ଜାତୀୟ

ଏକ ବିଦ୍ୟାଳୟରୁ ୩୨ ଛାତ୍ର କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୨୮ା୧୦): କର୍ନାଟକର ଏକ ବିଦ୍ୟାଳୟରୁ କରୋନା ମାମଲା ସାମ୍ନାକୁ ଆସିଛି। ଏଠାରେ ଅଧ୍ୟୟନ କରୁଥିବା ୩୨ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ଛାତ୍ର ସଂକ୍ରମିତ ହୋଇଥିବା ମାମଲା ଏପରି ସମୟରେ ଆସିଛି, ଯେତେବେଳେ ଅଧିକାଂଶ ରାଜ୍ୟରେ...

କରୋନା ମହାମାରୀରେ ବହୁ ଆହ୍ବାନର ମୁକାବିଲା କରିଛି ଦେଶ, ମିଳିଛି ବିଦେଶରୁ ସହଯୋଗ…

ନୂଆଦିଲ୍ଲୀ,୨୮।୧୦: କରୋନା ମହାମାରୀ ବିରୋଧରେ ଭାରତ ଏକଜୁଟ ହୋଇ ଲଢ଼ିଛି। ଏକ୍ଷେତ୍ରରେ ପୃଥିବୀର ବହୁ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି। ସଙ୍କଟ ସମୟରେ ବେଶକୁ ବନ୍ଧୁ ରାଷ୍ଟ୍ରଙ୍କ ସହାୟତା ଜାରି ରହିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ନିଟ୍‌ -ୟୁଜି ଫଳାଫଳ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ନିଟ୍‌ -ୟୁଜି ରେଜଲ୍ଟ ପ୍ରକାଶ ହେବା ନେଇ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି। ବମ୍ବେ...

ଉଦ୍ଧବଙ୍କୁ ଚିଠି ଲେଖିଲେ ଓ୍ବାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ,୨୮।୧୦: ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜାରି ରହିଛି ଥ୍ରୀଲର ଏବଂ ସସ୍ପେନ୍ସ। ଏହି ହାଇପ୍ରୋଫାଇଲ କେସ୍‌ରେ ଦିନକୁ ଦିନ ନୂଆ ଟୱିଷ୍ଟ ସାମ୍ନାକୁ ଆସୁଛି। ଏନ୍ସିବିର ତଦନ୍ତ ଅଧିକାରୀ ସମୀର ୱାଙ୍ଖଡେଙ୍କ ତଦନ୍ତକୁ ନେଇ ଉଠିଛି...

ଭୋଟ ବିଭାଜନ କଂଗ୍ରେସ ପତନର ମୁଖ୍ୟ କାରଣ…

ନୂଆଦିଲ୍ଲୀ,୨୮।୧୦: ଦେଶରେ କଂଗ୍ରେସ ପତନର ମୁଖ୍ୟ କାରଣ ହେଉଛି ଭୋଟ ବିଭାଜନ। ଦେଶରେ ଭୋଟରଙ୍କ ବିଭାଜନକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏଭଳି କହିଛନ୍ତି। ଭୋଟରଙ୍କ ସ୍ତରକୁ ଦେଖିଲେ ଜଣାପଡୁଛି ଯେ, ରାଜନୈତିକ ଦଳ ମଧ୍ୟରେ ଏକ ତୃତୀୟାଂଶରୁ...

ବଡ଼ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳେ ଥାଟ୍ରି-ଡୋଡା ରାସ୍ତାରେ ସୁଇ ଗାୱାରୀରେ ଏହି...

ପିକେଙ୍କ ଭବିଷ୍ୟବାଣୀ, ଭାଜପା କ୍ଷମତାରେ ରହିବ ବହୁ ବର୍ଷ, ମୋଦିଙ୍କ ଶକ୍ତି ରାହୁଲଙ୍କୁ ଅଜଣା…

ପଣଜୀ,୨୮।୧୦: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ଏପରିସ୍ଥଳେ ସେ ଏକ ଭବିଷ୍ୟବାଣୀ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଭାରତୀୟ ଜନତା...

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।...

ଡ୍ରଗ୍ସ୍‌ ଆଇନରେ ପରିବର୍ତ୍ତନ ପାଇଁ ମନ୍ତ୍ରୀଙ୍କ ଦାବି, ଯୁବବର୍ଗଙ୍କୁ ଜେଲ୍‌ ବଦଳରେ ସୁଧାର ଗୃହ ପଠାଯାଉ…

ଲକ୍ଷ୍ନୌ,୨୮।୧୦: ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ...

ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ଟିକେଟ କେବଳ ନଗଦ ଆକାରରେ କିଣିବାକୁ କୁହାଯାଇଛି। ଟାଟା ଗ୍ରୁପର...

ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା ଟ୍ରକ୍‌, ୩ ମୃତ…

ଚଣ୍ଡିଗଡ଼,୨୮।୧୦: ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ଏକ ଟ୍ରକ ମାଡ଼ିଯାଇଛି। ଏଥିରେ ୩ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ବାହାଦୂରଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଚାଷୀ ମାନେ ରୋଡ୍‌ ଡିଭାଇଡରରେ ବସି ଘରକୁ...

୭ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୬ ହଜାର ୧୫୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri