ ବୁଥ୍‌ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri