ଜାତୀୟ

ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ...

ଜନଜାତି ଆରକ୍ଷଣକୁ ନେଇ ଏକ ବଡ଼ କଥା କହିଲେ ଯୋଗେନ୍ଦ୍ର ଯାଦବ, ଏହି ବ୍ୟବସ୍ଥା ହେଲେ ଦେଶରେ…

ନୂଆଦିଲ୍ଲୀ,୩ା୮: ସୁପ୍ରିମକୋର୍ଟଙ୍କ ୭ ଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠରେ ଅନୁସୂଚିତ ଜାତି-ଜନଜାତି ଆରକ୍ଷଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଥିବା ବେଳେ ଏସ୍‌ସି-ଏସ୍‌ଟିର ସମସ୍ତ ବର୍ଗରେ ସଂରକ୍ଷଣ ଦିଆଯାଇପାରିବ ବୋଲି କହିଥିଲେ। ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଏକ...

ସ୍ତ୍ରୀ’ର ପିଲାଦିନ ପ୍ରେମିକ ସହ ବିବାହ କରାଇଦେଲେ ସ୍ୱାମୀ, କହିଲେ-”ସେ ଖୁସିରେ ରହୁ”

ବିହାର,୩।୦୮: ବିବାହ ପରେ ମଧ୍ୟ ପିଲାଦିନର ପ୍ରେମକୁ ଭୁଲି ପାରି ନ ଥିଲେ ସ୍ତ୍ରୀ। ଲୁଚି ଲୁଚି ମୋବାଇଲରେ କଥା ହେବା ସହ ସ୍ୱାମୀ ନ ଥିଲା ବେଳେ ପ୍ରେମିକକୁ ଦେଖା କରିବାକୁ ଘରକୁ ଡାକୁଥିଲା। ହଠାତ ଦିନେ ପ୍ରେମିକଙ୍କୁ...

ଇଣ୍ଡିଆ ମେଣ୍ଟର ସଦସ୍ୟ ହେଲେ ମିଶିଲାନି ମନ, କାହିଁକି ଦିଲ୍ଲୀରେ ଏକାକୀ ଲଢିବେ ଏଏପି-କଂଗ୍ରେସ? ଜଣାପଡିଲା ଭିତିରି କାରଣ…

ନୂଆଦିଲ୍ଲୀ,୩।୮: ଆଉ ସାତ ମାସ ପରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଯେଉଁଠି ଭାଜପା ୨୭ ବର୍ଷର ରାଜନୈତିକ କ୍ଷମତାକୁ ଶେଷ କରିବା ପାଇଁ...

IRS ଜ଼୍ବାଇଁ ଉପରକୁ ୫ ଗୁଳି ଚଳାଇ ହତ୍ୟାକଲେ ନିଲମ଼୍ବିତ AIG ଶ଼୍ବଶୁର

ଚଣ୍ଡିଗଡ଼,୦୩।୦୮: ଚଣ୍ଡିଗଡ଼ ଜିଲା କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ଘିଟିଛି । ପଞ୍ଜାବ ପୋଲିସର ଜଣେ ନିଲମ଼୍ବିତ ଏଆଇଜି ନିଜର ଜ଼୍ବାଇଁକୁ ଗୁଳିମାରି ହତ୍ୟା କରିଛନ୍ତି । ଦୁଇ ପରିବାର ମଧ୍ୟରେ ଘରୋଇ ବିବାଦ ଲାଗିରହିଥିଲା । ଏହି ମାମଲାର...

ଓ୍ବାୟନାଡ୍‌ରେ ହିରୋ ପାଲଟିଲେ ‘ମର୍ଫି’ ଆଉ ‘ମାୟା’

ଓ୍ବାୟନାଡ୍‌,୩।୮: ଶନିବାର ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୫୮ରେ ପହଞ୍ଚିଛି। ଅନେକ ଲୋକ ଅଳିଆ ଆବର୍ଜନାରେ ଫସି ରହିଥିବାର ଖବର ରହିଛି। ଏହି ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଅନେକ...

ଆତଙ୍କବାଦୀଙ୍କୁ ସାହାଯ୍ୟ କରି ଫସିଲେ ପୋଲିସ-ଶିକ୍ଷକ

ଜମ୍ମୁ,୩।୮: ଜମ୍ମୁ କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ସରକାର ପାଞ୍ଚ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଶିକ୍ଷକଙ୍କ ଉପରେ କଡା ଜବାବ ଦେଇଛନ୍ତି। ଡ୍ରଗ୍ସ ଏବଂ ବିଷାକ୍ତ ଦ୍ରବ୍ୟ ବିକ୍ରୟ ମାଧ୍ୟମରେ ଏହି ପୋଲିସ ଓ...

ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ...

ହାତ ଟେକିଦେଲେ ସିଜେଆଇ

ନୂଆଦିଲ୍ଲୀ,୩।୮: ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି ଯେ ସମାଜରେ ଉପସ୍ଥିତ ଥିବା ପ୍ରତ୍ୟେକ ସମସ୍ୟା କିମ୍ବା ମନ୍ଦତାକୁ ଦୂର କରିବା ପାଇଁ ଏହାର କୌଣସି ସୂତ୍ର କିମ୍ବା ଉପଶମ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତ ଆବେଦନକାରୀଙ୍କୁ ସମାଲୋଚନା କରିଛନ୍ତି ଯିଏ...

ଅଲିମ୍ପିକ୍ସ ମଇଦାନରେ ହୋଇଗଲା ପ୍ରେମ, ସ୍ବର୍ଣ୍ଣ ପଦକ ପାଉ ପାଉ ମିଳିଗଲା ବିବାହ ପ୍ରସ୍ତାବ

ପ୍ୟାରିସ୍‌,୩।୮:ଅଲିମ୍ପିକ୍ସରେ ଜାରି ରହିଛି ଖେଳାଳିଙ୍କ ଜଲୱା । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପ୍ରତି ଖେଳାଳିଙ୍କ ସ୍ବପ୍ନ । କିନ୍ତୁ ସେଇ ପଦକ ଜିତିବା ପରେ ଯଦି ଜୀବନ ରାସ୍ତାରେ ଚାଲିବାକୁ ପୁରୁଷ...

ବଳତ୍କାର ମାମଲାରେ ବୁଲ୍‌ ଡୋଜର ଆକ୍ସନ ନେଲେ ମୁଖ୍ୟମନ୍ତ୍ରୀ

ଅଯୋଧ୍ୟା,୦୩।୦୮: ଅଯୋଧ୍ୟାରେ ହୋଇଥିବା ଏକ ବଳତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ବଡ଼ ଆକ୍ସନ ନେଇଛନ୍ତି । ପ୍ରଥମେ ପୋଲିସ ଇନ୍‌ଚାର୍ଜ ଏବଂ ଥାନା ଅଧିକାରୀଙ୍କୁ ନିଲମ଼୍ବିତ କରିବା ପରେ ଏହି ମାମଲର ମୁଖ୍ୟ ଅଭିଯୁକ୍ତ ମୋଇଦ୍‌ ଖାନ୍‌ଙ୍କ ଘରେ ବୁଲ୍‌ ଡୋଜର...

ଓ୍ବାୟନାଡରେ ପୀଡିତଙ୍କୁ ଭେଟୁଥିଲେ ରାହୁଲ ଗାନ୍ଧୀ, ହଠାତ୍‌ କାର୍‌ ଅଟକାଇ ଦେଲେ ଯୁବକ, ରାଗିଯାଇ କରିଦେଲେ ଏମିତି…

ଓ୍ବାୟନାଡ,୩।୮: କେରଳ ୱାୟାନାଡରେ ଲଗାଣ ବର୍ଷା ହେତୁ ଭୂସ୍ଖଳନ ହୋଇ ସମଗ୍ର ଅଞ୍ଚଳ ଧୋଇ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଥିବାବେଳେ ଏହି ସମୟରେ କଂଗ୍ରେସ ନେତା ରାହୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri