ଜାତୀୟ

କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ

ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି । କରୋନାରେ ପିତାଙ୍କ ଦେହାନ୍ତ ହେବା ପରେ ଯୁବତୀ ଜଣକ ନିଜ ପିତାଙ୍କ...

ଟ୍ୟାଙ୍କ ବିଧ୍ୱଂସକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପୋଖରାନ,୧୨ ।୧୨: ରାଜସ୍ଥାନର ପୋଖରାନ ଫାୟରିଂ ରେଞ୍ଜରୁ ଶନିବାର ଦେଶରେ ବିକଶିତ ଓ ହେଲିକପ୍ଟରରୁ ଲକ୍ଷ୍ୟ ଭେଦ କରୁଥିବା ଟ୍ୟାଙ୍କ ବିଧ୍ୱଂସକ ମିଜାଇଲର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଡିଆର୍‌ଡିଓ ଦ୍ୱାରା ବିକଶିତ ତଥା ବାୟୁସେନା...

ଦୁଇ ଘଣ୍ଟାରେ ହେବ ଓମିକ୍ରନ୍ ଟେଷ୍ଟ

ନୂଆଦିଲ୍ଲୀ,୧୨ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ଟେଷ୍ଟ ଏବେ ସହଜ ହୋଇଯିବ । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଦିବ୍ରୁଗଡରେ ଏହାର ଏକ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଓମିକ୍ରନ୍ ସମ୍ପର୍କରେ ମାତ୍ର ଦୁଇ...

ଓମିକ୍ରନକୁ ହରାଇଲା ଦେଢ ବର୍ଷର ଶିଶୁ କନ୍ୟା

ପୁଣେ,୧୨ ।୧୨: ମହାରାଷ୍ଟ୍ର ପୁଣେ ଜିଲାର ପିମ୍ପରି-ଚିଂଚୱଡ ଅଞ୍ଚଳରେ ନିକଟରେ କରୋନା ଭାଇରସର ଓମିକ୍ରନ୍ ଦ୍ୱାରା ସଂକ୍ରମିତ ଦେଢ ବର୍ଷର ଶିଶୁ କନ୍ୟା ଏବେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏବେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ

ନୂଆଦିଲ୍ଲୀ,୧୨ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ସାମାଜିକ ସମସ୍ୟାକୁ ନେଇ ନିଜ ମତ ରଖିଥିବା ଦେଖାଯାଏ । ଏବେ ମୋଦିଙ୍କ ଆକାଉଣ୍ଟ ଉପରେ ନଜର ପଡିଛି ହ୍ୟାକର୍ସଙ୍କର ।...

ମିଛ କହୁଥିବା ଶାହା କ୍ଷମା ମାଗନ୍ତୁ

କୋହିମା, ୧୧।୧୨: ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଶନିବାର ଏକ ବିଶାଳ ରାଲି କରାଯାଇଛି। ଗୁଳିକାଣ୍ଡ ସମ୍ପର୍କରେ ପାର୍ଲାମେଣ୍ଟରେ ଭୁଲ୍‌ ତଥ୍ୟ ଦେଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏଥିପାଇଁ କ୍ଷମା ମାଗିବାକୁ...

ଗଙ୍ଗାରେ ସିଡିଏସ୍‌ଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ, ୧୧ା୧୨: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଶନିବାର ହରିଦ୍ୱାରଠାରେ ଗଙ୍ଗାନଦୀରେ ଅସ୍ଥି ବିସର୍ଜନ କରାଯାଇଛି। ଝିଅ କ୍ରିତିକା ଏବଂ ତାରିଣୀ ସକାଳେ...

ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ...

୬ ମାସ ତଳେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତାଙ୍କୁ କରୋନାର ଦ୍ୱିତୀୟ ଡୋଜ୍‌…

ଭୋପାଳ,୧୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏଥିରେ ବହୁ ଅନିମୟିତତା ପରିଲକ୍ଷିତ ହେଉଛି। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ ଜିଲାରେ ୬ ମାସତଳେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କୁ ଟିକାର...

ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ବଢିଗଲା ଝିଅ ଆଶନାଙ୍କ ଦ୍ୱାରା ଲିଖିତ ପୁସ୍ତକର ଚାହିଦା

ନୂଆଦିଲ୍ଲୀ,୧୧ ।୧୨: ‘ସୋଲ୍ଡ ଆଉଟ୍‌’ ଏବେ ଏହା ଲେଖାଯାଇଛି ଏକ ବହି ଦୋକାନ ସାମ୍ନାରେ । ଯେଉଁଠାରେ ବିକ୍ରି କରାଯାଉଥିଲା ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ ଆଶନା ଲିଡ୍ଡରଙ୍କ ଦ୍ୱାରା ରଚିତ ପୁସ୍ତକ । ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରଠାରେ...

ପୁଣି ଲକ୍‌ଡାଉନ୍‌ ମୁହାଁ ଦେଶ, ୧୦ ରାଜ୍ୟର ୨୭ ଜିଲାରେ କରୋନା ବେକାବୁ…

ନୂଆଦିଲ୍ଲୀ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ପୁଣି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ୧୦ ରାଜ୍ୟର ୨୭ ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଫଳରେ ପୁଣି ଦେଶ ଲକ୍‌ଡାଉନ୍‌...

ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ…

ନୂଆଦିଲ୍ଲୀ,୧୧।୧୨: ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ପ୍ରତିଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ପ୍ରକଳ୍ପର ଲୋକାର୍ପଣ କରି ଏଭଳି କହିଛନ୍ତି। ୯୮୦୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri