ଜାତୀୟ

ଜମ୍ମୁ-କଶ୍ମୀର ଉପରେ ପଡିପାରେ ଆଫଗାନିସ୍ତାନର ପ୍ରଭାବ: ସିଡିଏସ୍ ରାୱତ

ନୂଆଦିଲ୍ଲୀ,୨୪ ।୧୦: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଶନିବାର ଆସାମର ରାଜଧାନୀ ଗୁଆହାଟିରେ କହିଛନ୍ତି କି ମ୍ୟାନମାରର ସ୍ଥିତି ଏବେ ବହୁତ ଖରାପ, ସେଠାରେ ଯାହା କିଛି ଘଟୁଛି ତା’ର ପ୍ରଭାବ ଆମ ଦେଶ ଉପରେ...

ଲଖିମପୁର ହିଂସା: ଅଭିଯୁକ୍ତ ଆଶିଷ ମିଶ୍ର ଡେଙ୍ଗୁରେ ପୀଡ଼ିତ!

ଲକ୍ଷ୍ନୌ,୨୪ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପୋଲିସ ରିମାଣ୍ଡରରେ ଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଜେଲ ହସ୍ପିଟାଲକୁ ସିପ୍ଟ କରିବାକୁ ପଡିଛି ।...

ମାଗଣାରେ ଟାବଲେଟ,ସ୍ମାର୍ଟଫୋନ ବାଣ୍ଟିବେ

ଲକ୍ଷ୍ନୌ,୨୪।୧୦: ନଭେମ୍ବର ଶେଷ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଯୁବପିଢ଼ିଙ୍କୁ ମାଗଣାରେ ଟାବଲେଟ୍‌ ଓ ସ୍ମାର୍ଟଫୋନ ବାଣ୍ଟିବେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ସୁଲତାନପୁରଠାରେ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନବେଳେ ଯୋଗୀ କହିଛନ୍ତି, ତାଙ୍କ ସରକାର...

ପ୍ରି-ପୋଲ୍‌ ସର୍ଭେକୁ ବ୍ୟାନ କର

ନୂଆଦିଲ୍ଲୀ,୨୪।୧୦: ନିର୍ବାଚନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଉଥିବା ପ୍ରି-ପୋଲ ସର୍ଭେରେ ଭୁଲ ତଥ୍ୟ ଦିଆଯାଇ ମତଦାତାଙ୍କୁ ପ୍ରଭାବିତ କରାଯାଉଛି। ଏଥିଲାଗି ଏହା ଉପରେ ୬ ମାସ ପାଇଁ ବ୍ୟାନ ଲଗାଯାଉ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ(ଇସି)ଙ୍କ...

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତ ତଥା ପୀଡିତାଙ୍କ ମାମୁ ଦୀନେଶ ଜାଟ୍‌ଙ୍କୁ ଶୁକ୍ରବାର...

୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୩।୧୦: ରାଜଧାନୀର ରଞ୍ଜିତ ନଗର ଅଞ୍ଚଳରେ ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ରାମ ମନୋହର ଲୋହିଆ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ସକାଳେ ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ପୀଡ଼ିତାଙ୍କୁ ଦୁର୍ବୃତ୍ତ...

ରାଜ ଠାକରେ କରୋନାରେ ସଂକ୍ରମିତ

ମୁମ୍ବାଇ,୨୩ ।୧୦: ମହାରାଷ୍ଟ୍ର ନିବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କୁହାଯାଉଛି । ଠାକରେ କରୋନାରେ ସଂକ୍ରମିତ ହେବା...

୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର ପୁନାୱାଲା ବି ଉପସ୍ଥିତ ରହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ...

କଂଗ୍ରେସ ଦେବ ୨୦ ଲକ୍ଷ ସରକାରୀ ଚାକିରି

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍‌ୁତି ଆରମ୍ଭ କରିଛି କଂଗ୍ରେସ । ଶନିବାର ଦଳ ପକ୍ଷରୁ ‘ପ୍ରତିଜ୍ଞା ଯାତ୍ରା’ ବାହାର କରାଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ବାରବାଙ୍କିରୁ ସବୁଜ...

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ ଅଦାଲତ ହିଁ ଠିଆ ହୋଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଶନିବାର...

ଫୈଜାବାଦ୍‌ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍‌…

ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍‌ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର ବାରାଣସୀରେ ପହଞ୍ଚିଥିବା ଲକ୍ଷ୍ନୌର ଡିଆରଏମ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି...

ଶହୀଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଶାହା

ଜମ୍ମୁ,୨୩ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚିଛନ୍ତି । ଶ୍ରୀନଗରରେ ପହଞ୍ଚିବା ପରେ ଶାହା ସିଧା ଶହୀଦ ଇନସ୍‌ପେକ୍ଟର ପରବେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଶାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri